No lexicon data found for Strong's number: 4627
ରେରିତମାନଙ୍କ କାର୍ଯ୍ୟର ବିବରଣ 27:16
ତା'ପରେ ଆମ୍ଭେ କ୍ଲାଉଦ ନାମକ ଉପଦ୍ବୀପ ଉହାଡ଼ ରେ ଜାହାଜ ଚ଼ଳାଇଲୁ। ସଠାେରେ ଗୋଟିଏ ଜୀବନରକ୍ଷକ ଡ଼ଙ୍ଗାକୁ ବହୁ କଷ୍ଟ ରେ ଆମ୍ଭେ ଜାହାଜ ଉପରକୁ ଉଠାଇବାକୁ ସମର୍ଥ ହେଲୁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 27:30
କେତକେ ନାବିକ ଜାହାଜ ଛାଡ଼ି ଚ଼ାଲିୟିବାକୁ ଚାହିଁଲେ। ତେଣୁ ସମାନେେ ଜୀବନରକ୍ଷକ ଡ଼ଙ୍ଗାକୁ ପାଣି ରେ ଖ ସଇେ ଦେଲେ। ଯାହା ଫଳ ରେ ଅନ୍ୟମାନେ ଭାବିବେ ଯେ, ନାବିକମାନେ ଜାହାଜ ସାମନା ରେ ଅଧିକ ଲଙ୍ଗର ପକାଇବାକୁ ଯାଉଛନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 27:32
ତେଣୁ ସୈନିକମାନେ ଜୀବନ ରକ୍ଷକ ଡ଼ଙ୍ଗାର ଦଉଡ଼ି କାଟି ଦେଲେ ଓ ତାହାକୁ ପାଣି ରେ ପକଇେ ଦେଲେ।
Occurences : 3
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்