No lexicon data found for Strong's number: 363

ମାର୍କଲିଖିତ ସୁସମାଚାର 11:21
ସେତବେେଳେ ପିତର ଡିମ୍ବିରି ଗଛକୁ ମନେ ପକଇେଲେ ଓ ଯୀଶୁଙ୍କୁ କହିଲେ, ହେ ଗୁରୁ, ଦେଖ; ଗତ କାଲି ତୁମ୍ଭେ ଯେଉଁ ଡିମ୍ବିରି ଗଛକୁ ଅଭିଶାପ ଦଇେଥିଲ, ସେ ଗଛ ଆଜି ଶୁଖି ମରି ଯାଇଛି।

ମାର୍କଲିଖିତ ସୁସମାଚାର 14:72
ପିତର ଏକଥା କହିବା ପରେ ପରେ କୁକୁଡାଟିଏ ଦ୍ବିତୀୟ ଥର ଡାକିଲା। ଯୀଶୁଙ୍କର ସହେି ସବୁ କଥା ଏବେ ପିତରଙ୍କର ମନେ ପଡିଲା: କୁକୁଡା ତୃତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମାେତେ ଜାଣିନାହଁ ବୋଲି ତିନିଥର କହି ସାରିଥିବ। ତା'ପରେ ପିତର ଭୀଷଣ ଦୁଃଖ ରେ ଭାଙ୍ଗି ପଡି କାନ୍ଦିବାକୁ ଲାଗିଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:17
ସେଥିପାଇଁ ଜୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଛି। ସେ ଖ୍ରୀଷ୍ଟ ରେ ମାହେର ସନ୍ତାନ। ମୁଁ ତୀମଥିଙ୍କୁ ଭଲ ପାଏ। ସେ ବିଶ୍ବାସ ଯୋଗ୍ଯ। ଖ୍ରୀଷ୍ଟଯୀଶୁଙ୍କ ପାଇଁ ମୁଁ କିପରି ଜୀବନ ଯାପନ କରୁଛି ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦବେେ। ମୁଁ ସବୁ ମଣ୍ଡଳୀ ରେ ସର୍ବତ୍ର ଏହି ଶିକ୍ଷା ପ୍ରଦାନ କରୁଛି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 7:15
ତୁମ୍ଭମାନେେ ତାହାଙ୍କର ଆଜ୍ଞା ପାଳନ ପାଇଁ କିପରି ପ୍ରସ୍ତୁତ ତଥା ତୁମ୍ଭମାନେେ ସମସ୍ତେ ସମ୍ମାନ ଓ ଭୟ ସହକା ରେ କିପରି ତାହାଙ୍କର ଆଜ୍ଞା ପାଳନ ପାଇଁ ବ୍ଯଗ୍ର ଥିଲ ଓ କିପରି ତାହାଙ୍କୁ ପା େଛାଟି ନଇେଥିଲ, ଏସବୁ କଥା ମନେ ପକାଇ ତୁମ୍ଭମାନଙ୍କ ପାଇଁ ତାହାଙ୍କର ପ୍ ରମେ ଅଧିକ ହେଲା।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:6
ମୁଁ ଜାଣେ ଯେ ତୁମ୍ଭଠା ରେ ସହେି ସମାନ ବିଶ୍ବାସ ଅଛି। ସେଥିପାଇଁ ମୁଁ କୁ ହେ ଯେ ପରମେଶ୍ବର ତୁମ୍ଭକୁ ଦଇେଥିବା ଅନୁଗ୍ରହ ଦାନକୁ ମନେ ପକାଅ। ଯେତବେେଳେ ମୁଁ ମାରେ ହାତଦ୍ବୟ ତୁମ୍ଭ ଉପରେ ରଖିଲି, ସେତବେେଳେ ପରମେଶ୍ବର ସହେି ଅନୁଗ୍ରହଦାନ ତୁମ୍ଭକୁ ଦଇେଥିଲେ। ମୁଁ ଚା ହେଁ ଯେ ତୁମ୍ଭେ ସହେି ଅନୁଗ୍ରହ ଦାନକୁ ବ୍ଯବହାର କର ଓ ତାହା ଅଧିକରୁ ଅଧିକ ବୃଦ୍ଧି ପାଉ ଯେପରି ସାନ ଅଗ୍ନି ଶିଖା ଏକ ଜ୍ବାଳା ରେ ପରିବର୍ତ୍ତିତ ହୁଏ।

ଏବ୍ରୀମାନଙ୍କ ନିକଟକୁ ପତ୍ର 10:32
ପ୍ରଥମଥର ସତ୍ଯ ଜାଣିବା ଦିନଗୁଡ଼ିକୁ ମନେ ପକାଅ। ଅନକେ ପ୍ରକାରର ଯାତନା ସହିତ ତୁମ୍ଭମାନେ ସଂଘର୍ଷ କରିଥିଲ, କିନ୍ତୁ ତୁମ୍ଭମାନେେ ଦୃଢ଼ ରହିଥିଲ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்