No lexicon data found for Strong's number: 4199

ରେରିତମାନଙ୍କ କାର୍ଯ୍ୟର ବିବରଣ 9:21
ତାହାଙ୍କ କଥା ଶୁଣୁଥିବା ସମସ୍ତ ଲୋକ ଆଶ୍ଚର୍ୟ୍ଯ ହେଲେ। ସମାନେେ କହିଲେ, ଏ କ'ଣ ସହେି ଲୋକ ନୁହେଁ, ୟିଏ ଏହି ନାମ ରେ ବିଶ୍ବାସ କରିଥିବା ୟିରୂଶାଲମର ଲୋକମାନଙ୍କୁ ତାଡ଼ନା କରୁଥିଲା? ଏହି ଲୋକ କ'ଣ ସେ ନୁହେଁ, ଯେ କି ସମାନଙ୍କେୁ ବାନ୍ଧି ନଇେ ପ୍ରଧାନ ଯାଜକମାନଙ୍କ ପାଖକୁ ନଇୟିବୋ ପାଇଁ ଏଠାକୁ ଆସିଥିଲା।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:13
ତୁମ୍ଭମାନେେ ମାେ ପୁର୍ବଜୀବନ ବିଷୟ ରେ ଶୁଣିଛ। ମୁଁ ଯିହୂଦୀ ଧର୍ମର ଥିଲି। ମୁଁ ପରମେଶ୍ବରଙ୍କ ମଣ୍ଡଳୀକୁ ତାଡ଼ନା କରୁଥିଲି। ମୁଁ ମଣ୍ଡଳୀଗୁଡ଼ିକୁ ନଷ୍ଟ କରି ଦବୋ ପାଇଁ ଚେଷ୍ଟା କରିଥିଲି।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:23
ସମାନେେ କବଳେ ମାେ ବିଷୟ ରେ ଶୁଣିଥିଲେ ଯେ, ପୂର୍ବରୁ ଏହି ଲୋକ ମଣ୍ଡଳୀକୁ ତାଡ଼ନା କରୁଥିଲା, ଏବେ ସେ ଖ୍ରୀଷ୍ଟଙ୍କ ବିଶ୍ବାସମତକୁ ପ୍ରଚାର କରୁଅଛି, ଯାହାକୁ ସେ ପୂର୍ବରୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲା।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்