No lexicon data found for Strong's number: 5506

ମାର୍କଲିଖିତ ସୁସମାଚାର 6:21
କିଛି ଦିନ ପରେ େ ହରୋଦଙ୍କ ଜନ୍ମ ଦିନ ରେ ଯୋହନଙ୍କ ମୃତ୍ଯୁ ଘଟାଇବା ପାଇଁ ହରେୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ତାହାଙ୍କର ଉଚ୍ଚ ଅଧିକାରୀ, ସନୋପତିଗଣ ଏବଂ ଗାଲିଲୀର ବିଶିଷ୍ଟ ବ୍ଯକ୍ତିମାନଙ୍କୁ େ ହରୋଦ ରାତ୍ରି ସମୟରେ ଭୋଜି ଦେଉଥାନ୍ତି।

ଯୋହନଲିଖିତ ସୁସମାଚାର 18:12
ତା'ପରେ ସୈନ୍ଯମାନେ ଓ ସମାନଙ୍କେ ସନୋପତିମାନେ ଓ ଯିହୂଦୀମାନଙ୍କର ପ୍ରହରୀମାନେ ଯୀଶୁଙ୍କୁ ବନ୍ଦୀ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:31
ଲୋକମାନେ ପାଉଲଙ୍କୁ ହତ୍ଯା କରିବା ପାଇଁ ଚେ଼ଷ୍ଟା କରୁଥିବା ସମୟରେ ରୋମୀୟ ସନୋପତିଙ୍କ ନିକଟରେ ଏହି ଖବର ପହଞ୍ଚିଲା। ସେ ଜାଣିବାକୁ ପାଇଲେ ଯେ ସମଗ୍ର ୟିରୂଶାଲମ ରେ ଉତ୍ତଜେନା ଖଳେି ଯାଇଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:32
ସେ ସଙ୍ଗେ ସଙ୍ଗେ କେତକେ ସୈନ୍ଯ ଓ ଅଧିକାରୀମାନଙ୍କ ସହିତ ଆସି ପହନ୍ଚିଲେ। ସେ ପାଉଲଙ୍କୁ ହତ୍ଯା କରିବାକୁ ଉଦ୍ଯମ ହେଉଥିବା ଯିହୂଦୀମାନଙ୍କ ପାଖକୁ ଗଲେ। ସମାନେେ ସନୋପତି ଓ ସୈନ୍ଯସାମନ୍ତଙ୍କୁ ଦେଖି ପାଉଲଙ୍କୁ ମାଡ଼ ମାରିବା ବନ୍ଦ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:33
ତା'ପରେ ସନୋପତି ପାଖକୁ ଆସିଲେ ଓ ପାଉଲଙ୍କୁ ବନ୍ଦୀ କଲେ। ସେ ପାଉଲଙ୍କୁ ଦୁଇଟି ଶିକୁଳି ରେ ବାନ୍ଧି ଦବୋ ପାଇଁ ସୈନ୍ଯମାନଙ୍କୁ ଆଦେଶ ଦେଲେ। ତା'ପରେ ପାଉଲ କିଏ ଓ ସେ କ'ଣ କରିଛନ୍ତି ବୋଲି ସନୋପତି ପଚ଼ାରିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:37
ସନୋନିବାସକୁ ନବୋ ସମୟରେ ସନୋପତିଙ୍କୁ ପାଉଲ ପଚ଼ାରିଲେ, ମୁଁ ଆପଣଙ୍କୁ କିଛି କହିବା ଅଧିକାର ଅଛି କି?

ରେରିତମାନଙ୍କ କାର୍ଯ୍ୟର ବିବରଣ 22:24
ତା'ପରେ ସନୋପତି ପାଉଲଙ୍କୁ ସୈନ୍ଯ ନିବାସ ଭିତରକୁ ନଇୟିବୋ ପାଇଁ ଆଦେଶ ଦେଲେ। କାହିଁକି ଲୋକମାନେ ତାହାଙ୍କ ବିରୁଦ୍ଧ ରେ ଏଭଳି ପାଟିତୁଣ୍ଡ କରୁଥିଲେ, ତାହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ବାରା ପାଉଲଙ୍କୁ ପଚ଼ାରିବା ନିମନ୍ତେ ସେ ସୈନିକମାନଙ୍କୁ ଆଦେଶ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:26
ଏ କଥା ଅଧିକାରୀ ଶୁଣି ସନୋଧ୍ଯକ୍ଷଙ୍କୁ ଜଣାଇଲେ। ଅଧିକାରୀ କହିଲେ, ତୁମ୍ଭେ ଜାଣ, ତୁମ୍ଭେ କଣ କରୁଛ? ଏ ଲୋକ ଜଣେ ରୋମୀୟ ନାଗରିକ?

ରେରିତମାନଙ୍କ କାର୍ଯ୍ୟର ବିବରଣ 22:27
ତେଣୁ ସନୋଧ୍ଯକ୍ଷ ଯାଇ ପାଉଲଙ୍କୁ ପଚ଼ାରିଲେ, ମାେତେ କୁହ, ତୁମ୍ଭେ କଣ ପ୍ରକୃତ ରେ ଜଣେ ରୋମୀୟ ନାଗରିକ?

ରେରିତମାନଙ୍କ କାର୍ଯ୍ୟର ବିବରଣ 22:28
ସନୋଧ୍ଯକ୍ଷ କହିଲେ, ମୁଁ ଜଣେ ରୋମୀୟ ନାଗରିକ ହବୋପାଇଁ ପ୍ରଚୁ଼ର ଟଙ୍କା ଦଇେଥିଲି।।

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்