No lexicon data found for Strong's number: 3633

ଯୋହନଲିଖିତ ସୁସମାଚାର 21:25
ଯୀଶୁ ଆହୁରି ଅନକେ କାର୍ୟ୍ଯ କରିଥିଲେ। ମୁଁ ମନେ କରେ ଯେ, ଯୀଶୁଙ୍କ ବିଷୟ ରେ ସମସ୍ତ ବିଷୟ ଯଦି ଲଖାେ ହାଇେ ଥାଆନ୍ତା, ତବେେ ସହେି ପୁସ୍ତକଗୁଡିକ ରଖିବା ପାଇଁ ସାରା ଜଗତ ରେ ସ୍ଥାନ ହୁଅନ୍ତା ନାହିଁ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:16
ସମାନେେ ପ୍ ରମେ କରୁଥିବାରୁ ପ୍ରଚାର କରୁଛନ୍ତି। ସମାନେେ ଜାଣନ୍ତି ଯେ, ସୁସମାଚାରର ପକ୍ଷ ସମର୍ଥନ କରିବା ପାଇଁ ପରମେଶ୍ବର ମାେତେ ଦାଯିତ୍ବ ଦଇେଛନ୍ତି।

ଯାକୁବଙ୍କ ପତ୍ 1:7
ସନ୍ଦହେୀ ଲୋକ ଏକାଥରକେ ଦୁଇଟି କଥା ଭାବେ। ତେଣୁ ସେ କରୁଥିବା କୌଣସି ବିଷୟ ରେ ନିଷ୍ପତ୍ତି ନଇେପା ରେ ନାହିଁ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்