No lexicon data found for Strong's number: 830

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:3
ମୁଁ କହିପା ରେ ଯେ, ସମାନେେ ଯେତେ ଦଇେ ପାରିବା କଥା ତାହ ଦଇେଛନ୍ତି। ଏତିକି ନୁହେଁ, ସମାନେେ ସ୍ବେଚ୍ଛା ରେ ନିଜ ସାମର୍ଥ୍ଯ ଅପେକ୍ଷା ଅଧିକ ଦଇେଛନ୍ତି। କହେି ତାହାଙ୍କୁ ଏହା କରିବା ପାଇଁ କହି ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:17
ଆମ୍ଭର ଅନୁ ରୋଧକୁ ତିତସ ଗ୍ରହଣ କରିଛନ୍ତି। ସେ ମଧ୍ଯ ତୁମ୍ଭମାନଙ୍କ ପାଖକୁ ୟିବାକୁ ବ୍ଯଗ୍ର ଥିଲେ, ଓ ସ୍ବଇଚ୍ଛା ରେ ତୁମ୍ଭମାନଙ୍କ ପାଖକୁ ୟିବା ନିମନ୍ତେ ଏଠାରୁ ଯାଉଛନ୍ତି।

Occurences : 2

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்