ଲୂକଲିଖିତ ସୁସମାଚାର 5:18
ସତେିକି ବେଳେ କେତକେ ଲୋକ ଗୋଟିଏ ପକ୍ଷାଘାତ ରୋଗୀକୁ ଖଟ ରେ ବୋହିକରି ଯୀଶୁଙ୍କ ପାଖକୁ ଆଣିଲେ। ସମାନେେ ରୋଗୀଟିକୁ ଭିତରକୁ ଆଣି ଯୀଶୁଙ୍କ ଆଗ ରେ ରଖିବା ପାଇଁ ଚେଷ୍ଟା କଲେ।
ଲୂକଲିଖିତ ସୁସମାଚାର 5:24
ମୁଁ କିନ୍ତୁ ତୁମ୍ଭମାନଙ୍କୁ ଦଖାଇେ ଦବେି ଯେ, ମନୁଷ୍ଯପୁତ୍ରଙ୍କର ପାପ କ୍ଷମା କରିବାର ଶକ୍ତି ଅଛି। ତେଣୁ ସେ ପକ୍ଷାଘାତ ରୋଗୀଟିକୁ କହିଲେ, ମୁଁ ତୁମ୍ଭକୁ କହୁଛି: ଠିଆ ହୁଅ। ତୁମ୍ଭର ବିଛଣା ଧର ଓ ଘରକୁ ଯାଅ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8:7
ବହୁତ ଲୋକଙ୍କ ଭିତ ରେ ଭୂତମାନେ ଥିଲେ। କିନ୍ତୁ ସମାନଙ୍କେୁ ବାହାର କରି ଦେଲେ। ବାହାରକୁ ଆସିବା ବେଳେ ଭୂତମାନେ ଉଚ୍ଚସ୍ବର ରେ ପାଟି କରୁଥିଲେ। ବହୁତ ପକ୍ଷାଘାତୀ ଏବଂ େଛାଟ ଲୋକ ମଧ୍ଯ ଫିଲିପ୍ପଙ୍କ ଦ୍ବାରା ଆରୋଗ୍ୟ ହେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 9:33
ସଠାେରେ ସେ ଏନିୟ ନାମକ ଜଣେ ପକ୍ଷଘାତ ରୋଗୀକୁ ଦେଖିଲେ। ସେ ଆଠ ବର୍ଷ ଯାଏ ଶୟ୍ଯାଶାଯୀ ଅବସ୍ଥା ରେ ପଡ଼ିଥିଲା।
ଏବ୍ରୀମାନଙ୍କ ନିକଟକୁ ପତ୍ର 12:12
ତୁମ୍ଭମାନେେ ଦୁର୍ବଳ ହାଇଯୋଇଛ। ଅତଏବ ନିଜକୁ ପୁନର୍ବାର ଶକ୍ତିଶାଳୀ କର।
Occurences : 5
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்