ମାଥିଉଲିଖିତ ସୁସମାଚାର 13:58
ସଠାେକାର ଲୋକେ ଯୀଶୁଙ୍କ ଉପରେ ବିଶ୍ବାସ କରି ପାରିଲେ ନାହିଁ। ତେଣୁ ଯୀଶୁ ସଠାେରେ ଅଧିକ ଆଶ୍ଚର୍ୟ୍ଯ କାର୍ୟ୍ଯ କଲେ ନାହିଁ।
ମାଥିଉଲିଖିତ ସୁସମାଚାର 17:20
ଯୀଶୁ କହିଲେ, ତାହା କବଳେ ତୁମ୍ଭର ଅଳ୍ପ ବିଶ୍ବାସର ୟୋଗୁ ହେଲା। ମୁଁ ତୁମ୍ଭକୁ ସତ୍ଯ କହୁଛି। ତୁମ୍ଭର ଯଦି ଗୋଟିଏ ଶାରେିଷ ଦାନା ପରିମାଣର ମଧ୍ଯ ବିଶ୍ବାସ ଅଛି, ତବେେ ତୁମ୍ଭେ ଏହି ପର୍ବତକୁ କହିପାରିବ, 'ଏ ଜାଗାରୁ ସେ ଜାଗାକୁ ଚାଲିଯାଅ,' ଏବଂ ପର୍ବତ ଚାଲିୟିବ। ତୁମ୍ଭ ପାଇଁ କିଛି ଅସମ୍ଭବ ହାଇେ ରହିବ ନାହିଁ।
ମାର୍କଲିଖିତ ସୁସମାଚାର 6:6
ଏ ଲୋକମାନଙ୍କର କୌଣସି ବିଶ୍ବାସ ନଥିବାରୁ ଯୀଶୁ ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ। ତା'ପରେ ଯୀଶୁ ସେ ଅଞ୍ଚଳର ଅନ୍ୟ ସବୁ ଗାଁକୁ ଯାଇ ସଠାେରେ ଶିକ୍ଷା ଦବୋକୁ ଲାଗିଲେ।
ମାର୍କଲିଖିତ ସୁସମାଚାର 9:24
ପିଲାଟିର ବାପା ଉଚ୍ଚସ୍ବର କରି କହିଲା, ମୁଁ ବିଶ୍ବାସ କରୁଛି। ମାେତେ ଅଧିକ ବିଶ୍ବାସ କରିବା ପାଇଁ ସାହାୟ୍ଯ କରନ୍ତୁ।
ମାର୍କଲିଖିତ ସୁସମାଚାର 16:14
ପରେ ଯେତବେେଳେ ଏଗାର ଜଣ ପ୍ ରରେିତ ଖାଉଥିଲେ, ସତେିକି ବେଳେ ଯୀଶୁ ସମାନଙ୍କେୁ ଦଖାେ ଦେଲେ। ସେ ସମାନଙ୍କେୁ ସମାନଙ୍କେର ଅବିଶ୍ବାସ ଓ ମନର ଜଡତା ପାଇଁ ସମାଲୋଚନା କଲେ। କାରଣ ଯେଉଁମାନେ ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥାନ ହାଇେଛନ୍ତି ବୋଲି ଦେଖିଥିଲେ ସମାନଙ୍କେୁ ଏହି ଶିଷ୍ଯମାନେ ବିଶ୍ବାସ କରି ନଥିଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:3
ଏହା ସତ୍ଯ ଯେ, କେତକେ ଯିହୂଦୀ ପରମେଶ୍ବରଙ୍କର ବିଶ୍ବସ୍ତ ନଥିଲେ। କିନ୍ତୁ ସମାନଙ୍କେ ଅବିଶ୍ବସ୍ତତା କ'ଣ ପରମେଶ୍ବରଙ୍କୁ ନିଜ ପ୍ରତିଜ୍ଞା ରଖିବା ରେ ବାଧା ଦବେ?
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:20
କିନ୍ତୁ ପରମେଶ୍ବରଙ୍କ ପ୍ରତି ତାହାଙ୍କର ବିଶ୍ବାସ ଦୁର୍ବଳ ହେଲା ନାହିଁ। ପରମେଶ୍ବର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦଇେଛନ୍ତି ତାହା ସେ କରିବା ରେ ସମର୍ଥ ଏଥି ରେ ଅବ୍ରାହାମ ଟିକେ ହେଲେ ସନ୍ଦହେ କଲେ ନାହିଁ। ବରଂ ତାହାଙ୍କର ବିଶ୍ବାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ବରଙ୍କୁ ଗୌରବ ଦେଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:20
ଏହା ସତ୍ଯ କିନ୍ତୁ ସେ ଡାଳ ଗୁଡିକ ଭାଙ୍ଗି ପଡିବାର କାରଣ ହେଉଛି ସମାନଙ୍କେର ଅବିଶ୍ବାସ। କିନ୍ତୁ ତୁମ୍ଭମାନେେ ତୁମ୍ଭମାନଙ୍କ ବିଶ୍ବାସ ହତେୁ ସହେି ଗଛର ଅଂଶୀ ହାଇେ ପାରିଛ। ଅତଏବ ଗର୍ବ କରିବା ପରିବର୍ତେ ଭୟ କରିବା ଦରକାର।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:23
ଯିହୂଦୀମାନେ ଯଦି ପୁନଃ ପରମେଶ୍ବରଙ୍କୁ ବିଶ୍ବାସ କରନ୍ତି, ତା' ହେଲେ ସେ ଯିହୂଦୀମାନଙ୍କୁ ପୁନଃ ଗ୍ରହଣ କରି ନବେେ। ସମାନଙ୍କେୁ ନିଜ ପୂର୍ବ ସ୍ଥାନ ଦବୋ ପାଇଁ ପରମେଶ୍ବର ସମର୍ଥ ହବେେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:13
ଅତୀତ ରେ ମୁଁ ଯୀଶୁଙ୍କ ବିରୁଦ୍ଧ ରେ କହିଛି, ତାହାଙ୍କୁ ତାଡ଼ନା ଦଇେଛି ଓ ତାହାଙ୍କୁ ଆଘାତ ଦବୋ ଭଳି କାର୍ୟ୍ଯମାନ କରିଛି। କିନ୍ତୁ ମୁଁ କ'ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ବର ମାେତେ ଦୟା କଲେ। ଅବିଶ୍ବାସୀ ଥିଲା ବେଳେ ମୁଁ ସପରେି କରିଥିଲି।
Occurences : 12
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்