Base Word
בְּכִירָה
Short Definitionthe eldest daughter
Long Definitionfirstborn daughter, firstborn (of women)
Derivationfeminine from H1069
International Phonetic Alphabetbɛ̆.kɪi̯ˈrɔː
IPA modbɛ̆.χiːˈʁɑː
Syllablebĕkîrâ
Dictionbeh-kee-RAW
Diction Modbeh-hee-RA
Usagefirstborn
Part of speechn-f

ଆଦି ପୁସ୍ତକ 19:31
ଦିନେ ବଡ଼ ଭଉଣୀ ତାଙ୍କର ସାନ ଭଉଣୀକୁ କହିଲା, ଆମ୍ଭର ପିତା ବୃଦ୍ଧ, ସାଧାରଣ ଭାବେ ଆମକୁ ବିବାହ କରିବା ପାଇଁ କହେି ଜଣେ ହେଲେ ନାହାନ୍ତି।

ଆଦି ପୁସ୍ତକ 19:33
ସହେି ରାତ୍ରି ରେ ସହେି ଦୁଇ ଝିଅ ତାଙ୍କ ପିତାଙ୍କ ନିକଟକୁ ଗଲେ ଏବଂ ତାଙ୍କର ପିତାଙ୍କୁ ମଦ ପିଆଇଲେ। ଏହାପରେ ତାଙ୍କର ବଡ଼ ଝିଅ ତାଙ୍କ ପିତାଙ୍କ ଶଯନ କକ୍ଷକୁ ଗଲା ଏବଂ ତାଙ୍କ ସହିତ ସହବାସ କଲା। ଲୋଟ ପୁରାପୁରି ମାତାଲ ଥିଲା ଏବଂ ଜାଣିପାରିଲା ନାହିଁ ଯେ, ସେ କେତବେେଳେ ତା'ର ବିଛଣାକୁ ଆସିଥିଲା ଏବଂ ସେ କେତବେେଳେ ଉଠି କଠାେରୀରୁ ପରିତ୍ଯାଗ କଲା।

ଆଦି ପୁସ୍ତକ 19:34
ତା'ପର ଦିନ ବଡ଼ ଝିଅ ସାନ ଝିଅକୁ କହିଲା, ଗତ ରାତିଲେ ମୁଁ ପିତାଙ୍କ ନିକଟରେ ଶଯନ କରିଥିଲି। ଆସ ତାଙ୍କୁ ପୁଣି ଆଜି ମଦ୍ଯପାନ କରାଇବା, ତା'ପରେ ତୁ ତାଙ୍କ ସାଙ୍ଗ ରେ ୟାଇ ସହବାସ କର। ଏହି ଉପାଯ ରେ ଆମ୍ଭେ ଆମ୍ଭର ସନ୍ତାନମାନଙ୍କୁ ଜନ୍ମ କରିବା। ଆଉ ଆମ୍ଭେ ଆମ୍ଭର ପିତାଙ୍କ ମାଧ୍ଯମ ରେ ଆମ୍ଭର ପରିବାର ନଷ୍ଟ ହବୋରୁ ରକ୍ଷା କରିପାରିବା।

ଆଦି ପୁସ୍ତକ 19:37
ବଡ଼ଝିଅ ଏକ ପୁତ୍ରକୁ ଜନ୍ମ କଲା। ତାହାର ନାମ ସେ ମାଯାେବୀଯ ରଖିଲା। ମାୟୋବୀଯ ହେଲେ ବର୍ତ୍ତମାନ ମାୟୋବୀଯ ଲୋକମାନଙ୍କର ଆଦିପିତା।

ଆଦି ପୁସ୍ତକ 29:26
ଲାବନ କହିଲା, ଆମ୍ଭ ଦେଶ ରେ ଅଛି ଯେ ବଡ଼ ବିବାହ କରିବା ପୂର୍ବରୁ ସାନ ବିବାହ କରିପାରିବ ନାହିଁ।

ପ୍ରଥମ ଶାମୁୟେଲ 14:49
ଯୋନାଥନ, ୟିଶ୍ବି ଓ ମଲୀଶୂଯ ଶାଉଲଙ୍କର ତିନି ପକ୍ସ୍ଟତ୍ର ଥିଲେ। ମରେବ୍ ଓ ମୀଖଲ୍ ତାଙ୍କର ଜ୍ଯୋଷ୍ଠା ଓ କନିଷ୍ଠା କନ୍ଯା।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்