ମାଥିଉଲିଖିତ ସୁସମାଚାର 9:10
ଯୀଶୁ ମାଥିଉଙ୍କ ଘ ରେ ଖାଉଥିଲେ। ସେ ଖାଇବା ବେଳେ ଅନକେ କର ଆଦାୟକାରୀ ଓ ଅନ୍ୟ ପାପୀମାନେ ସଠାେରେ ପହଁଞ୍ଚିଲେ। ସମାନେେ ଯୀଶୁ ଓ ତାହାଙ୍କ ଅନୁଗାମୀମାନଙ୍କ ସହ ଖାଇଲେ।
ମାଥିଉଲିଖିତ ସୁସମାଚାର 22:10
ଚ଼ାକରମାନେ ନଗର ରାସ୍ତାଗୁଡ଼ିକୁ ଗଲେ। ଭଲ ଲୋକ ହେଉ ବା ମନ୍ଦ ଲୋକ ହେଉ, ସମାନେେ ଯାହାକୁ ପାଇଲେ ତାକୁ ବିବାହ ଭୋଜିକୁ ଡ଼ାକିଆଣିଲେ। ବିବାହ ଭବନ ଅତିଥିମାନଙ୍କ ଦ୍ବାରା ପୁରିଗଲା।
ମାଥିଉଲିଖିତ ସୁସମାଚାର 22:11
ରାଜା ଅତିଥିମାନଙ୍କୁ ଦେଖିବାକୁ ଭିତରକୁ ଆସିଲେ। ସେ ସଠାେରେ ଗୋଟିଏ ଲୋକକୁ ବିବାହ ପୋଷାକ ନ ପିନ୍ଧି ଆସିଥିବାର ଦେଖିଲେ।
ମାଥିଉଲିଖିତ ସୁସମାଚାର 26:7
ଯୀଶୁ ସଠାେରେ ଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖ ରେ ଆସି ପହଞ୍ଚିଲା। ସେ ଗୋଟିଏ ପାତ୍ର ରେ ବହୁ ମୂଲ୍ଯବାନ ମୁଗନ୍ଧିତ ଅତର ଆଣିଥିଲା। ସେ ଅତରତକ ଯୀଶୁଙ୍କ ମୁଣ୍ତ ଉପରେ ଢ଼ାଳି ଦଲୋ। ସେତବେେଳେ ଯୀଶୁ ଖାଉଥିଲେ।
ମାଥିଉଲିଖିତ ସୁସମାଚାର 26:20
ସନ୍ଧ୍ଯା ବେଳେ ଯୀଶୁ ନିଜର ବିରଜଣଯାକ ଶିଷ୍ଯଙ୍କ ସହିତ ଖାଇବାକୁ ବସିଲେ।
ମାର୍କଲିଖିତ ସୁସମାଚାର 5:40
ଏହା ଶୁଣି ସବୁ ଲୋକ ଯୀଶୁଙ୍କୁ ପରିହାସ କଲେ। କିନ୍ତୁ ସେ ସମସ୍ତଙ୍କୁ ଘରର ବାହାରକୁ ପଠଇେ ଦେଲେ। କବଳେ ପିଲାଟିର ବାପା-ମାଆ ଓ ତାହାଙ୍କ ସହିତ ଆସିଥିବା ଶିଷ୍ଯମାନଙ୍କୁ ସାଙ୍ଗ ରେ ନଇେ ପିଲାଟି ଯେଉଁ କଠାେରୀ ରେ ଥିଲା, ସହେି କଠାେରୀକୁ ଗଲେ।
ମାର୍କଲିଖିତ ସୁସମାଚାର 14:18
ସମାନେେ ଖାଉଥିବା ବାଳେ ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ବର୍ତ୍ତମାନ ମାେ ସାଙ୍ଗ ରେ ଖାଉଥିବା ତୁମ୍ଭ ଭିତରୁ ଜଣେ ମାେ' ପ୍ରତି ବିଶ୍ବାସଘାତକତା କରିବ।
ମାର୍କଲିଖିତ ସୁସମାଚାର 16:14
ପରେ ଯେତବେେଳେ ଏଗାର ଜଣ ପ୍ ରରେିତ ଖାଉଥିଲେ, ସତେିକି ବେଳେ ଯୀଶୁ ସମାନଙ୍କେୁ ଦଖାେ ଦେଲେ। ସେ ସମାନଙ୍କେୁ ସମାନଙ୍କେର ଅବିଶ୍ବାସ ଓ ମନର ଜଡତା ପାଇଁ ସମାଲୋଚନା କଲେ। କାରଣ ଯେଉଁମାନେ ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥାନ ହାଇେଛନ୍ତି ବୋଲି ଦେଖିଥିଲେ ସମାନଙ୍କେୁ ଏହି ଶିଷ୍ଯମାନେ ବିଶ୍ବାସ କରି ନଥିଲେ।
ଲୂକଲିଖିତ ସୁସମାଚାର 7:37
ସହେି ସମୟରେ ସହେି ନଗର ରେ ଜଣେ ପାପୀ ସ୍ତ୍ରୀ ଲୋକ ଥିଲା। ସେ ଜାଣିପାରିଲା ଯେ ଯୀଶୁ ଫାରୁଶୀଙ୍କ ଘ ରେ ଖାଉଛନ୍ତି। ତେଣୁ ସହେି ସ୍ତ୍ରୀ ଲୋକଟି ଗୋଟିଏ ସ୍ଫଟିକ ପାତ୍ର ରେ କିଛି ଅତର ଆଣିଲା।
ଲୂକଲିଖିତ ସୁସମାଚାର 22:27
ସବୁଠାରୁ ଶ୍ ରେଷ୍ଠ ଲୋକ କିଏ? ଟବେୁଲ ପାଖ ରେ ଖାଇବାକୁ ବସିଥିବା ଲୋକ ନା ତାହାଙ୍କୁ ପରଶୁଥିବା ଲୋକ? ତୁମ୍ଭମାନେେ ଭାବିବ ଯେ ଖାଇବାକୁ ବସିଥିବା ଲୋକଟି ଅଧିକ ମହତ। କିନ୍ତୁ ତୁମ୍ଭମାନଙ୍କ ମଧିଅରେ ମୁଁ ଜଣେ ସବେକ ଭଳି ରହିଛି।
Occurences : 14
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்