No lexicon data found for Strong's number: 3331

ଏବ୍ରୀମାନଙ୍କ ନିକଟକୁ ପତ୍ର 7:12
ଯେତବେେଳେ ଯାଜକର ପରିବର୍ତ୍ତନ ହୁଏ ସତେ ବେଳେ ବ୍ଯବସ୍ଥାର ମଧ୍ଯ ପରିବର୍ତ୍ତନ ଆବଶ୍ଯକ ହାଇେଥାଏ।

ଏବ୍ରୀମାନଙ୍କ ନିକଟକୁ ପତ୍ର 11:5
ବିଶ୍ବାସ ହତେୁ ହନୋକଙ୍କୁ ଏହି ପୃଥିବୀରୁ ଉଠାଇ ନିଆ ହେଲା। ସେ କବେବେି ମୃତ୍ଯୁ ଅନୁଭବ କଲେ ନାହିଁ। ଶାସ୍ତ୍ର କୁ ହେ ଯେ, ହନୋକଙ୍କୁ ଉଠାଇ ନଇେ ୟିବା ପୂର୍ବରୁ ସେ ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିଥିଲେ। ପରେ ଲୋକେ ତାହାଙ୍କୁ ଖାଜେି ପାରିଲେ ନାହିଁ, କାରଣ ପରମେଶ୍ବର ହନୋକଙ୍କୁ ନିଜ ସହିତ ରହିବା ଲାଗି ନଇଗେଲେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:27
ଆଉ ଥରେ କହିବା ଅର୍ଥ ଯେ ଯାହାକିଛି ନିର୍ମିତ ହାଇେଥିଲା, ସେ ସବୁ ନଷ୍ଟ ହାଇେ ୟିବ। ସହେିଗୁଡ଼ିକୁ ଟଳମଳ କରାଯାଇ ପାରିବ ଓ ଯେଉଁ ବିଷୟଗୁଡ଼ିକୁ ଟଳମଳ କରାଯାଇ ପାରିବ ନାହିଁ ସଗେୁଡ଼ିକ ରହିବେ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்