No lexicon data found for Strong's number: 4739

ମାର୍କଲିଖିତ ସୁସମାଚାର 11:25
ତୁମ୍ଭମାନେେ ଯେତବେେଳେ ପ୍ରାର୍ଥନା କରିବାକୁ ଠିଆ ହାଇେଥିବ, ସେତବେେଳେ ଯଦି ତୁମ୍ଭମାନଙ୍କର ମନେ ପଡିଯାଏ ଯେ, ତୁମ୍ଭମାନେେ କାହାରି ଉପରେ କୌଣସି କାରଣରୁ ରାଗିଛ, ତବେେ ସହେି ଲୋକକୁ କ୍ଷମା କରି ଦିଅ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:4
ତୁମ୍ଭେ ଅନ୍ୟ ଲୋକର ଚ୍ଭାକରକୁ ବିଗ୍ଭର କର ନାହିଁ। ତାହାର ମାଲିକ କବଳେ ଜାଣି ପା ରେ ଯେ ଚ୍ଭାକରଟି ଭଲ କି ମନ୍ଦ। ଏବଂ ପରମେଶ୍ବରଙ୍କ ସବେକ ମାନେ ଯୋଗ୍ଯ, କାରଣ ପରମେଶ୍ବର ସମାନଙ୍କେୁ ଯୋଗ୍ଯ ବିବଚେିତ କରିଛନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 16:13
ସାବଧାନ ରୁହ। ଦୃଢ଼ ଭାବେ ନିଜ ବିଶ୍ବାସ ରେ ଅଟଳ ରୁହ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:1
ଆମ୍ଭେ ସମସ୍ତେ ଏବେ ସ୍ବାଧୀନ। ଖ୍ରୀଷ୍ଟ ଆମ୍ଭକୁ ସ୍ବାଧୀନ କରିଛନ୍ତି। ଦୃଢ଼ ଭାବରେ ରହିଥାଅ। ପୁଣି ଥରେ ଦାସତ୍ବର ବନ୍ଧନ ନିକଟରେ ନିଜ ନିଜକୁ ସମର୍ପଣ କର ନାହିଁ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:27
ଖ୍ରୀଷ୍ଟଙ୍କ ସୁସମାଚାର ଯୋଗ୍ଯ ଜୀବନ ଯାପନ କରିବା ପାଇଁ ଦୃଢ଼ ସଂକଳ୍ପ ହୁଅ। ଏହାଦ୍ବାରା ମୁଁ ତୁମ୍ଭ ପାଖକୁ ଯାଇ ତୁମ୍ଭକୁ ଦେଖେ ବା ତୁମ୍ଭଠାରୁ ଦୂର ରେ ଥାଏ ; ତୁମ୍ଭ ବିଷୟ ରେ ଶୁଣିବି ଯେ ତୁମ୍ଭମାନେେ ଏକ ଉଦ୍ଦେଶ୍ଯ ରେ, ଏକମନ ହାଇେ, ସୁସମାଚାରରୁ ଉତ୍ପନ୍ନ ବିଶ୍ବାସ ପାଇଁ ଦୃଢ଼ ଭାବରେ କାର୍ୟ୍ଯ କରୁଛ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:1
ମାେ ପ୍ରିୟ ଭାଇ ଓ ଭଉଣୀମାନେ ! ମୁଁ ତୁମ୍ଭକୁ ଭଲ ପାଏ ଓ ଦେଖିବାକୁ ଇଚ୍ଛା କରେ। ତୁମ୍ଭେ ମାରେ ଆନନ୍ଦ ଓ ମାରେ ଗର୍ବ। ମୁଁ କହିଥିଲା ଭଳି ପ୍ରଭୁଙ୍କୁ ଅନୁସରଣ କରି ଚାଲିଥାଅ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:8
ତୁମ୍ଭମାନେେ ପ୍ରଭୁଙ୍କଠା ରେ ଦୃଢ଼ ରହିଲେ, ଆମ୍ଭର ଜୀବନ ପ୍ରକୃତ ରେ ସଫଳ ହୁଏ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:15
ଅତଏବ, ଭାଇ ଓ ଭଉଣୀମାନେ ଦୃଢ଼ ଭାବରେ ଠିଆ ହୁଅ ଓ ଆମ୍ଭ ଦ୍ବାରା ଦିଆ ଯାଇଥିବା ଶିକ୍ଷାଗୁଡ଼ିକୁ ଅବିରତ ବିଶ୍ବାସ କର। ଆମ୍ଭେ ଏହି ଶିକ୍ଷାଗୁଡ଼ିକୁ କହି ଓ ଚିଠି ମାଧ୍ଯମ ରେ ଲେଖି, ତୁମ୍ଭମାନଙ୍କୁ ଶିଖାଇଛୁ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்