ଲୂକଲିଖିତ ସୁସମାଚାର 2:19
କିନ୍ତୁ ମରିୟମ ଏସବୁ କଥା ନିଜ ମନ ଭିତ ରେ ଗୋପନ ରଖି ନିରନ୍ତର ଚିନ୍ତା କରିବାକୁ ଲାଗିଲେ।
ଲୂକଲିଖିତ ସୁସମାଚାର 14:31
ଯଦି ଜଣେ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ୟୁଦ୍ଧ କରିବାକୁ ବାହାରନ୍ତି, ତବେେ ସେ ଆଗ ବସି ଯୋଜନା କରନ୍ତି। ଯଦି ସହେି ରାଜାଙ୍କର କବଳେ ଦଶ ହଜାର ସୈନ୍ଯ ଥାଆନ୍ତି, ତବେେ ସେ କୋଡିଏ ହଜାର ସୈନ୍ଯ ଧରି ଆସୁଥିବା ଜଣେ ବିରୋଧୀ ରାଜାଙ୍କୁ ପରାସ୍ତ କରିପାରିବେ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 4:15
ସମାନଙ୍କେୁ ସଭାରୁ ଚାଲିୟିବା ପାଇଁ ଆଦେଶ ଦେଲେ। ତା'ପରେ ନେତାମାନେ କ'ଣ କରିବେ, ସେ ବିଷୟ ରେ ପରସ୍ପର ମଧିଅରେ କଥାବାର୍ତ୍ତା ହେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:18
ତେଣୁ କେତକେ ଏପିକୂରୀୟ ଓ ସ୍ତୋଯିକ ଦାର୍ଶନିକମାନେ ତାହାଙ୍କ ସହିତ ୟୁକ୍ତିତର୍କ କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 18:27
ସେ ଯେତବେେଳେ ଆଖାଯାକୁ ବାହାରିଲେ, ସେତବେେଳେ ଭାଇମାନେ ତାହାଙ୍କୁ ଉତ୍ସାହିତ କଲେ। ସମାନେେ ତାହାଙ୍କୁ ସ୍ବାଗତ କରିବାପାଇଁ ଶିଷ୍ଯମାନଙ୍କୁ ପତ୍ର ଲେଖିଲେ। ସେ ସଠାେରେ ପହଞ୍ଚି ପରମେଶ୍ବରଙ୍କ ଅନୁଗ୍ରହ ରେ ବିଶ୍ବାସ କରିଥିବା ଲୋକମାନଙ୍କର ବହୁତ ସାହାୟ୍ଯ କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:14
ପରେ ପାଉଲ ଆମ୍ଭ ସହିତ ଆସ୍ସ ନଗର ରେ ଦଖାଦେେଲେ। ସେ ଆମ୍ଭ ସହିତ ଜାହାଜ ରେ ଚ଼ଢ଼ିଲେ ଓ ମିତୁଲୀନୀ ନାମକ ବନ୍ଦର ନଗରକୁ ଆସିଲୁ।
Occurences : 6
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்