ମାଥିଉଲିଖିତ ସୁସମାଚାର 5:46
ଯେଉଁମାନେ ତୁମ୍ଭକୁ ପ୍ ରମେ କରୁଛନ୍ତି, ତୁମ୍ଭେ ଯଦି କବଳେ ସହେିମାନଙ୍କୁ ପ୍ ରମେ କରିବ ତବେେ ତୁମ୍ଭମାନେେ କୌଣସି ପୁରସ୍କାର ପାଇବନାହିଁ? ଏପରିକି କରଆଦାୟକାରୀ ମାନେ ମଧ୍ଯ ଏହା କରନ୍ତି?
ମାଥିଉଲିଖିତ ସୁସମାଚାର 5:47
ଯଦି ତୁମ୍ଭେ କବଳେ ନିଜ ଭାଇ- ବନ୍ଧୁମାନଙ୍କୁ ନମସ୍କାର କର ତବେେ ତୁମ୍ଭେ ଅନ୍ୟମାନଙ୍କଠାରୁ କ'ଣ ଅଧିକ କଲ? ବିଧର୍ମୀମାନେ କ'ଣ ଏଭଳି କରନ୍ତି ନାହିଁ କି?
ମାଥିଉଲିଖିତ ସୁସମାଚାର 9:10
ଯୀଶୁ ମାଥିଉଙ୍କ ଘ ରେ ଖାଉଥିଲେ। ସେ ଖାଇବା ବେଳେ ଅନକେ କର ଆଦାୟକାରୀ ଓ ଅନ୍ୟ ପାପୀମାନେ ସଠାେରେ ପହଁଞ୍ଚିଲେ। ସମାନେେ ଯୀଶୁ ଓ ତାହାଙ୍କ ଅନୁଗାମୀମାନଙ୍କ ସହ ଖାଇଲେ।
ମାଥିଉଲିଖିତ ସୁସମାଚାର 9:11
ଫାରୂଶୀମାନେ ଏହା ଦେଖି ଯୀଶୁଙ୍କ ଅନୁଗାମୀମାନଙ୍କୁ ପଚାରିଲେ, ତୁମ୍ଭର ଗୁରୁ କର ଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?
ମାଥିଉଲିଖିତ ସୁସମାଚାର 10:3
ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଆଦାୟକାରୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୟ,
ମାଥିଉଲିଖିତ ସୁସମାଚାର 11:19
ତା'ପରେ ମନୁଷ୍ଯପୁତ୍ର ଆସିଲେ। ସେ ଅନ୍ୟମାନଙ୍କ ଭଳି ଖିଆପିଆ କଲେ। ଲୋକେ କହିଲେ, ' ଦେଖ, ଏ ଲୋକ ପଟେୁଆ ଓ ମଦୁଆ। ସେ ପାପୀ ଓ କର ଆଦାୟକାରୀ ଓ ମନ୍ଦ ଲୋକମାନଙ୍କ ବନ୍ଧୁ।' କିନ୍ତୁ କାର୍ୟ୍ଯ ଦ୍ବାରା ଜ୍ଞାନ ସତ୍ଯ ବୋଲି ପ୍ରମାଣିତ ହାଇେଥାଏ।
ମାଥିଉଲିଖିତ ସୁସମାଚାର 18:17
ଯଦି ସେ ଲୋକ ସମାନଙ୍କେ କଥା ମଧ୍ଯ ଶୁଣିବାକୁ ମନା କରିଦିଏ, ତବେେ ମଣ୍ଡଳୀଙ୍କୁ କୁହ। ଯଦି ସେ ଲୋକ ମଣ୍ଡଳୀ କଥା ନଶୁଣେ, ତବେେ ପରମେଶ୍ବରଙ୍କୁ ବିଶ୍ବାସ କରୁ ନଥିବା ଲୋକ କିମ୍ବା ଜଣେ କର ଆଦାୟକାରୀକୁ ଯଭେଳି ବ୍ଯବହାର କରାଯାଏ, ତାହାକୁ ସହେିଭଳି ବ୍ଯବହାର କର।
ମାଥିଉଲିଖିତ ସୁସମାଚାର 21:31
ତବେେ କୁହ, 'କେଉଁ ପୁଅ ତାର ବାପାଙ୍କ ବାଧ୍ଯ ହେଲା?
ମାଥିଉଲିଖିତ ସୁସମାଚାର 21:32
ତୁମ୍ଭମାନଙ୍କୁ ବଞ୍ଚିବା ପାଇଁ ଠିକ ବାଟ ଦଖାଇବୋକୁ ଯୋହନ ଆସି ଥିଲେ। ତୁମ୍ଭମାନେେ ଯୋହନଙ୍କୁ ବିଶ୍ବାସ କଲ ନାହିଁ।କିନ୍ତୁ କର ଆଦାୟକାରୀ ଓ ବେଶ୍ଯାମାନେ ଯୋହନଙ୍କୁ ବିଶ୍ବାସ କଲେ। କର ଆଦାୟକାରୀ ଓ ବେଶ୍ଯାମାନେ ଯୋହନଙ୍କୁ ବିଶ୍ବାସ କରିଛନ୍ତି ବୋଲି ତୁମ୍ଭେ ଦେଖିଲ। ତଥାପି ତାହାଙ୍କଠା ରେ ବିଶ୍ବାସ କରିବା ଲୋଗି ତୁମ୍ଭମାନେେ ହୃଦୟ ପରିବର୍ତ୍ତନ କଲ ନାହିଁ।
ମାର୍କଲିଖିତ ସୁସମାଚାର 2:15
ପରେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଲବେୀଙ୍କ ଘ ରେ ଖାଉଥିବା ସମୟରେ , ସମାନଙ୍କେ ସହିତ ଅନକେ କର ଆଦାୟକାରୀ ଓ ଅନ୍ୟ ଦୁଷ୍ଟ ଲୋକମାନେ ମଧ୍ଯ ଖାଉ ଥିଲେ। ଯୀଶୁଙ୍କୁ ଅନୁସରଣ କରୁଥିବା ଅନକେ ଲୋକ ମଧ୍ଯ ସଠାେରେ ଥିଲେ।
Occurences : 22
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்