ମାଥିଉଲିଖିତ ସୁସମାଚାର 26:60
କିନ୍ତୁ ଯଦିଓ ଅନକେ ମିଛ ସାକ୍ଷୀ ଆଗକୁ ଆସି ମିଛ ରେ ସାକ୍ଷ୍ଯ ଦେଲେ, ତଥାପି ମହାସଭା ଯୀଶୁଙ୍କୁ ମୃତ୍ଯୁଦଣ୍ଡ ଦବୋ ପାଇଁ ପ୍ରକୃତ କାରଣ ପାଇ ପାରିଲା ନାହିଁ। ଶଷେ ରେ ଦୁଇଜଣ ଲୋକ ଆଗରୁ ବାହାରି ଆସି କହିଲେ,
ମାଥିଉଲିଖିତ ସୁସମାଚାର 26:60
କିନ୍ତୁ ଯଦିଓ ଅନକେ ମିଛ ସାକ୍ଷୀ ଆଗକୁ ଆସି ମିଛ ରେ ସାକ୍ଷ୍ଯ ଦେଲେ, ତଥାପି ମହାସଭା ଯୀଶୁଙ୍କୁ ମୃତ୍ଯୁଦଣ୍ଡ ଦବୋ ପାଇଁ ପ୍ରକୃତ କାରଣ ପାଇ ପାରିଲା ନାହିଁ। ଶଷେ ରେ ଦୁଇଜଣ ଲୋକ ଆଗରୁ ବାହାରି ଆସି କହିଲେ,
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:15
ଆମ୍ଭେ ମଧ୍ଯ ପରମେଶ୍ବରଙ୍କ ବିଷୟ ରେ ମିଛ କହିଥିବା ଅପରାଧ ରେ ଅପରାଧୀ। କାରଣ ଆମ୍ଭେ ପରମେଶ୍ବରଙ୍କ ବିଷୟ ରେ ପ୍ରଚାର କରିଛୁ ଯେ, ସେ ଯୀଶୁଙ୍କୁ ମୃତ୍ଯୁରୁ ଉଠାଇଛନ୍ତି। ଯଦି ମୃତମାନେ ଉଥିତ ନ ହୁଅନ୍ତି, ତା' ହେଲେ ପରମେଶ୍ବର ମଧ୍ଯ ଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ଉଠାଇ ନାହାଁନ୍ତି।
Occurences : 3
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்