No lexicon data found for Strong's number: 3656
ଲୂକଲିଖିତ ସୁସମାଚାର 24:14
ଯାହା ସବୁ ଘଟିଥିଲା, ସମାନେେ ସେ ବିଷୟ ରେ କଥାବାର୍ତ୍ତା ହେଉଥିଲେ।
ଲୂକଲିଖିତ ସୁସମାଚାର 24:15
ସେ ସବୁ ବିଷୟ ସମାନେେ ଆଲୋଚନା କଲା ବେଳେ ନିଜେ ଯୀଶୁ ତାହାଙ୍କ ପାଖକୁ ଆସିଲେ ଓ ତାହାଙ୍କ ସହିତ ଚାଲିବାକୁ ଲାଗିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:11
ତା'ପରେ ପାଉଲ ଉପରକୁ ଯାଇ ରୋଟୀ ଭାଙ୍ଗି ଖାଇଲେ। ସେ ସମାନଙ୍କେ ସହିତ ଅଧିକ ସମୟ ପାହାନ୍ତିଆ ପର୍ୟ୍ଯନ୍ତ କଥାବର୍ତ୍ତା କରି ପ୍ରସ୍ଥାନ କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 24:26
କିନ୍ତୁ ଫଲେୀକ୍ସ୍ ପାଉଲଙ୍କ ସହିତ କଥା ହବୋର ଆଉ ଗୋଟିଏ କାରଣ ଥିଲା। ସେ ଆଶା କରିଥିଲେ ଯେ ପାଉଲ ତାହାଙ୍କୁ ଟଙ୍କା ଲାଞ୍ଚ ଦବେେ। ତେଣୁ ସେ ପାଉଲଙ୍କୁ ଅନକେଥର ଡ଼କାଇ କଥା ହେଉଥିଲେ।
Occurences : 4
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்