ଯୋହନଲିଖିତ ସୁସମାଚାର 13:22
ଯୀଶୁଙ୍କର ଶିଷ୍ଯମାନେ ସମସ୍ତେ ପରସ୍ପରକୁ ଚାହିଁଲେ। ସମାନେେ ବୁଝି ପାରିଲେ ନାହିଁ ଯେ ଯୀଶୁ କାହା ବିଷୟ ରେ କହୁଛିନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 25:20
ମୁଁ ଏ ସବୁ ବିଷୟ ରେ ବେଶି ଜାଣି ନଥିଲି। ତେଣୁ ମୁଁ କିଛି ପ୍ରଶ୍ନ ପଚ଼ାରିଲି ନାହିଁ। ମୁଁ ପାଉଲଙ୍କୁ ପଚ଼ାରିଲି, 'ଏହି ଅଭିଯୋଗଗୁଡ଼ିକର ବିଚ଼ାର ପାଇଁ ତୁମ୍ଭେ ୟିରୂଶାଲମ ୟିବାକୁ ଚ଼ାହୁଁଛ କି?'
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:8
ଆମ୍ଭ ଚତୁର୍ଦ୍ଦିଗରୁ ସମସ୍ଯା ଆମକୁ ଚାପି ପକାଇଛି, କିନ୍ତୁ ଆମ୍ଭେ ହାରି ଯାଇ ନାହୁଁ। ଅନକେ ସମୟରେ କ'ଣ କରିବାକୁ ହବେ ତାହା ଆମ୍ଭେ ଜାଣି ପାରୁନାହୁଁ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:20
ମାରଇେଚ୍ଛା ହେଉଛି ମୁଁ ବର୍ତ୍ତମାନ ସଠାେରେ ତୁମ୍ଭମାନଙ୍କ ପାଖ ରେ ଥାଆନ୍ତି କି, ୟଦ୍ଦ୍ବାରା ମୁଁ ତୁମ୍ଭମାନଙ୍କ ସହିତ ଭିନ୍ନ ପ୍ରକା ରେ କଥା ହାଇପୋରନ୍ତି। କାରଣ ତୁମ୍ଭମାନଙ୍କ ବିଷୟ ରେ କ'ଣ କରାୟିବ, ମୁଁ କିଛି ଜାଣିପାରୁ ନାହିଁ।
Occurences : 4
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்