ମାଥିଉଲିଖିତ ସୁସମାଚାର 5:11
ତୁମ୍ଭମାନେେ ମାରେ ଅନୁଗାମୀ ହାଇେଥିବା ୟୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦବେେ, ତୁମ୍ଭମାନଙ୍କୁ ଯାତନା ଦବେେ ଓ ତୁମ୍ଭମାନଙ୍କ ବିରୁଦ୍ଧ ରେ ମିଛ ରେ ନାନା କଥା କହିବେ। କିନ୍ତୁ ତୁମ୍ଭମାନେେ ଧନ୍ଯ।
ମାଥିଉଲିଖିତ ସୁସମାଚାର 5:37
ଯଦି ତୁମ୍ଭେ ଠିକ୍ ମନେ କରୁଛ ତବେେ ହଁ କୁହ ଏବଂ ତୁମ୍ଭେ ଯଦି ଭୁଲ ବୋଲି ମନେ କରୁଛ ତବେେ ନା କୁହ। 'ହଁ' ବା 'ନାଁ' ଠାରୁ ଅଧିକା ବିଷୟ ପାପାତ୍ମା ଠାରୁ ଆସିଥାଏ।
ମାଥିଉଲିଖିତ ସୁସମାଚାର 5:39
କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ କୌଣସି ମନ୍ଦ ଲୋକର ବିରୁଦ୍ଧ ରେ ଠିଆ ହୁଅନାହିଁ। ବରଂ ଯଦି କହେି ତୁମ୍ଭର ଡାହାଣ ଗାଲ ରେ ଗ୍ଭପୁଡାଟିଏ ମା ରେ ତବେେ ତୁମ୍ଭେ ତା ଆଡକୁ ଆର ଗାଲଟି ମଧ୍ଯ ଦେଖଇେ ଦିଅ।
ମାଥିଉଲିଖିତ ସୁସମାଚାର 5:45
ତା ହେଲେ ତୁମ୍ଭେ ସ୍ବର୍ଗ ରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହାଇେ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ୟ୍ଯଙ୍କୁ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି।
ମାଥିଉଲିଖିତ ସୁସମାଚାର 6:13
ଆମ୍ଭକୁ ପରୀକ୍ଷା ରେ ପକାଅ ନାହିଁ। ମାତ୍ର ମନ୍ଦଠାରୁ ରକ୍ଷା କର।'
ମାଥିଉଲିଖିତ ସୁସମାଚାର 6:23
କିନ୍ତୁ ତୁମ୍ଭର ଆଖି ଯଦି ଖରାପ, ତବେେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଅନ୍ଧକାରମୟ ହାଇୟିବେ। ତୁମ୍ଭ ଭିତରର ସହେି ଏକମାତ୍ର ଆଲୋକ ଯଦି ଅନ୍ଧକାରମୟ ହାଇଯୋଏ ତବେେ ସେ ଅନ୍ଧକାର କେତେ ଘନୀଭୁତ ନ ହବେ!
ମାଥିଉଲିଖିତ ସୁସମାଚାର 7:11
ଏପରିକି ତୁମ୍ଭେ ମନ୍ଦ ଲୋକ ହାଇେ ମଧ୍ଯ ପିଲାମାନଙ୍କୁ କିଭଳି ଭଲ ଉପହାର ଦବୋକୁ ହୁଏ, ତାହା ତୁମ୍ଭେ ଜାଣ। ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା, ମାଗୁଥିବା ଲୋକକୁ ନିଶ୍ଚୟ କେତେ ଭଲ ଜିନିଷ ଦବେେ!
ମାଥିଉଲିଖିତ ସୁସମାଚାର 7:17
ପ୍ରେତ୍ୟକକ ଭଲ ଗଛ ରେ ଭଲ ଫଳ ଫଳେ। କିନ୍ତୁ ଗୋଟିଏ ମନ୍ଦ ଗଛ ରେ ମନ୍ଦ ଫଳ ଫଳେ,
ମାଥିଉଲିଖିତ ସୁସମାଚାର 7:18
ଗୋଟିଏ ଭଲ ଗଛ ରେ ମନ୍ଦ ଫଳି ପାରିବନାହିଁ। କି ଗୋଟିଏ ମନ୍ଦ ଗଛ ରେ ଭଲ ଫଳ ଫଳି ପାରିବନାହିଁ।
ମାଥିଉଲିଖିତ ସୁସମାଚାର 9:4
ସମାନେେ ଯାହା ଭାବୁଥିଲେ, ଯୀଶୁ ତାହା ଜାଣି ପାରିଲେ। ତେଣୁ ସେ କହିଲେ, ତୁମ୍ଭମାନେେ ମନ ଭିତ ରେ ମନ୍ଦ ଭାବନା କାହିଁକି ଆଣୁଛ?
Occurences : 77
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்