No lexicon data found for Strong's number: 3727

ମାଥିଉଲିଖିତ ସୁସମାଚାର 5:33
ଏକଥା ତୁମ୍ଭେ ଶୁଣିଛ ଯେ ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାୟାଇ ଥିଲା: 'ତୁମ୍ଭମାନେେ କରିଥିବା ପ୍ରତିଜ୍ଞା କବେେ ହେଲେ ଭାଙ୍ଗ ନାହିଁ ଓ ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସହେି ସବୁ ପାଳନ କର।'

ମାଥିଉଲିଖିତ ସୁସମାଚାର 14:7
ତେଣୁ ସେ ଶପଥ ପୂର୍ବକ େ ହରୋଦିଆର ଝିଅକୁ ପ୍ରତିଶ୍ରୁତି ଦେଲେ, ତୁମ୍ଭେ ଯାହା କିଛି ମାଗିବ, ତାହା ତୁମ୍ଭକୁ ଦିଆୟିବ।

ମାଥିଉଲିଖିତ ସୁସମାଚାର 14:9
ଏହା ଶୁଣି ହରେୋଦ ବହୁତ ଦୁଃଖୀ ହେଲେ। କିନ୍ତୁ ସେ ଶପଥ କରି ସାରିଥିଲେ, ଯେ ଝିଅ ଯାହା ମାଗିବ ତାହା ତାକୁ ସେ ଦବେେ। ତା' ଛଡା େ ହରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ଯ ଶପଥ ଶୁଣିଥିଲେ। ତେଣୁ ହରେୋଦ ଝିଅକୁ ଯାହା କିଛି ସେ ମାଗିଥିଲେ ତାହା ଦବୋପାଇଁ ଆଦେଶ ଦେଲେ।

ମାଥିଉଲିଖିତ ସୁସମାଚାର 26:72
ପୁଣି ଥରେ ପିତର ଅସ୍ବୀକାର କହି ଦେଲେ। ସେ କହିଲେ, ମୁଁ ପରମେଶ୍ବରଙ୍କ ନାମ ରେ ପ୍ରତିଜ୍ଞା କରି କହୁଛି ଯେ ମୁଁ ସେ ଲୋକକୁ ଜାଣନୋହିଁ।

ମାର୍କଲିଖିତ ସୁସମାଚାର 6:26
ରାଜା େ ହରୋଦ ବହୁତ ଦୁଃଖ କଲେ। କିନ୍ତୁ ସେ ଝିଅର ଇଚ୍ଛା ଅନୁସାରେ ଦାନ ଦବୋକୁ ଶପଥ କି ସାରିଥିଲେ। ସଠାେରେ େ ହରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ଯ ହରେୋଦଙ୍କ ଶପଥ ବିଷୟ ରେ ଶୁଣି ସାରିଥିଲେ। ତେଣୁ ଝିଅ ଯାହା ମାଗିଥିଲା, ତାହା ଦବୋ ପାଇଁ ହରେୋଦ ମନା କରିବାକୁ ଇଚ୍ଛା କଲେ ନାହିଁ।

ଲୂକଲିଖିତ ସୁସମାଚାର 1:73
ସେ ଆମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମଙ୍କୁ ପ୍ରତିଜ୍ଞା ଦଇେଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:30
ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ବର ତାହାଙ୍କ ପାଖ ରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ଯରୁ ଜଣଙ୍କୁ ତାହାଙ୍କ ସିଂହାସନ ରେ ବସାଇବେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 6:16
ମନୁଷ୍ଯମାନେ ନିଜ ଅପେକ୍ଷା ମହତ୍ ଲୋକର ନାମ ନଇେ ଶପଥ କରିଥାନ୍ତି। ଏହା ଦ୍ବାରା ସମାନଙ୍କେର କଥାର ସତ୍ଯତା ପ୍ରମାଣିତ ହୁଏ ଓ ସମାନଙ୍କେ ବିବାଦର ନିଷ୍ପତ୍ତି ହୁଏ।

ଏବ୍ରୀମାନଙ୍କ ନିକଟକୁ ପତ୍ର 6:17
ପରମେଶ୍ବର ନିଜ ପ୍ରତିଜ୍ଞାର ସତ୍ଯତା ପ୍ରମାଣିତ କରିବା ପାଇଁ ଇଚ୍ଛା କଲେ। ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ପ୍ରମାଣିତ କରିବାକୁ ଇଚ୍ଛା କଲେ। ସେ ସମାନଙ୍କେୁ ସ୍ପଷ୍ଟ ଭାବରେ ବୁଝାଇ ଦବୋକୁ ଚାହିଁଲେ ଯେ ତାଙ୍କର ଯୋଜନା ରେ କୌଣସି ପରିବର୍ତ୍ତନ ଘଟେ ନାହିଁ। କାରଣ ପରମେଶ୍ବର ଯାହା କହନ୍ତି, ତାହା ନିଶ୍ଚିତ ହବେ ଏବଂ ଏହା ପ୍ରମାଣିତ କରିବାକୁ ସେ ପ୍ରତିଜ୍ଞା ସହ ଶପଥ ମଧ୍ଯ କରନ୍ତି।

ଯାକୁବଙ୍କ ପତ୍ 5:12
ମାେ ଭାଇ ଓ ଭଉଣୀମାନେ ! ମନରେଖ ଯେ କୌଣସି ପ୍ରତିଜ୍ଞା କଲା ବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ବପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ଯ ବୋଲି ପ୍ରମାଣିତ କରିବା ପାଇଁ ସ୍ବର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ଯସ୍ତ ହବେ ନାହିଁ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்