No lexicon data found for Strong's number: 3814

ମାଥିଉଲିଖିତ ସୁସମାଚାର 26:69
ସହେି ସମୟରେ ପିତର ପ୍ରାଙ୍ଗଣ ମଧିଅରେ ବସିଥିଲେ। ଜଣେ ଦାସୀ ପିତରଙ୍କ ପାଖକୁ ଆସିଲା। ସେ କହିଲା, ତୁମ୍ଭେ ମଧ୍ଯ ଗାଲିଲୀର ଯୀଶୁଙ୍କ ସହିତ ଥିଲ।

ମାର୍କଲିଖିତ ସୁସମାଚାର 14:66
ସହେି ସମୟରେ ପିତର ମଧ୍ଯ ଅଗଣା ମଧିଅରେ ଥିଲେ। ପିତରଙ୍କ ପାଖକୁ ମହାୟାଜକଙ୍କର ଜଣେ ଚାକରାଣୀ ଆସିଲା।

ମାର୍କଲିଖିତ ସୁସମାଚାର 14:69
ସେ ଚାକରାଣୀଟି ପୁଣି ପିତରଙ୍କୁ ଦେଖି ସଠାେରେ ଠିଆ ହାଇେଥିବା ଲୋକମାନଙ୍କୁ କହିବାକୁ ଲାଗିଲା, ଏ ଲୋକଟି ସମାନଙ୍କେ ମଧ୍ଯରୁ ଜଣେ।

ଲୂକଲିଖିତ ସୁସମାଚାର 12:45
କିନ୍ତୁ ଯଦି ସବେକଟି ଦୁଷ୍ଟ ହାଇେଥିବ ଓ ମନମେନେ କହିବ, ମାେ ମାଲିକ ତୁରନ୍ତ ଆସିବେ ନାହିଁ, ତବେେ କ'ଣ ଘଟିବ? ସେ ଅନ୍ୟ ପୁରୁଷ ଓ ମହିଳା ସବେକମାନଙ୍କୁ ମାରପିଟ୍ କରିବା ଆରମ୍ଭ କରିଦବେ ଓ ନିଜେ ଖିଆପିଆ ରେ ବୁଡି ରହିବ ଓ ମଦ ପିଇ ମାତାଲ ହବେ।

ଲୂକଲିଖିତ ସୁସମାଚାର 22:56
ଜଣେ ଦାସୀ ପିତରଙ୍କୁ ସଠାେରେ ବସିଥିବାର ଦେଖିଲା। ସେ ପିତରଙ୍କୁ ଜଳୁଥିବା ନିଆଁର ଆଲୁଅ ରେ ଦେଖିପାରିଲା। କନ୍ଯାଦାସୀଟି ମନ ଧ୍ଯାନ ଦଇେ ପିତରଙ୍କ ମୁହଁକୁ ଚାହିଁଲା। ତା'ପରେ ସେ କହିଲା, ଏ ଲୋକ ମଧ୍ଯ ତାହାଙ୍କ ସହିତ ଥିଲା।

ଯୋହନଲିଖିତ ସୁସମାଚାର 18:17
ସହେି ଦାସୀ ପିତରଙ୍କୁ ପଚାରିଲା, ତୁମ୍ଭେ ବି କ'ଣ ଏହି ଲୋକର ଶିଷ୍ଯମାନଙ୍କ ମଧ୍ଯରୁ ଜଣେ?

ରେରିତମାନଙ୍କ କାର୍ଯ୍ୟର ବିବରଣ 12:13
ପିତର କବାଟରେ ଠକ୍ ଠକ୍ କରନ୍ତେ ରୋଦା ନାମକ ଜଣେ ଚ଼ାକରାଣୀ କବାଟ ଖାଲିବୋକୁ ଆସିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:16
ଦିନେ ଆମ୍ଭେ ପ୍ରାର୍ଥନାସ୍ଥାନକୁ ୟିବା ସମୟରେ ଗୋଟିଏ ଚ଼ାକରାଣୀକୁ ଦେଖିଲୁ। ତା' ଦହେ ରେ ଏପରି ଆତ୍ମାଟିଏ ଥିଲା, ଯାହା ଦ୍ବାରା ସେ ଭବିଷ୍ଯତ କଥା ସବୁ କହି ପାରୁଥିଲା। ସେ ଏହିପରି ଭବିଷ୍ଯତର କଥା ସବୁ କହି ତା' ମାଲିକମାନଙ୍କ ପାଇଁ ବହୁତ ଧନ ଉପାର୍ଜନ କରୁଥିଲା।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:22
ଶାସ୍ତ୍ର କୁ ହେ, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ। ଗୋଟିଏ ପୁଅର ମା ଜଣେ ଦାସୀ। ଅନ୍ୟଟିର ମା ଜଣେ ସ୍ବାଧୀନା ସ୍ତ୍ରୀ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:23
ଅବ୍ରହାମଙ୍କ ଦାସୀପୁତ୍ର ଶାରୀରିକ ସ୍ବଭାବର ପଦ୍ଧତି ରେ ଜନ୍ମ ହେଲା। କିନ୍ତୁ ସ୍ବାଧୀନ ସ୍ତ୍ରୀଠାରୁ ଯେଉଁ ପୁତ୍ରଟି ଜନ୍ମ ହେଲା, ପରମେଶ୍ବର ଅବ୍ରହାମଙ୍କୁ ଦଇେଥିବା ପ୍ରତିଜ୍ଞା ଅନୁସାରେ ସେ ଜାତ ହେଲା।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்