No lexicon data found for Strong's number: 3982

ମାଥିଉଲିଖିତ ସୁସମାଚାର 27:20
କିନ୍ତୁ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସମାନେେ ବାରବ୍ବାଙ୍କୁ ମୁକ୍ତ କରିବା ପାଇଁ ଓ ୟିଶୁଙ୍କୁ ମାରିଦବୋ ପାଇଁ ଅନୁ ରୋଧ କରନ୍ତୁ।

ମାଥିଉଲିଖିତ ସୁସମାଚାର 27:43
ସେ ପରମେଶ୍ବରଙ୍କଠା ରେ ବିଶ୍ବାସ କରୁଥିଲେ। ଯଦି ପ୍ରକୃତ ରେ ପରମେଶ୍ବର ତାହାଙ୍କୁ ଚାହୁଁଥାଆନ୍ତି, ତବେେ ସେ ତାହାଙ୍କୁ ବର୍ତ୍ତମାନ ରକ୍ଷା କରନ୍ତୁ। ସେ ନିଜେ କହୁଥିଲେ, 'ମୁଁ ପରମେଶ୍ବରଙ୍କ ପୁତ୍ର।'

ମାଥିଉଲିଖିତ ସୁସମାଚାର 28:14
ରାଜ୍ଯପାଳ ଯଦି ଏକଥା ଶୁଣନ୍ତି, ତବେେ ଆମ୍ଭେ ତାହାଙ୍କୁ ଠିକ୍ ଭାବରେ ସବୁ ବୁଝାଇ କହିବୁ ଓ ତୁମ୍ଭମାନଙ୍କୁ ଅସୁବିଧାରୁ ରକ୍ଷା କରିବୁ।

ମାର୍କଲିଖିତ ସୁସମାଚାର 10:24
ଯୀଶୁଙ୍କ କଥା ଶୁଣି ଶିଷ୍ଯମାନେ ଆଶ୍ଚର୍ୟ୍ଯ ହାଇଗେଲେ, କିନ୍ତୁ ଯୀଶୁ ସମାନଙ୍କେୁ ପୁଣି କହିଲେ, ହେ ମାରେ ପିଲାମାନେ, ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ପ୍ରକୃତ ରେ କଡେେ କଠିନ।

ଲୂକଲିଖିତ ସୁସମାଚାର 11:22
କିନ୍ତୁ, ଯେତବେେଳେ ତା'ଠାରୁ ଜଣେ ଅଧିକ ଶକ୍ତିଶାଳୀ ଲୋକ ଆ ସେ ଓ ତା' ଉପରେ ଆକ୍ରମଣ କରି ତାକୁ ହ ରଇେ ଦିଏ, ଯେଉଁ ଅସ୍ତ୍ରଶସ୍ତ୍ର ଗୁଡିକ ଉପରେ ପ୍ରଥମ ଲୋକଟିର ଭରସା ଥିଲା, ସହେି ସମସ୍ତ ଅସ୍ତ୍ରଶସ୍ତ୍ରଗୁଡିକୁ ଅଧିକତର ବଳବାନ ଲୋକଟି ଛଡଇେ ନିଏ ଓ ତାହାର ଜିନିଷଗୁଡିକୁ ଯାହା ଇଚ୍ଛା ତାହା କରେ।

ଲୂକଲିଖିତ ସୁସମାଚାର 16:31
କିନ୍ତୁ ଅବ୍ରହାମ ତାହାକୁ କହିଲେ, 'ନା, ଯଦି ତୁମ୍ଭ ଭାଇମାନେ ମାଶାେ ଓ ଭବିଷ୍ଯଦ୍ବକ୍ତାଙ୍କ କଥା ଶୁଣିବେ ନାହିଁ, ତବେେ ସମାନେେ ମୃତ୍ଯୁରୁ ଫରେି ଆସି ଥିବା କୌଣସି ଲୋକଙ୍କ କଥା ମଧ୍ଯ ଶୁଣିବେ ନାହିଁ।'

ଲୂକଲିଖିତ ସୁସମାଚାର 18:9
କେତକେ ଲୋକ ଭାବୁଥିଲେ ଯେ ସମାନେେ ବହୁତ ଭଲ ଅଟନ୍ତି। ସମାନେେ ନିଜେ ଅନ୍ୟମାନଙ୍କ ଅପେକ୍ଷା ବହୁତ ଭଲ ହାଇେଥିବା ଭଳି ବ୍ଯବହାର କରୁଥିଲେ। ଯୀଶୁ ସମାନଙ୍କେୁ ଉପଦେଶ ଦବୋପାଇଁ ଏହି ଦୃଷ୍ଟାନ୍ତ କହିଲେ:

ଲୂକଲିଖିତ ସୁସମାଚାର 20:6
କିନ୍ତୁ ଆମ୍ଭେ ଯଦି କହିବା, ' ଯୋହନଙ୍କ ବାପ୍ତିସ୍ମ ମଣିଷଠାରୁ ଆସିଥିଲା,' ତବେେ ସବୁ ଲୋକ ଆମ୍ଭ ଉପରକୁ ଟକୋପଥର ଫିଙ୍ଗି ଆମ୍ଭକୁ ଜୀବନ ରେ ମାରି ଦବେେ। କାରଣ ସମାନେେ ଯୋହନଙ୍କୁ ଭବିଷ୍ଯଦ୍ବକ୍ତା ରୂପେ ବିଶ୍ବାସ କରନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:36
ଏହା ପୂର୍ବରୁ ଥିଉଦା ନାମକ ଜଣେ ଲୋକ ନିଜକୁ ବହୁତ ବଡ଼ ବୋଲି ଭାବୁଥିଲା। ପ୍ରାୟ ଚ଼ାରିଶହ ଲୋକ ତାହାର ଅନୁଗାମୀ ଥିଲେ। କିନ୍ତୁ ତାହାକୁ ମାରିଦିଆଗଲା। ପରେ ତା'ର ସମସ୍ତ ଶିଷ୍ଯମାନେ ଛିନ୍ନଭିନ୍ନ ହାଇେ ପଳାଇଗଲେ। ଏହି ସମସ୍ତର କୌଣସି ଫଳ ହେଲ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:37
ତାହାଙ୍କ ପରେ ଜନଗଣନା ସମୟରେ ଗାଲିଲୀ ଦେଶର ୟିହୂଦା ନାମକ ଜଣେ ବ୍ଯକ୍ତି ବାହାରିଲେ। ସେ ମଧ୍ଯ କେତକେ ଲୋକଙ୍କୁ ନିଜର ଶିଷ୍ଯ କଲେ। କିନ୍ତୁ ତାହାଙ୍କୁ ମଧ୍ଯ ହତ୍ଯା କରାଗଲା। ତାହାଙ୍କରୁ ସମସ୍ତ ଅନୁଗାମୀମାନେ ଛିନ୍ନଭିନ୍ନ ହାଇେ ପଳାଇଗଲେ।

Occurences : 55

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்