ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:8
ସେ ଚର୍ମପତ୍ରକୁ ଗ୍ରହଣ କରିବାପରେ, ଚାରିଜୀବିତ ପ୍ରାଣୀ ଓ ଚବିଶଜଣ ପ୍ରାଚୀନ ତାହାଙ୍କ ସମ୍ମୁଖ ରେ ନଇଁପଡ଼ି ପ୍ରଣାମ କଲେ। ସମାନେେ ପ୍ରେତ୍ୟକକ ଗୋଟିଏ ଗୋଟିଏ ବୀଣା ଧରି ଥିଲେ। ସମାନେେ ସୁଗନ୍ଧିତ ଧୂପର ସୁନାର ପାତ୍ର ମଧ୍ଯ ଧରିଥିଲେ। ସହେି ସୁଗନ୍ଧିତ ଧୂପପାତ୍ରଗୁଡ଼ିକ ହେଉଛି, ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କର ପ୍ରାର୍ଥନା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 15:7
ତା'ପରେ ଚାରି ଜୀବିତ ପ୍ରାଣୀମାନଙ୍କ ମଧ୍ଯରୁ ଜଣେ ପ୍ରାଣୀ ସାତଦୂତଙ୍କୁ ସାତାଟେି ସୁବର୍ଣ୍ଣ ପାତ୍ର ଦେଲେ। ସହେି ପାତ୍ର ନିତ୍ଯଜୀବୀ ପରମେଶ୍ବରଙ୍କର କୋରଧ ରେ ପରିପୂର୍ଣ୍ଣ ଥିଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:1
ତା'ପରେ ମୁଁ ମନ୍ଦିର ଭିତରୁ ଏକ ଉଚ୍ଚ ଧ୍ବନି ଶୁଣିଲି। ତାହା ସାତାଟେି ଦୂତଙ୍କୁ କହିଲା, ଯାଅ, ପରମେଶ୍ବରଙ୍କ କୋର୍ଧ ରେ ପୂର୍ଣ୍ଣ ହାଇେଥିବା ସାତାଟେି ପାତ୍ରକୁ ପୃଥିବୀ ଉପରେ ଢ଼ାଳିଦିଅ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:2
ତହୁଁ ପ୍ରଥମ ଦୂତ ମନ୍ଦିରରୁ ବାହାରି ପୃଥିବୀ ଉପରେ ତାହାଙ୍କ ପାତ୍ରକୁ ଢ଼ାଳି ଦେଲେ। ତା'ପରେ ଯେଉଁମାନେ ସହେି ପଶୁର ଚିହ୍ନ ଧାରଣ କରିଥିଲେ ଓ ତା'ର ପ୍ରତିମାକୁ ପୂଜା କରୁଥିଲେ, ସମାନଙ୍କେର ଶରୀର ରେ ଅତି କଷ୍ଟଦାୟକ ଓ ସାଂଘାତିକ ଧରଣର ଘା ବାହାରି ପଡ଼ିଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:3
ଦ୍ବିତୀୟ ଦୂତ ତାହାଙ୍କ ପାତ୍ରକୁ ସମୁଦ୍ର ଉପରେ ଢ଼ାଳି ଦେଲେ। ସେଥି ରେ ସମୁଦ୍ର ଜଳ ମୃତ ଲୋକର ରକ୍ତ ପରି ଲାଲ ହାଇଗେଲା। ସମୁଦ୍ର ରେ ଥିବା ସମସ୍ତ ଜୀବନ୍ତ ପ୍ରାଣୀ ମରିଗଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:4
ତୃତୀୟ ସ୍ବର୍ଗ ଦୂତ ତାହାଙ୍କ ପାତ୍ରକୁ ନଦୀ ଓ ଜଳ ନିର୍ଝରଗୁଡ଼ିକ ଉପରେ ଢ଼ାଳିଲେ। ନଦୀ ଓ ଜଳ ନିର୍ଝରଗୁଡ଼ିକର ଜଳ ରକ୍ତ ହାଇଗେଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:8
ଏହାପରେ ଚତୁର୍ଥ ଦୂତ ତାହାଙ୍କ ପାତ୍ର ସୂର୍ୟ୍ଯଙ୍କ ଉପରେ ଢ଼ାଳିଲେ। ସେଥି ରେ ସୂର୍ୟ୍ଯକୁ, ମନୁଷ୍ଯମାନଙ୍କୁ ଅଗ୍ନି ରେ ପୋଡ଼ି ଦବୋର କ୍ଷମତା ଦିଆଗଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:10
ପଞ୍ଚମ ଦୂତ ତାହାଙ୍କ ପାତ୍ର ସହେି ପଶୁର ସିଂହାସନ ଉପରେ ଢ଼ାଳିଲେ। ଏହାଦ୍ବାରା ପଶୁର ରାଜ୍ଯ ରେ ଅନ୍ଧକାର ଘୋଟିଗଲା। ଲୋକମାନେ ୟନ୍ତ୍ରଣା ରେ ଜିଭ କାମୁଡ଼ିଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:12
ଷଷ୍ଠ ଦୂତ ତାହାଙ୍କ ପାତ୍ର ଫରାତ ମହାନଦୀର ଉପରେ ଢ଼ାଳିଲେ। ଏହାଦ୍ବାରା ନଦୀ ଜଳ ଶୁଖିଗଲା ଓ ପୂର୍ବ ଦିଗରୁ ଆସିବାକୁ ରାଜାମାନଙ୍କ ପାଇଁ ବାଟ ତିଆରି କଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:17
ତା'ପରେ ସପ୍ତମ ଦୂତ ତାହାଙ୍କ ପାତ୍ରକୁ ବାଯୁ ରେ ଢ଼ାଳିଲେ ଓ ମନ୍ଦିର ଭିତରୁ ସିଂହାସନଠାରୁ ଗୋଟିଏ ଉଚ୍ଚ ସ୍ବର ଆସିଲା। ସହେି ସ୍ବର କହିଲା, ଏହା ସମାପ୍ତ ହେଲା।
Occurences : 12
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்