No lexicon data found for Strong's number: 5503

ମାଥିଉଲିଖିତ ସୁସମାଚାର 23:14
ତୁମ୍ଭମାନେେ ନିଜେ ତ ପ୍ରବେଶକରି ପାରୁନାହଁ, ତା' ଛଡ଼ା ଯେଉଁ ଲୋକମାନେ ପ୍ରବେଶ କରିବାକୁ ଚେ଼ଷ୍ଟା କରୁଛନ୍ତି, ସମାନଙ୍କେୁ ମଧ୍ଯ ତୁମ୍ଭମାନେେ ଅଟକଇେ ଦେଉଥି।

ମାର୍କଲିଖିତ ସୁସମାଚାର 12:40
ସମାନେେ ବିଧବାମାନଙ୍କ ପ୍ରତି ଅତ୍ଯନ୍ତ ନୀଚ ବ୍ଯବହାର ଦଖାେନ୍ତି। ସମାନେେ ବିଧବାମାନଙ୍କର ସମ୍ପତ୍ତି ଅପହରଣ କରି ନିଅନ୍ତି। ଭଲ ଦେଖଇେ ହବୋ ପାଇଁ ସମାନେେ ଲମ୍ବା ପ୍ରାର୍ଥନା କରନ୍ତି। ଏଭଳି ଲୋକମାନଙ୍କୁ ପରମେଶ୍ବର କଠିନ ଶାସ୍ତି ଦବେେ।

ମାର୍କଲିଖିତ ସୁସମାଚାର 12:42
ପରେ ଗରୀବ ବିଧବାଟିଏ ସଠାେକୁ ଆସିଲା ଓ ସେଥି ରେ ସେ ମାତ୍ର ଦୁଇଟି ତମ୍ବା-ମୁଦ୍ରା ପକଇେଲା। ଏହି ମୁଦ୍ରା ଦୁଇଟିର ମୂଲ୍ଯ ପଇସାଟିଏ ସାଙ୍ଗ ରେ ବି ସମାନ ନୁହେଁ।

ମାର୍କଲିଖିତ ସୁସମାଚାର 12:43
ତା'ପରେ ଯୀଶୁ ନିଜଶିଷ୍ଯମାନଙ୍କୁ ପାଖକୁ ଡାକି କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ଏହି ସମସ୍ତ ଧନୀ ଲୋକମାନେ ଦଇେଥିବା ଦାନଠାରୁ ଏହି ଗରିବ ବିଧବାଟି ପ୍ରକୃତ ରେ ବହୁତ ଅଧିକ ଦଇେଛି।

ଲୂକଲିଖିତ ସୁସମାଚାର 2:37
ତା'ପରେ ତାହାଙ୍କର ସ୍ବାମୀ ମରିଗଲେ ଓ ସେ ବିଧବା ହାଇେ ଏକୁଟିଆ ରହିବାକୁ ଲାଗିଲେ। ଏବେ ତାହାଙ୍କୁ ଚଉରାଅଶୀ ବର୍ଷ ବୟସ ହାଇେଥିଲା। ହାନ୍ନା ସବୁବେଳେ ମନ୍ଦିର ରେ ରହୁଥିଲେ। କବେେ ହେଲେ ସେ ମନ୍ଦିର ଛାଡି ଯାଇ ନଥିଲେ। ସେ ଉପବାସ କରି ଓ ସେ ଦିନରାତି ପ୍ରାର୍ଥନା କରି ପରମେଶ୍ବରଙ୍କ ଉପାସନା କରୁଥିଲେ।

ଲୂକଲିଖିତ ସୁସମାଚାର 4:25
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ଏଲିୟଙ୍କ ସମୟରେ ଇସ୍ରାଯଲେ ରେ ଯେତବେେଳେ ତିନି ବର୍ଷ ଛଅ ମାସ ପର୍ୟ୍ଯନ୍ତ ବର୍ଷା ହେଲା ନାହିଁ ଓ ସାରା ଦେଶ ରେ ଭୀଷଣ ଦୁର୍ଭିକ୍ଷ ପଡିଲା, ସେତବେେଳେ ଇଶ୍ରାୟେଲ ରେ ବହୁ ସଂଖ୍ଯା ରେ ବିଧବା ଥିଲେ।

ଲୂକଲିଖିତ ସୁସମାଚାର 4:26
କିନ୍ତୁ ଏଲିୟଙ୍କୁ ସମାନଙ୍କେ ମଧ୍ଯରୁ କୌଣସି ବିଧବାଙ୍କ ପାଖକୁ ପଠାଗଲା ନାହିଁ। ଏଲିୟଙ୍କୁ କବଳେ ସୀଦୋନ ଅଞ୍ଚଳର ସାରିଫତ ରେ ରହୁଥିବା ଜଣେ ବିଧବା ପାଖକୁ ପଠାଗଲା।

ଲୂକଲିଖିତ ସୁସମାଚାର 7:12
ଯୀଶୁ ଯେତବେେଳେ ନଗରଦ୍ବାର ନିକଟରେ ପହନ୍ଚିଲେ ସେତବେେଳେ ଗୋଟିଏ ଶବ ନିଆ ଯାଉଥିବାର ସେ ଦେଖିଲେ। ସେ ତା' ବିଧବା ମାଆର ଏକମାତ୍ର ସନ୍ତାନ ଥିଲା। ପୁଅକୁ ନିଆ ଯାଉଥିବା ସମୟରେ ସଠାେରେ ତା ମାଆ ସହିତ ମଧ୍ଯ ନଗରର ବହୁ ସଂଖ୍ଯକ ଲୋକ ଥିଲେ।

ଲୂକଲିଖିତ ସୁସମାଚାର 18:3
ସହେି ନଗର ରେ ଗୋଟିଏ ସ୍ତ୍ରୀଲୋକ ଥିଲା। ତା'ର ସ୍ବାମୀ ମରି ଯାଇଥିଲା। ସେ ସ୍ତ୍ରୀଲୋକଟି ଏହି ବିଗ୍ଭରପତିଙ୍କ ନିକଟକୁ ବହୁତ ଥର ଆସୁଥିଲା ସେ ବିଚାରପତିଙ୍କୁ କହୁଥିଲା, ' ଗୋଟିଏ ଲୋକ ମାେ ପ୍ରତି ଅନ୍ଯାୟ କରୁଛି। ତୁମ୍ଭେ ମାେତେ ମାେ ନ୍ଯାୟ ଅଧିକାର ଦିଅ।'

ଲୂକଲିଖିତ ସୁସମାଚାର 18:5
କିନ୍ତୁ ଏହି ସ୍ତ୍ରୀଲୋକଟି ମାେତେ ସବୁବେଳେ ବ୍ଯସ୍ତ କରି ପକାଉଛି। ମୁଁ ତାକୁ ନ୍ଯାୟ ଅଧିକାର ଦଇେ ଦେଲେ ସେ ମାେ ପିଛା ଛାଡିଦବେ। ନଚତେ ସେ ମାେତେ ହଇକାଣ କରୁଥିବ।'

Occurences : 27

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்