No lexicon data found for Strong's number: 5177

ଲୂକଲିଖିତ ସୁସମାଚାର 10:30
ଏହି ପ୍ରଶ୍ନର ଉତ୍ତର ଦବୋକୁ ଯାଇ ଯୀଶୁ କହିଲେ, ଜଣେ ଲୋକ ୟିରୂଶାଲମରୁ ଯିରୀହାକେୁ ଯାଉଥିଲା। ବାଟରେ ସେ ଡକାୟତମାନଙ୍କ ହାବୁଡ ରେ ପଡିଲା। ସମାନେେ ତା' ଲୁଗାପଟା ସବୁ ଚିରି ବାହାର କରି ଓ ତାକୁ ମାଡ ମାରି ଅର୍ଦ୍ଧମୃତ ଅବସ୍ଥା ରେ ପକାଇଦଇେ ଚାଲିଗଲେ।

ଲୂକଲିଖିତ ସୁସମାଚାର 20:35
କିନ୍ତୁ କେତକେ ଲୋକ ମୃତ୍ଯୁରୁ ପୁଣି ବଞ୍ଚି ଉଠିବାକୁ ଯୋଗ୍ଯ ହବେେ ଓ ସମାନେେ ଏହି ଜୀବନ ପରେ ମଧ୍ଯ ପୁଣି ଜୀବିତ ରହିବେ। ସହେି ଜୀବନ ରେ ସମାନେେ ବିବାହ କରିବେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:11
ପରମେଶ୍ବର ପାଉଲଙ୍କ ମାଧ୍ଯମ ରେ ଅତି ଅସାଧାରଣ କାର୍ୟ୍ଯମାନ କରୁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:2
ତେଣୁ ପାଉଲଙ୍କୁ ଡ଼କା ହେଲା। ତତ୍ତୁର୍ଲ୍ଲ ତାହାଙ୍କ ବିରୁଦ୍ଧ ରେ ଅଭିଯୋଗ କରି କହିଲେ, ହେ ମହାମାନ୍ଯ ଫଲେିକ୍ସ! ଆମ୍ଭ ଲୋକମାନେ ଆପଣଙ୍କ ସକାେଶ ବହୁତ ଶାନ୍ତି ରେ ଜୀବନଯାପନ କରୁଛନ୍ତି, ତେଣୁ ଆମ୍ଭେ ଆପଣଙ୍କୁ ଧନ୍ଯବାଦ ଜଣାଉଅଛୁ। ଆପଣଙ୍କ ଦୂରଦୃଷ୍ଟି ଯୋଗଁୁ ଏ ଜାତି ନିମନ୍ତେ ବହୁତ ଉନ୍ନତିକର କାର୍ୟ୍ଯ ହାଇପୋରୁଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:22
କିନ୍ତୁ ମାେତେ ପରମେଶ୍ବର ସାହାୟ୍ଯ କଲେ। ସେ ଆଜି ପର୍ୟ୍ଯନ୍ତ ମାେତେ ସାହାୟ୍ଯ କରିଆସୁଛନ୍ତି। ପରମେଶ୍ବରଙ୍କ ସାହାୟ୍ଯ ପାଇ ମୁଁ ଏଠା ରେ ଠିଆ ହାଇେଛି। ଉଭୟ ପ୍ରଭାବଶାଳୀ ଓ ସାଧାରଣ ଲୋକମାନଙ୍କୁ, ମୁଁ ଦେଖିଥିବା କଥା କହୁଛି। ମୁଁ କିଛି ନୂଆ କଥା କହୁନାହିଁ। ମାଶାେ ଓ ଭାବବାଦୀମାନେ ଯାହା ସବୁ ଘଟିବ ବୋଲି କହିଛନ୍ତି, ମୁଁ ସହେି କଥା କହୁଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:3
ତହିଁ ଆରଦିନ ଆମ୍ଭେ ସୀଦୋନ ରେ ପହଞ୍ଚିଲୁ। ୟୁଲିଅ ପାଉଲଙ୍କ ପ୍ରତି ଦୟା ଦେଖଇେ ତାହାଙ୍କୁ ତାହାଙ୍କର ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଲେ। ପାଉଲଙ୍କ ବନ୍ଧୁମାନେ ତାହାଙ୍କର ଆବଶ୍ଯକତା ପୂର୍ଣ୍ଣ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:2
ବହୁତ ଥଣ୍ଡା ଲାଗୁଥିଲା, ଦ୍ବୀପର ବାସିନ୍ଦାମାନେ ଆମ୍ଭମାନଙ୍କ ପ୍ରତି ବହୁତ ଦୟା ଦଖାଇେଲେ। ସମାନେେ ଆମ୍ଭପାଇଁ ନିଆଁ ଜଳଇେ ଆମ୍ଭକୁ ସ୍ବାଗତ କଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:10
ଏହା ସତ୍ଯ ଯେ, ସଂସାର ରେ ଅନକେ ପ୍ରକାରର ଭାଷା ଅଛି ଓ ସେ ସବୁଗୁଡ଼ିକ ଅର୍ଥପୂର୍ଣ୍ଣ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:37
ବୁଣିଲା ବେଳେ ତୁମ୍ଭମାନେେ ଯାହା ବୁଣ, ବିକଶିତ ହେଲା ପରେ ତାହା ସହେି ଶରୀର ଧାରଣ କରେ ନାହିଁ। ତୁମ୍ଭମାନେେ ଗହମ ହେଉ ବା ଅନ୍ୟ କୌଣସି ଶସ୍ଯ ହେଉ, କବଳେ ବୀଜଟି ବୁଣ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 16:6
ସେତବେେଳେ ମୁଁ ତୁମ୍ଭମାନଙ୍କ ସହିତ କିଛି ସମୟ ଅତିବାହିତ କରିବି, ସମ୍ପୂର୍ଣ୍ଣ ବା ଶୀତକାଳ ତୁମ୍ଭମାନଙ୍କ ସହିତ ରହିବି। ତା'ପରେ, ମାେ ଯାତ୍ରା ରେ, ମୁଁ ଯେଉଁଠାକୁ ୟିବି, ତୁମ୍ଭମାନେେ ମାେତେ ସାହାୟ୍ଯ କରିପାରିବ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்