No lexicon data found for Strong's number: 3316

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:19
ତା' ହେଲେ ବ୍ଯବସ୍ଥାର ପ୍ରଯୋଜନ କ'ଣ? ଲୋକମାନଙ୍କ ଭୂଲ୍ କାମଗୁଡ଼ିକୁ ଦଖାଇବୋ ଲାଗି ବ୍ଯବସ୍ଥାକୁ ପ୍ରତିଜ୍ଞା ସହିତ ଯୋଗ କରାଯାଇଥିଲା। ଅବ୍ରହାମଙ୍କ ବିଶଷେ ସନ୍ତାନଙ୍କ ଆସିବା ପର୍ୟ୍ଯନ୍ତ ବ୍ଯବସ୍ଥା ଜାରି ରହିବାର ଥିଲା। ପରମେଶ୍ବରଙ୍କ ପ୍ରତିଶୃତି ଏହି ସନ୍ତାନଙ୍କ ସମ୍ବନ୍ଧ ରେ ଥିଲା। ବ୍ଯବସ୍ଥାଗୁଡ଼ିକ ସ୍ବର୍ଗଦୂତମାନଙ୍କ ଜରିଆ ରେ ଦିଆଯାଇଥିଲା। ସ୍ବର୍ଗଦୂତମାନେ ମାଶାଙ୍କେ ମଧ୍ଯସ୍ଥତା ରେ ମନୁଷ୍ଯମାନଙ୍କୁ ଦେଲେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:20
ଗୋଟିଏ ପଟ ଥିଲେ, ମଧ୍ଯସ୍ଥତା ଦରକାର ହୁଏ ନାହିଁ ଓ ପରମେଶ୍ବର ହେଉଛନ୍ତି ମାତ୍ର ଜଣେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:5
କବଳେ ଜଣେ ମାତ୍ର ପରମେଶ୍ବର ଅଛନ୍ତି। ମଣିଷ ପାଇଁ ପରମେଶ୍ବରଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଜଣେ ମାତ୍ର ମଧ୍ଯସ୍ଥ ଅଛନ୍ତି। ସହେି ମଧ୍ଯସ୍ଥ ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଜଣେ ମଣିଷ।

ଏବ୍ରୀମାନଙ୍କ ନିକଟକୁ ପତ୍ର 8:6
କିନ୍ତୁ ଯୀଶୁଙ୍କୁ ଯେଉଁ କାମ କରିବାକୁ ଦିଆ ହାଇେଛି ତାହା ସହେି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। ସେପ୍ରକା ରେ, ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବର ଆପଣା ଲୋକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅଟେ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅଟେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 9:15
ଅତଏବ, ପରମେଶ୍ବରଙ୍କ ପାଖରୁ ଯୀଶୁଖ୍ରୀଷ୍ଟ ଗୋଟିଏ ନୂତନ ନିୟମ ଆଣିଲେ। ଏହି ନୂତନ ନିୟମର ଉଦ୍ଦେଶ୍ଯ ଯେପରି ପରମେଶ୍ବରଙ୍କ ଦ୍ବାରା ଆହୂତ ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ ହବେେ। ସମାନେେ ଅନନ୍ତକାଳ ଏହି ଅଧିକାର ଭୋଗ କରିବେ। କାରଣ ପ୍ରଥମ ନିୟମ କାଳ ରେ ଲୋକମାନେ ଯେଉଁ ପାପସବୁ କରିଥିଲେ, ତହିଁର ପ୍ରତିବାଦ ରେ ଖ୍ରୀଷ୍ଟ ମୃତ୍ଯୁ ବରଣ କଲେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:24
ତୁମ୍ଭମାନେେ, ପରମେଶ୍ବରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭମାନେେ ହବେଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ଯ କହି ପାରୁଥିବା ରକ୍ତ ସଚେନ326 ନିକଟକୁ ଆସିଛ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்