ମାଥିଉଲିଖିତ ସୁସମାଚାର 25:18
କିନ୍ତୁ ଯେଉଁ ଲୋକଟି କବଳେ ଗୋଟିଏ ମାତ୍ର ତୋଡ଼ା ରୂପା ଟଙ୍କା ପାଇଥିଲା, ସେ ଯାଇ ତା' ମାଲିକର ଧନକୁ ନଇେ ମାଟି ରେ ଗୋଟିଏ ଗାତ ଖାେଳି ସେଥିଲେ ଲୁଚାଇ ରଖିଲା।
ମାଥିଉଲିଖିତ ସୁସମାଚାର 25:27
ତେଣୁ ତୁମ୍ଭେ ମାେ ଟଙ୍କାକୁ ବ୍ଯାଙ୍କ ରେ ଜମା ରଖିଦବୋ ଉଚ଼ିତ ଥିଲା। ତା ହାଇେଥିଲେ ମୁଁ ଘରକୁ ଫରେିବା ପରେ ମାେ ଟଙ୍କା ଫରେି ପାଇଥାନ୍ତି। ତା ସହିତ ମାେ ଟଙ୍କାର ସୁଧ ମଧ୍ଯ ପାଇଥାନ୍ତି।'
ମାଥିଉଲିଖିତ ସୁସମାଚାର 26:15
ସେ କହିଲା, ମୁଁ ତୁମ୍ଭମାନଙ୍କ ହାତ ରେ ଯୀଶୁଙ୍କୁ ଧ ରଇେ ଦବେି। ଏହା କରିବା ପାଇଁ ତୁମ୍ଭମାନେେ ମାେତେ କ'ଣ ଦବେ? ଯାଜକମାନେ ୟିହୂଦାଙ୍କୁ ତିରିଶଟି ରୂପା ଟଙ୍କା ଦେଲେ।
ମାଥିଉଲିଖିତ ସୁସମାଚାର 27:3
ୟିହୂଦା ଦେଖିଲା ଯେ, ସମାନେେ ଯୀଶୁଙ୍କୁ ବଧ କରିବା ପାଇଁ ସ୍ଥିର କରିଛନ୍ତି। ୟିହୂଦାହିଁ ଯୀଶୁଙ୍କୁ ତାହାଙ୍କର ଶତୃମାନଙ୍କ ହାତ ରେ ଦଇେ ଦଇେଥିଲା। ତେଣୁ ସେ ଏସବୁ ଘଟଣା ଦେଖି ନିଜର କର୍ମ ପାଇଁ ବହୁତ ଦୁଃଖ କଲା। ସେ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନଙ୍କୁ ସହେି ତିରିଶଟି ରେ ୗପ୍ୟମୁଦ୍ରା ଫରୋଇ ଦଲୋ।
ମାଥିଉଲିଖିତ ସୁସମାଚାର 27:5
ୟିହୂଦା ମନ୍ଦିର ଭିତ ରେ ସହେି ରୂପାଟଙ୍କାତକ ଫିଙ୍ଗି ଦଲୋ। ତାପରେ ସହେି ଜାଗା ଛାଡ଼ି ୟିହୂଦା ଚାଲିଗଲେ ଓ ନିଜକୁ ଫାଶି ଦଲୋ।
ମାଥିଉଲିଖିତ ସୁସମାଚାର 27:6
ପ୍ରଧାନ ଯାଜକମାନେ ମନ୍ଦିର ଭିତ ରେ ସହେି ରୂପା ଟଙ୍କାତକ ଗୋଟାଇ ନେଲେ। ସମାନେେ କହିଲେ, ମନ୍ଦିର ଟଙ୍କା ସହିତ ଏ ଟଙ୍କାତକ ରଖିବା ନିୟମ ବିରୁଦ୍ଧ ହବେ। କାରଣ ଏ ଟଙ୍କା ଜଣକର ମୃତ୍ଯୁ ପାଇଁ ଦିଆଯାଇଛି।
ମାଥିଉଲିଖିତ ସୁସମାଚାର 27:9
ଏଭଳି ଭାବରେ ଭବିଷ୍ଯଦ୍ବକ୍ତା ୟିରିମିୟଙ୍କ ମାଧ୍ଯମ ରେ କୁହାୟାଇଥିବା ବାଣୀ ସଫଳ ହେଲା। ୟିରିମିୟ କହିଥିଲେ,
ମାଥିଉଲିଖିତ ସୁସମାଚାର 28:12
ତା'ପରେ ପ୍ରଧାନ ଯାଜକମାନେ ପ୍ରାଚୀନମାନଙ୍କ ସହିତ ମନ୍ତ୍ରଣା କରି ଗୋଟିଏ ଉପାୟ ବାହାର କଲେ। ସମାନେେ ସୈନ୍ଯମାନଙ୍କୁ ମିଛ କହିବା ପାଇଁ ଲାଞ୍ଚ ହିସାବ ରେ ପ୍ରଚୁର ଟଙ୍କା ଦେଲେ।
ମାଥିଉଲିଖିତ ସୁସମାଚାର 28:15
ସୈନ୍ଯମାନେ ଟଙ୍କାତକ ନେଲେ। ସମାନଙ୍କେୁ ଯେପରି କରିବାକୁ ଶିଖାଯାଇଥିଲା, ସମାନେେ ତାହାହିଁ କଲେ। ଏବଂ ଏକଥାଟି ଆଜି ପର୍ୟ୍ଯନ୍ତ ମଧ୍ଯ ଯିହୂଦୀମାନଙ୍କ ମଧିଅରେ ପ୍ରଚ଼ଳିତ ଅଛି।
ମାର୍କଲିଖିତ ସୁସମାଚାର 14:11
ପ୍ରଧାନ ଯାଜକମାନେ ଯୀହୁଦାର ଏ କଥା ରେ ବହୁତ ଖୁସି ହେଲେ। ଏହି କାମ କରି ଦେଲେ ସମାନେେ ଯିହୁଦାକୁ ଟଙ୍କା ଦବେେ ବୋଲି କଥା ଦେଲେ। ତେଣୁ ୟିହୂଦା ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହାତ ରେ ଧ ରଇେ ଦବୋ ପାଇଁ ସୁ ଯୋଗର ଅପେକ୍ଷା ରେ ରହିଲା।
Occurences : 20
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்