No lexicon data found for Strong's number: 3187

ମାଥିଉଲିଖିତ ସୁସମାଚାର 11:11
ମୁଁ ତୁମ୍ଭକୁ ସତ୍ଯ କହୁଛି। ବାପ୍ତିସ୍ମ ଦେଉଥିବା ୟୋହଲଙ୍କଠାରୁ ମହାନ୍ ବ୍ଯକ୍ତି ଆଉ କହେି ହେଲେ ଜନ୍ମ ହାଇେ ନାହାଁନ୍ତି। କିନ୍ତୁ ସ୍ବର୍ଗ ରାଜ୍ଯ ରେ ଯେ ସବୁଠାରୁ େଛାଟ. ସେ ଯୋହନଙ୍କ ଠାରୁ ମଧ୍ଯ ଶ୍ ରେଷ୍ଠ।

ମାଥିଉଲିଖିତ ସୁସମାଚାର 11:11
ମୁଁ ତୁମ୍ଭକୁ ସତ୍ଯ କହୁଛି। ବାପ୍ତିସ୍ମ ଦେଉଥିବା ୟୋହଲଙ୍କଠାରୁ ମହାନ୍ ବ୍ଯକ୍ତି ଆଉ କହେି ହେଲେ ଜନ୍ମ ହାଇେ ନାହାଁନ୍ତି। କିନ୍ତୁ ସ୍ବର୍ଗ ରାଜ୍ଯ ରେ ଯେ ସବୁଠାରୁ େଛାଟ. ସେ ଯୋହନଙ୍କ ଠାରୁ ମଧ୍ଯ ଶ୍ ରେଷ୍ଠ।

ମାଥିଉଲିଖିତ ସୁସମାଚାର 12:6
କିନ୍ତୁ ମୁଁ ତୁମ୍ଭକୁ କହୁଛି, ଏଠା ରେ ଏଭଳି କିଛି ବିଷୟ ଅଛି, ଯାହା ମନ୍ଦିରଠାରୁ ମହାନ୍।

ମାଥିଉଲିଖିତ ସୁସମାଚାର 18:1
ସହେି ସମୟରେ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ସ୍ବର୍ଗରାଜ୍ଯ ରେ ସବୁଠାରୁ ଶ୍ ରେଷ୍ଠ କିଏ?

ମାଥିଉଲିଖିତ ସୁସମାଚାର 18:4
ଯେଉଁ ଲୋକ ନିଜକୁ ଗୋଟିଏ େଛାଟ ପିଲା ଭଳି ନମ୍ର କରିଥାଏ, ସହେି ଲୋକ ସ୍ବର୍ଗରାଜ୍ଯ ରେ ସବୁଠାରୁ ଶ୍ ରେଷ୍ଠ।

ମାଥିଉଲିଖିତ ସୁସମାଚାର 23:11
ଯେଉଁ ଲୋକ ଚ଼ାକର ଭଳ ତୁମ୍ଭର ସବୋ କରିବ, ସେ ଲୋକ ତୁମ୍ଭମାନଙ୍କ ମଧିଅରେ ସବୁଠାରୁ ବଡ଼ ହବେ।

ମାଥିଉଲିଖିତ ସୁସମାଚାର 23:17
ତୁମ୍ଭମାନେେ ଅନ୍ଧ ଓ ମୂର୍ଖ। ଅଧିକ ବଡ଼ କିଏ? ସୁନା ନା ମନ୍ଦିର? ମନ୍ଦିର ସହେି ସୁନାକୁ ପବିତ୍ର କରିଥାଏ। ତେଣୁ ମନ୍ଦିର ଅଧିକ ବଡ଼।

ମାଥିଉଲିଖିତ ସୁସମାଚାର 23:19
ତୁମ୍ଭମାନେେ ଅନ୍ଧ। ତୁମ୍ଭେ କିଛି ବୁଝିନାହଁ। ବଡ଼ କିଏ? ବଦେୀ ନା ଉପହାର? ବଦେୀ ଉପହାରକୁ ପବିତ୍ର କରିଥାଏ। ତେଣୁ ବଦେୀ ବଡ଼।

ମାର୍କଲିଖିତ ସୁସମାଚାର 4:32
କିନ୍ତୁ ତୁମ୍ଭେ ବୁଣିବା ପରେ ଏହି ବୀଜ ବଢି ତୁମ୍ଭ ବଗିଚାର ଅନ୍ୟ ଗଛମାନଙ୍କ ଭିତ ରେ ସବୁଠାରୁ ବଡ ହାଇଯୋଏ। ତା'ର ଶାଖା ଗୁଡିକ ବଡ ହାଇଯୋଏ। ପକ୍ଷୀମାନେ ଆସି ତା ଛାଇ ରେ ବସା ବାନ୍ଧି ରହନ୍ତି।

ମାର୍କଲିଖିତ ସୁସମାଚାର 9:34
କିନ୍ତୁ ଶିଷ୍ଯମାନେ ଚୁପ୍ ରହିଲେ। କାରଣ ସମାନେେ ବାଟରେ ୟୁକ୍ତିତର୍କ କରୁଥିଲେ ଯେ ତାହାଙ୍କ ଭିତ ରେ ସବୁଠାରୁ ଶ୍ ରେଷ୍ଠ କିଏ?

Occurences : 31

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்