ମାଥିଉଲିଖିତ ସୁସମାଚାର 12:44
ସେତବେେଳେ ସେ କୁ ହେ, 'ମୁଁ ମାରେ ଯେଉଁ ପୁରୁଣା ଘର ଛାଡ଼ି ଗ୍ଭଲି ଆସିଛି, ପୁଣି ସଠାେକୁ ଫରେିୟିବି।' ସେ ପୁଣି ଫରେିଆ ସେ। ସେ ଦେଖେ ସେ ପର୍ୟ୍ଯନ୍ତ ମଧ୍ଯ ଘରଟି ଖାଲି ଅଛି। ସଫା ଅଛି ଏବଂ ସବୁ ଠିକ୍ଠାକ୍ ଅଛି। ତା'ପରେ ସେ ଯାଏ ଓ ତା'ଠାରୁ ଅଧିକ ଖରାପ ଆଉ ସାତଟା ଭୂତଙ୍କୁ ଡ଼ାକିଆଣେ।
ମାଥିଉଲିଖିତ ସୁସମାଚାର 14:7
ତେଣୁ ସେ ଶପଥ ପୂର୍ବକ େ ହରୋଦିଆର ଝିଅକୁ ପ୍ରତିଶ୍ରୁତି ଦେଲେ, ତୁମ୍ଭେ ଯାହା କିଛି ମାଗିବ, ତାହା ତୁମ୍ଭକୁ ଦିଆୟିବ।
ମାଥିଉଲିଖିତ ସୁସମାଚାର 25:24
ତା'ପରେ ଗୋଟିଏ ତୋଡ଼ା ଟଙ୍କା ପାଇଥିବା ଲୋକଟି ମାଲିକଙ୍କ ପାଖକୁ ଆସିଲା। ସେ କହିଲା, 'ମାଲିକ ମୁଁ ଜାଣେ ଯେ ଆପଣ ଜଣେ କଠାେର ବ୍ଯକ୍ତି। ରୋପଣ ନକରି ମଧ୍ଯ ଆପଣ ଜମିରୁ ଫସଲ କାଟନ୍ତି। ବୀଜ ନ ବୁଣି ମଧ୍ଯ ଶସ୍ଯ ଏକାଠି କରନ୍ତି।
ମାଥିଉଲିଖିତ ସୁସମାଚାର 25:26
ତା ମାଲିକ ତାକୁ କହିଲେ, 'ତୁମ୍ଭେ ଜଣେ ଅଳସୁଆ ଓ ଦୁଷ୍ଟ ଚ଼ାକର। ତୁମ୍ଭେ ଜାଣିଛ ଯେ ମୁଁ ଯେଉଁଠି ରୋପଣ କରି ନଥାଏ ସଠାେରେ ମଧ୍ଯ ଫସଲ କାଟେ ଓ ଯେଉଁଠି ବୀଜ ବୁଣି ନଥାଏ, ସଠାେରେ ଶସ୍ଯ ଏକାଠି କରେ।
ଲୂକଲିଖିତ ସୁସମାଚାର 11:24
ଯେତବେେଳେ କୌଣସି ଭୂତ କୌଣସି ମଣିଷ ଦହରେୁ ବାହାରି ଆ ସେ, ସେତବେେଳେ ସହେି ଆତ୍ମା ବିଶ୍ରାମ ସ୍ଥାନ ଖାଜେି ଖାଜେି ଶୁଖିଲା ଜାଗାସବୁ ରେ ବୁଲେ। କିନ୍ତୁ ସେ ବିଶ୍ରାମ ନବେକେୁ ଜାଗା ଟିକିଏ ନ ପାଇଲେ କୁ ହେ, 'ମୁଁ ଯେଉଁଠାରୁ ଆସିଛି, ପୁଣି ସହେି ଘରକୁ ଫରେିୟିବି।'
ରେରିତମାନଙ୍କ କାର୍ଯ୍ୟର ବିବରଣ 14:26
ସଠାରୁେ ସମାନେେ ଆନ୍ତିୟଖିଆକୁ ସମୁଦ୍ର ପଥରେ ଚ଼ାଲିଗଲେ। ଏହି ସ୍ଥାନ ରେ ବିଶ୍ବାସୀମାନେ ସମାନଙ୍କେୁ ଏହି କାର୍ୟ୍ଯ କରିବା ପାଇଁ ପ୍ରଭୁଙ୍କ ନିକଟରେ ସମର୍ପିତ କରି ପଠାଇଥିଲେ। ସମାନେେ ଏହି କାର୍ୟ୍ଯ ପୂର୍ଣ୍ଣ କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 26:19
ପାଉଲ କହିଲେ, ହେ ମହାରାଜା ଅଗ୍ରିପ୍ପା, ମୁଁ ସହେି ସ୍ବର୍ଗୀୟ ଦର୍ଶନର ବାଧ୍ଯ ହଲିେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 28:13
ସଠାରୁେ ବାହାରି ଆମ୍ଭେ ରଗେିୟ ନଗର ରେ ପହଞ୍ଚିଲୁ। ସଠାେରେ ଗୋଟିଏ ଦିନ ରହିବା ପରେ ଦକ୍ଷିଣା ପବନ ବହିଲା। ଆମ୍ଭେ ଦ୍ବିତୀୟ ଦିନ ପୁତେଅଲୀ ନଗର ରେ ପହଞ୍ଚିଲୁ।
ଏବ୍ରୀମାନଙ୍କ ନିକଟକୁ ପତ୍ର 2:17
ଅତଏବ ସମସ୍ତ ବିଷୟ ରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହବୋକୁ ପଡ଼ିଲା। ଯେପରି ପରମେଶ୍ବରଙ୍କ ସବୋ ରେ ସହେି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ବସ୍ତ ମହାୟାଜକ ହୁଅନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 3:1
ଅତଏବ ତୁମ୍ଭମାନେେ ସମସ୍ତେ ଯୀଶୁଙ୍କଠା ରେ ମନ ଦିଅ। ପରମେଶ୍ବର ତାହାଙ୍କୁ ଆମ୍ଭପାଖକୁ ପଠାଇଛନ୍ତି। ସେ ଆମ୍ଭ ବିଶ୍ବାସର ମହାୟାଜକ। ମାେ ପବିତ୍ର ଭାଇ ଓ ଭଉଣୀମାନେ, ମୁଁ ଏକଥା ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ବର ତୁମ୍ଭମାନଙ୍କୁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।
Occurences : 15
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்