No lexicon data found for Strong's number: 5604

ମାଥିଉଲିଖିତ ସୁସମାଚାର 24:8
କିନ୍ତୁ ଏ ଘଟଣାଗୁଡ଼ିକ କବଳେ ପ୍ରଥମ ପ୍ରସୁତି ବଦନୋ ଭଳି ହବେ।

ମାର୍କଲିଖିତ ସୁସମାଚାର 13:8
ଗୋଟିଏ ଜାତି ଅନ୍ୟ ଜାତି ବିରୋଧ ରେ, ଗୋଟିଏ ରାଜ୍ଯ ଅନ୍ୟ ରାଜ୍ଯ ବିରୋଧ ରେ ଲଢଇେ କରିବ। ବହୁତ ସ୍ଥାନ ରେ ଭୂମିକମ୍ପ ହବେ। ଲୋକଙ୍କୁ ଖାଇବାକୁ ମିଳିବନାହିଁ। ଏହା ସବୁ କୌଣସି ନୂତନ ଶିଶୁର ଜନ୍ମ ପୂର୍ବର ପ୍ରସବ ବଦନୋ ଭଳି।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:24
କିନ୍ତୁ ଇଶ୍ବର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ଯୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ଯୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:3
ଲୋକେ କହିବେ : ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ। ସହେି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବଦନୋ ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସମାନେେ ରକ୍ଷା ପାଇପାରିବେ ନାହିଁ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்