ମାଥିଉଲିଖିତ ସୁସମାଚାର 9:16
କହେି କବେେ ପୁରିଣା ଲୁଗା କଣା ରେ ନୂଆ କନାର ତାଳି ପକାଏ ନାହିଁ। କାରଣ ନୂଆ କନା ଧୋଇବା ପୂର୍ବରୁ ଯାକି ହାଇେ ନଥାଏ। ନୂଆ କନାର ତାଳି ପକାଇ ଦେଲେ ତାହା ଯାକି ହବୋ ବଳକେୁ ପୁରୁଣା ଲୁଗାକୁ ଚାରିପଟୁ ଟାଣିଦବେ ଓ କଣାଟି ଆହୁରି ଅଧିକ ବଡ ହାଇଯେିବ।
ମାର୍କଲିଖିତ ସୁସମାଚାର 2:21
କହେି କବେେ ହେଲେ ପୁରୁଣା ଲୁଗା ରେ ନୂଆ କନାର ତାଳି ପକାଏ ନାହିଁ। ଯଦି ସେ ତା' କରେ, ତବେେ ନୂଆ କନାର ତାଳି ଜାକି ହାଇେ ୟିବ ଓ ତଦ୍ବାରା ଟାଣି ହାଇେ ଯାଇ ପୁରୁଣା କନାର କଣା ବଡ ହାଇଯେିବ।
ମାର୍କଲିଖିତ ସୁସମାଚାର 8:20
ଆଉ ମୁଁ ଯେତବେେଳେ ଚାରିହଜାର ଲୋକଙ୍କ ପାଇଁ ସାତଟି ରୋଟୀ ଖଣ୍ଡ ଖଣ୍ଡ କରି ଦଇେଥିଲି, ମନେ ପକଇେଲ, ତୁମ୍ଭମାନେେ କତେୋଟି ଟୋକଇେ ରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?
ଯୋହନଲିଖିତ ସୁସମାଚାର 1:16
'ବାକ୍ଯ' ଖ୍ରୀଷ୍ଟ ଅନୁଗ୍ରହ ଓ ସତ୍ଯ ରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ପ୍ରଚୁର ଆଶୀର୍ବାଦ ପାଇଲୁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:12
ଯିହୂଦୀମାନଙ୍କର ତୃଟୀ ଏହି ସଂସାର ପାଇଁ ଆଶୀର୍ବାଦର ଧନ ସ୍ବରୂପ ହେଲା, ସମାନେେ ଯାହା ହରାଇଲେ, ତାହା ଅଣଯିହୂଦୀମାନଙ୍କ ପାଇଁ ଆଶୀର୍ବାଦର ଧନ ଆଣି ଦଲୋ। ତେଣୁ ପରମେଶ୍ବର ଯାହା ଚାହୁଁଛନ୍ତି ସହେି ଅନୁସାରେ ପୂଣର୍ନ ସଂଖ୍ଯକ ଯିହୂଦୀମାନେ ଯେତବେେଳେ ଚାଲିବେ, ସେତବେେଳେ ସଂସାର ନିଶ୍ଚିତ ରୂପେ ଅଧିକ ମାତ୍ରା ରେ ଆଶୀର୍ବାଦର ଧନ ପ୍ରାପ୍ତ କରିବ!
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:25
ଭାଇ ଓ ଭଉଣୀମାନେ, ଏହି ନିଗୂଢ ସତ୍ଯ ବିଷୟ ରେ ତୁମ୍ଭମାନେେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଚା ହେଁ ନାହିଁ । ଏହି ସତ୍ଯ ତୁମ୍ଭମାନଙ୍କୁ ଜାଣିବା ରେ ସାହାୟ୍ଯ କରିବ ଯେ, ତୁମ୍ଭମାନେେ ସର୍ବଜ୍ଞ ନୁହଁ। ଏହି କଥା ସତ୍ଯ ଯେ, ଇଶ୍ରାୟେଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ଯ କରାଯାଇଛି। ଯେତବେେଳେ ପୂର୍ଣ ସଂଖ୍ଯକ ଅଣଯିହୂଦୀ ପରମେଶ୍ବରଙ୍କ ନିଜ ଲୋକ ହାଇେ ଯିବେ, ତା ହେଲେ ଏହି ସ୍ଥିତି ରେ ପରିବର୍ତ୍ତନ ଘଟିବ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 13:10
ପ୍ ରମେ ଅନ୍ୟ ଲୋକକୁ ଆଘାତ କରେ ନାହିଁ, ଅତଏବ ପ୍ ରମେ କରିବା ସଂପୂର୍ଣ ବ୍ଯବସ୍ଥା ପାଳନର ସମକକ୍ଷ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:29
ମୁଁ ଜାଣେ ଯେ, ଯେତବେେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି, ସେତବେେଳେ ଖ୍ରୀଷ୍ଟଙ୍କର ସମ୍ପୂର୍ଣ ଆଶୀର୍ବାଦ ନଇେ ଆସିବି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:26
ତୁମ୍ଭେ ଖାଇପାର କାରଣ ପୃଥିବୀ ଓ ତନ୍ମଧ୍ଯସ୍ଥ ପ୍ରେତ୍ୟକକ ବିଷୟ ପ୍ରଭୁଙ୍କର ଅଟେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:28
ଏହା ଭଲ କି ମନ୍ଦ କୌଣସି ପ୍ରଶ୍ନ ନ କରି ଖାଦ୍ୟ ଭୋଜନ କର। କିନ୍ତୁ ଯଦି ତୁମ୍ଭମାନଙ୍କୁ ଜଣେ କୁ ହେ : ଏହି ଖାଦ୍ୟ ମୂର୍ତ୍ତି ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ହାଇେଛି। ତାହାହେଲେ ସେ ଖାଦ୍ୟ ଖାଅ ନାହିଁ। ପ୍ରଥମ କାରଣ ହେଲା, ୟିଏ ଏହା କହିଛି ତା'ର ବିଶ୍ବାସକୁ ତୁମ୍ଭମାନେେ ଆଘାତ ନ ଦବୋ ପାଇଁ ଖାଅ ନାହିଁ ଓ ଦ୍ବିତୀୟ କାରଣ ହେଲା ଏହି ମାଂସ ବା ପ୍ରସାଦ ଖାଇବା ଅନୁଚିତ ବୋଲି କେତକେ ମତ ଦିଅନ୍ତି।
Occurences : 17
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்