No lexicon data found for Strong's number: 5346

ମାଥିଉଲିଖିତ ସୁସମାଚାର 4:7
ଯୀଶୁ ତାହାକୁ ଉତ୍ତର ଦେଲେ, ଶାସ୍ତ୍ର ଏକଥା ମଧ୍ଯ କୁ ହେ:

ମାଥିଉଲିଖିତ ସୁସମାଚାର 8:8
ସନୋପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମାେ ଘରକୁ ଆସିବେ, ତାହାପାଇଁ ମୁଁ ଯୋଗ୍ଯ ନୁହେଁ। ଆପଣ କବଳେ ଆଦେଶ ଦଇେ ଦିଅନ୍ତୁ। ମାରେ ଦାସ ଭଲ ହାଇଯେିବ।

ମାଥିଉଲିଖିତ ସୁସମାଚାର 13:28
ସେ ସମାନଙ୍କେୁ କହିଲେ, 'ଏହା କୌଣସି ଶତୃର କାର୍ୟ୍ଯ।'

ମାଥିଉଲିଖିତ ସୁସମାଚାର 13:29
କ୍ଷତମାଲିେକ ସମାନଙ୍କେୁ ମନାକରି କହିଲେ, 'ତୁମ୍ଭମାନେେ ବାଳିଙ୍ଗା ଉପାଡିଲା ବେଳେ ତା' ସହିତ ଗହମ ମଧ୍ଯ ଉପାଡି ଦବେ।

ମାଥିଉଲିଖିତ ସୁସମାଚାର 14:8
େ ହରୋଦିଆଙ୍କ ପ୍ରରୋଚନା ରେ ଝିଅ କହିଲା, ମାେତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳି ରେ ଆଣି ଏହିଠା ରେ ଦିଅନ୍ତୁ।

ମାଥିଉଲିଖିତ ସୁସମାଚାର 17:26
ପିତର ଉତ୍ତର ଦେଲେ, ରାଜାମାନେ ଅନ୍ୟମାନଙ୍କର ସନ୍ତାନ ସନ୍ତତିଙ୍କଠାରୁ କର ଆଦାୟ କରନ୍ତି। ଯୀଶୁ ତାହାଙ୍କୁ କହିଲେ, ତାର ଅର୍ଥ ରାଜାଙ୍କ ସନ୍ତାନମାନଙ୍କୁ କର ଦବୋକୁ ପଡ଼ନୋହିଁ।

ମାଥିଉଲିଖିତ ସୁସମାଚାର 19:21
ଯୀଶୁ କହିଲେ, ଯଦି ତୁମ୍ଭେ ସିଦ୍ଧ ହବୋକୁ ଚ଼ାହୁଛ, ତବେେ ଯାଅ ଏବଂ ତୁମ୍ଭ ପାଖ ରେ ଥିବା ସବୁ କିଛି ବିକି ସେ ଧନ ଗରୀବମାନଙ୍କୁ ବଣ୍ଟିଦିଅ। ତା' ହେଲେ ସ୍ବର୍ଗ ରେ ତୁମ୍ଭକୁ ଅମାପ ଧନ ମିଳି ପାରିବ। ତା'ପରେ ଆସ ଓ ମାରେ ଅନୁସରଣ କର।

ମାଥିଉଲିଖିତ ସୁସମାଚାର 21:27
ତେଣୁ ସମାନେେ ଯୀଶୁଙ୍କୁ ଉତ୍ତର ଦେଲେ, ଯୋହନଙ୍କ ବାପ୍ତିସ୍ମ କେଉଁଛାରୁ ଆସିଥିଲା, ଆମ୍ଭେ ତାହା ଜାଣିନାହୁଁ।

ମାଥିଉଲିଖିତ ସୁସମାଚାର 25:21
ମାଲିକ କହିଲେ, 'ସାବାସ୍, ତୁମ୍ଭେ ବହୁତ ଭଲ, ଓ ବିଶ୍ବସ ଯୋଗ୍ଯ ଲୋକ। ତୁମ୍ଭେ ଅଳ୍ପ ଟଙ୍କା ରେ ଭଲ କାମ କରିଛ। ତେଣୁ ମୁଁ ତୁମ୍ଭକୁ ବଡ଼ ବିଷୟର ଦାଯିତ୍ବ ଦବେି। ଆସ, ମାେ ସହିତ ମାେ ଖୁସି ରେ ଭାଗୀ ହୁଅ।'

ମାଥିଉଲିଖିତ ସୁସମାଚାର 25:23
ମାଲିକ କହିଲେ, 'ତୁମ୍ଭେ ଠିକ୍ କରିଛ। ତୁମ୍ଭେ ଜଣେ ଭଲ ଚାକର। ତୁମ୍ଭ ଉପରେ ବିଶ୍ବାସ କରାଯାଇପା ରେ। ଅଳ୍ପ ଟଙ୍କା ରେ ତୁମ୍ଭେ ଭଲ କାମ କରିଛ। ତେଣୁ ମୁଁ ତୁମ୍ଭକୁ ବଡ଼ ବିଷୟର ଦାଯିତ୍ବ ଦବେି। ଆସ, ମାେ ସହିତ ଖୁସି ରେ ଭାଗୀ ହୁଅ।'

Occurences : 58

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்