No lexicon data found for Strong's number: 3785

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:8
ତୁମ୍ଭମାନେେ ଭାବୁଛ ଯେ ତୁମ୍ଭମାନଙ୍କର ସମସ୍ତ ଆବଶ୍ଯକୀୟ ବିଷୟ ତୁମ୍ଭମାନଙ୍କ ପାଖ ରେ ଅଛି। ତୁମ୍ଭେ ନିଜକୁ ଧନ୍ଯ ବୋଲି ମନେ କରୁଛ। ତୁମ୍ଭମାନେେ ଆମ୍ଭ ବିନା ରାଜା ହାଇେ ଯାଇଛ ବୋଲି ଭାବୁଛ। ହଁ, ତୁମ୍ଭମାନେେ ପ୍ରକୃତ ରେ ରାଜା ହାଇେଥିଲେ ଭଲ ହାଇେଥାନ୍ତା। ତା' ହେଲେ ଆମ୍ଭେ ମଧ୍ଯ ତୁମ୍ଭମାନଙ୍କ ସହିତ ରାଜତ୍ବ କରିଥାଆନ୍ତୁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:1
ତୁମ୍ଭମାନେେ ମାହେର ଟକିଏ ମୂର୍ଖତା ସହି ନଇେଥିଲେ ଭଲ ହାଇେଥାନ୍ତା। କିନ୍ତୁ ତୁମ୍ଭେ ସତ ରେ ମାେ ପ୍ରତି ସହିଷ୍ଣୁ ଅଛ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:12
ମୁଁ କାମନା କରେ ଯେ, ଯେଉଁମାନେ ତୁମ୍ଭମାନଙ୍କୁ ଉତ୍ତଜେିତ କରୁଛନ୍ତି, ସମାନେେ ନିଜର ସୁନ୍ନତ କରିବା ସହିତ ଚକ୍ଷୁକୁ ଇନ୍ଦ୍ରିୟହୀନ କରୁ ନାହାଁନ୍ତି କାହିଁକି ?

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:15
ମୁଁ ତୁମ୍ଭର କାର୍ୟ୍ଯ ଜାଣେ। ତୁମ୍ଭେ ଉତ୍ତପ୍ତ ନୁହଁ ବା ଶୀତଳ ନୁହଁ। ମୁଁ ଆଶା କରେ, ତୁମ୍ଭେ ଉତ୍ତପ୍ତ କିମ୍ବା ଶୀତଳ ହାଇେଥିଲେ ଭଲ ହାଇେଥାଆନ୍ତା।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்