ମାଥିଉଲିଖିତ ସୁସମାଚାର 12:13
ତା'ପରେ ଯୀଶୁ ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ମାେତେ ଦଖାେଅ। ଲୋକଟି ଯୀଶୁଙ୍କୁ ହାତ ଦଖାଇବୋ ପାଇଁ ଆଗକୁ ବଢଇେ ଦଲୋ। ତାର ସହେି ଶୁଖି ଯାଇଥିବା ହାତଟି ସଂପୂର୍ଣ୍ଣ ଭଲ ହାଇଗେଲା। ଏହି ହାତଟି ତାର ଅନ୍ୟ ହାତ ଭଳି ହାଇଗେଲା।
ମାଥିଉଲିଖିତ ସୁସମାଚାର 17:11
ଯୀଶୁ ଉତ୍ତର ଦେଲେ, ସମାନେେ ଠିକ୍ କହିଛନ୍ତି ଯେ ଏଲିୟ ଆସୁଛନ୍ତି, ସେ ପ୍ରେତ୍ୟକକ ବସ୍ତୁକୁ ଠିକ୍ କ୍ରମ ରେ ରଖିବେ।
ମାର୍କଲିଖିତ ସୁସମାଚାର 3:5
ତା'ପରେ ଯୀଶୁ ଲୋକମାନଙ୍କ ଆଡକୁ ରାଗ ରେ ଚାହିଁଲେ; କିନ୍ତୁ ସମାନଙ୍କେ ହୃଦୟର କଠିନତା ଲକ୍ଷ୍ଯ କରି ବହୁତ ଦୁଃଖୀ ହେଲେ। ଯୀଶୁ ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ମାେତେ ଦଖାେଅ। ଲୋକଟି ଯୀଶୁଙ୍କ ଆଡକୁ ହାତଟି ବଢାଇ ଦଲୋ ଓ
ମାର୍କଲିଖିତ ସୁସମାଚାର 8:25
ଯୀଶୁ ପୁଣି ଥରେ ଅନ୍ଧଟିର ଆଖି ଉପରେ ହାତ ରଖିଲେ। ତା'ର ଆଖି ଭଲ ହାଇେ ଯାଇଥିଲା ଓ ସେ ସବୁକିଛି ସ୍ପଷ୍ଟ ଦେଖି ପାରୁଥିଲା।
ମାର୍କଲିଖିତ ସୁସମାଚାର 9:12
ଯୀଶୁ ସମାନଙ୍କେୁ କହିଲେ, ହଁ, ସମାନେେ ଠିକ୍ କହୁଛନ୍ତି। ସବୁ ବିଷୟ ସୁବ୍ଯବସ୍ଥିତ କରିବାକୁ ନିଶ୍ଚୟ ଏଲିୟ ହିଁ ପ୍ରଥମେ ଆସିବେ। କିନ୍ତୁ ମନୁଷ୍ଯପୁତ୍ରଙ୍କ ସମ୍ବନ୍ଧ ରେ ଶାସ୍ତ୍ର ରେ କାହିଁକି ଲଖାେ ଅଛି ଯେ ସେ ବହୁତ ଯାତନା ଭୋଗ କରିବେ ଓ ଲୋକେ ତାହାଙ୍କ ସହିତ ତାଚ୍ଛଲ୍ଯପୂର୍ଣ୍ଣ ବ୍ଯବହାର କରିବେ।
ଲୂକଲିଖିତ ସୁସମାଚାର 6:10
ଯୀଶୁ ଚାରିଆଡକୁ ସମସ୍ତଙ୍କ ଉପରେ ଦୃଷ୍ଟି ପକଇେଲେ ଓ ପୁଣି ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ବଢାଅ। ସେ ସହେିଭଳି କଲା ଓ ତା ହାତ ପୁଣି ସୁସ୍ଥ ହାଇଗେଲା।
ରେରିତମାନଙ୍କ କାର୍ଯ୍ୟର ବିବରଣ 1:6
ପ୍ ରରେିତମାନେ ଏକାଠି ହାଇେ ଯୀଶୁଙ୍କୁ ପଚ଼ାରିଲେ, ପ୍ରଭୁ, ଆପଣ ଇଶ୍ରାୟେଲମାନଙ୍କୁ ସମାନଙ୍କେର ରାଜ୍ଯ ଏହି ସମୟରେ ପୁନର୍ବାର ଦେଉଅଛନ୍ତି କି?
ଏବ୍ରୀମାନଙ୍କ ନିକଟକୁ ପତ୍ର 13:19
ମୁଁ ତୁମ୍ଭମାନଙ୍କୁ ଅନୁ ରୋଧ କରୁଛି, ତୁମ୍ଭମାନେେ ପ୍ରାର୍ଥନା କର ଯେ, ଯେପରି ପରମେଶ୍ବର ମାେତେ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାନ୍ତୁ। ଅନ୍ୟ କୌଣସି କଥା ଅପେକ୍ଷା ଏହା ମୁଁ ବିଶଷେ ଭାବରେ ଚା ହେଁ।
Occurences : 8
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்