ମାଥିଉଲିଖିତ ସୁସମାଚାର 22:23
ସହେି ଦିନ କେତକେ ସାଦ୍ଦୁକୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୁକୀମାନେ ବିଶ୍ବାସ କରନ୍ତି, ଯେ ଲୋକେ ମୃତ୍ଯୁରୁ ପୁନର୍ଜୀବିତ ହୁଅନ୍ତି ନାହିଁ। ସାଦ୍ଦୁକୀମାନେ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଚ଼ାରିଲେ।
ମାଥିଉଲିଖିତ ସୁସମାଚାର 22:28
କିନ୍ତୁ ସମସ୍ତ ସାତ ଭାଇ ତାହାକୁ ବିବାହ କରିଥିଲେ। ତବେେ କୁହନ୍ତୁ, ପୁନରୁତ୍ଥାନ ପରେ ସେ କାହାର ସ୍ତ୍ରୀ ହବେ?
ମାଥିଉଲିଖିତ ସୁସମାଚାର 22:30
ତୁମ୍ଭର ବୁଝି ରଖିବା ଉଚ଼ିତ ଯେ, ଯେତବେେଳେ ଲୋକମାନେ ମୃତ୍ଯୁରୁ ବଞ୍ଚି ଉଠିବେ। ସେତବେେଳେ କୌଣସି ବିବାହ ହବେ ନାହିଁ। ପୁନର୍ଜୀବନ ଲାଭ କରିବା ପରେ ଲୋକମାନେ କହେି କାହାକୁ ବାହା ହବେନେି। ସମାନେେ ସ୍ବର୍ଗ ରେ ସମସ୍ତେ ସ୍ବର୍ଗଦୂତମାନଙ୍କ ଭଳି ହବେେ।
ମାଥିଉଲିଖିତ ସୁସମାଚାର 22:31
ମୃତର ପୁନରୁତ୍ଥାନ ବିଷୟ ରେ ପରମେଶ୍ବର ତୁମ୍ଭକୁ କଣ କହିଛନ୍ତି, ତାହା କ'ଣ ତୁମ୍ଭେ ପଢ଼ିନାହଁ?
ମାର୍କଲିଖିତ ସୁସମାଚାର 12:18
ତା' ପରେ କେତକେ ସାଦ୍ଦୁକୀ ତାହାଙ୍କ ପାଖକୁ ଆସିଲେ। ସାଦ୍ଦୁକୀମାନେ ଦାବୀ କରନ୍ତି ଯେ ମଣିଷ ମୃତ୍ଯୁପରେ ପୁନରୁଥାନ ହବେ।
ମାର୍କଲିଖିତ ସୁସମାଚାର 12:23
କିନ୍ତୁ ସାତ ଭାଇଯାକ ତାକୁ ବିବାହ କରିଥିଲେ। ତବେେ ପୁନରୁତ୍ଥାନ ସମୟରେ, ସହେି ସ୍ତ୍ରୀଟି କାହାର ପତ୍ନୀ ହବେ?
ଲୂକଲିଖିତ ସୁସମାଚାର 2:34
ତା'ପରେଶିମିଯୋନ ସମାନଙ୍କେୁ ଆଶୀର୍ବାଦ କଲେ ଓ ମରିୟମଙ୍କୁ କହିଲେ, ଏ ବାଳକ ୟୋଗୁଁ ଅନକେ ଯିହୂଦୀଙ୍କର ଉତ୍ଥାନ ଓ ପତନ ହବେ। ସେ ପରମେଶ୍ବରଙ୍କର ଏକ ଚିହ୍ନ ହବେେ ଓ ତାହା ଲୋକମାନେ ଗ୍ରହଣ କରିବେ ନାହିଁ।
ଲୂକଲିଖିତ ସୁସମାଚାର 14:14
ଏ ଲୋକମାନଙ୍କର କିଛି ନଥିବାରୁ ସମାନେେ ତୁମ୍ଭକୁ ପ୍ରତିବଦଳ ରେ କିଛି ଦଇେ ପାରିବନୋହିଁ। ତେଣୁ ଏହା ତୁମ୍ଭପାଇଁ ଆଶୀର୍ବାଦଜନକ ହବେ। କିନ୍ତୁ ଯେତବେେଳେ ଧାର୍ମିକ ଲୋକମାନେ ମୃତମାନଙ୍କ ମଧ୍ଯରୁ ଜୀବୀତ ହବେେ, ସହେି ସମୟରେ ତୁମ୍ଭମାନେେ ତୁମ୍ଭର ପୁରସ୍କାର ପାଇବ।
ଲୂକଲିଖିତ ସୁସମାଚାର 20:27
କେତକେ ସାଦ୍ଦୂକୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ବିଶ୍ବାସ କରନ୍ତି ଯେ ଲୋକେ ମୃତ୍ଯୁରୁ ପୁଣି ବଞ୍ଚି ଉଠି ପାରିବେ ନାହିଁ। ସମାନେେ ଯୀଶୁଙ୍କୁ ପଚାରିଲେ,
ଲୂକଲିଖିତ ସୁସମାଚାର 20:33
ସାତ ଭାଇଯାକ ତାକୁ ବିବାହ କରିଥିଲେ। ତବେେ ଯେତବେେଳେ ଲୋକେ ମୃତ୍ଯୁରୁ ପୁଣି ଜୀବନ ନପାଇ ଉଠିବେ, ସେତବେେଳେ ଏହି ସ୍ତ୍ରୀଟି କାହାର ପତ୍ନୀ ହବେ?
Occurences : 42
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்