No lexicon data found for Strong's number: 4133

ମାଥିଉଲିଖିତ ସୁସମାଚାର 11:22
କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ ବିଚାର ଦିନ ରେ ସୋର ଓ ସୀଦୋନର ଅପେକ୍ଷା ତୁମ୍ଭ ଦଶା ଅଧିକ ଖରାପ ହବେ।

ମାଥିଉଲିଖିତ ସୁସମାଚାର 11:24
କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ନ୍ଯାୟ ହବୋ ଦିନ ତୋର ଦଶା ସଦୋମର ଦଶା ଅପେକ୍ଷା ଅଧିକ ଖରାପ ହବେ।

ମାଥିଉଲିଖିତ ସୁସମାଚାର 18:7
ଏହି ପୃଥିବୀ ରେ ପାପ କରୁଥିବା ଲୋକମାନଙ୍କ ପାଇଁ ମୁଁ ଦୁଃଖ ଅନୁଭବ କରୁଛି। ଏସବୁ ଘଟଣା ନିଶ୍ଚୟ ଘଟିବ। କିନ୍ତୁ ଯେଉଁ ଲୋକ ଏସବୁ ଘଟଣା ଘଟିବାର କାରଣ ହୁଏ, ତାହା ପାଇଁ ଏହା ବହୁତ ଖରାପ ହବେ।

ମାଥିଉଲିଖିତ ସୁସମାଚାର 26:39
ସମାନଙ୍କେ ପାଖରୁ କିଛି ଦୁରକୁ ଚାଲିକରି ୟିବାପରେ ଯୀଶୁ ତଳେ ଉବୁଡ଼ ହାଇେ ପଡ଼ିଲେ ଓ ପ୍ରାର୍ଥନା କଲେ, ହେ ପରମପିତା! ଯଦି ସମ୍ଭବ ହୁଏ, ତବେେ ୟନ୍ତ୍ରଣାର ଏହି ପାତ୍ରଟି ମାଠାରୁେ ଦୂର ହାଇଯୋଉ। କିନ୍ତୁ ମାେ ଇଚ୍ଛା ଅନୁସାରେ ନ ହାଇେ ଆପଣଙ୍କ ଇଚ୍ଛା ଅନୁସାରେ କରନ୍ତୁ।

ମାଥିଉଲିଖିତ ସୁସମାଚାର 26:64
ଯୀଶୁ କହିଲେ, ହଁ, ମୁଁ ପରମେଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ। କିନ୍ତୁ ମୁଁ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ଭବିଷ୍ଯତ ରେ ମନୁଷ୍ଯପୁତ୍ରଙ୍କୁ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କ ଡ଼ାହାଣ ପଟେ ବସିଥିବାର ଓ ଆକାଶର ମେଘମାଳା ରେ ଆସୁଥିବାର ଦେଖିବ।

ମାର୍କଲିଖିତ ସୁସମାଚାର 12:32
ଏହା ଶୁଣି ଧର୍ମଶାସ୍ତ୍ରୀ ଜଣକ କହିଲେ, ଗୁରୁ, ପ୍ରଭୁ ପରମେଶ୍ବର ଯେ ଏକ ଓ ତାହାଙ୍କ ଛଡା ଆଉ ଅନ୍ୟ କହେି ନାହିଁ, ଏହା ତୁମ୍ଭେ ଠିକ୍ କହିଛ।

ଲୂକଲିଖିତ ସୁସମାଚାର 6:24
କିନ୍ତୁ ହେ ଧନୀ ଲୋକମାନେ! ତୁମ୍ଭକୁ ଧିକ୍ କାରଣ ତୁମ୍ଭମାନେେ ଆରାମଦାୟକ ଜୀବନ କଟାଇ ଆସିଛ।

ଲୂକଲିଖିତ ସୁସମାଚାର 6:35
ତାନ ନିଜ ଶତୃକୁ ଭଲ ପାଅ। ଲୋକଙ୍କର ଉପକାର କର ଓ ଫରେି ପାଇବାର କୌଣସି ଆଶା ନରଖି ଟଙ୍କା ଧାର ଦିଅ। ଏହା କଲେ ତୁମ୍ଭମାନଙ୍କୁ ପ୍ରଚୁର ପୁରସ୍କାର ମିଳିବ। ତୁମ୍ଭମାନେେ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ ହବେ। କାରଣ ସେ କପଟୀ ଏବଂ ଦୁଷ୍ଟ ଲୋକମାନଙ୍କ ପ୍ରତି ମଧ୍ଯ ଦୟଶୀଳ ଅଟନ୍ତି।

ଲୂକଲିଖିତ ସୁସମାଚାର 10:11
ଆମ୍ଭର ପାଦ ରେ ଲାଗିଥିବା ଏହି ଧୂଳିତକ ମଧ୍ଯ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଏହିଠା ରେ ଝାଡି ଦଇେ ଯାଉଛୁ।' ତଥାପି ମନରେଖ, 'ପରମେଶ୍ବରଙ୍କ ରାଜ୍ଯ ଖୁବ ଶୀଘ୍ର ଆସୁଛି।'

ଲୂକଲିଖିତ ସୁସମାଚାର 10:14
ବିଚାର ଦିନ ତୁମ୍ଭମାନଙ୍କ ଦଶା ସୋର ଓ ସୀଦୋନର ଲୋକମାନଙ୍କ ଦଶା ଅପାକ୍ଷା ଅଧିକ ଖରାପ ହବେ।

Occurences : 31

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்