No lexicon data found for Strong's number: 3113

ମାଥିଉଲିଖିତ ସୁସମାଚାର 26:58
ପିତର ଅଳ୍ପ ଦୂର ରେ ରହି ମହାୟାଜକଙ୍କ ଅଗଣା ପର୍ୟ୍ଯନ୍ତ ଯୀଶୁଙ୍କ ପେଛ ପେଛ ଗଲେ। ଯୀଶୁଙ୍କର ପରିଣାମ କଣ ହବେ, ତାହା ଦେଖିବା ପାଇଁ ସେ ଭିତରକୁ ଯାଇ ପ୍ରହରୀମାନଙ୍କ ମଧିଅରେ ବସି ପଡ଼ିଲେ।

ମାଥିଉଲିଖିତ ସୁସମାଚାର 27:55
କିଛି ଦୁର ରେ ଅନକେ ସ୍ତ୍ରୀଲୋକ ଏସବୁ ଦେଖୁଥିଲେ। ଏହି ସ୍ତ୍ରୀଲୋକମାନେ ଯୀଶୁଙ୍କ ଯତ୍ନ ନବୋ ପାଇଁ ଗାଲିଲୀରୁ ତାହାଙ୍କ ସହିତ ଆସିଥିଲେ।

ମାର୍କଲିଖିତ ସୁସମାଚାର 5:6
ଲୋକଟି ଯୀଶୁଙ୍କୁ ଦୂରରୁ ଦେଖି ତାହାଙ୍କ ପାଖକୁ ଧାଇଁ ଆସିଲା ଓ ପ୍ରଣାମ କରି ତାହାଙ୍କ ଆଗ ରେ ପଡିଗଲା।

ମାର୍କଲିଖିତ ସୁସମାଚାର 8:3
କିଛି ନ ଖୁଆଇ, ସମାନଙ୍କେୁ ଯଦି ମୁଁ ପଠାଇ ଦିଏ, ତବେେ ସମାନେେ ମୂର୍ଚ୍ଛା ହାଇେ ରାସ୍ତା ରେ ଢଳି ପଡିବେ। କେତକେ ଲୋକ ବହୁତ ଦୂରରୁ ଆସିଛନ୍ତି।

ମାର୍କଲିଖିତ ସୁସମାଚାର 11:13
ଯୀଶୁ ପତ୍ର ରେ ପରିପୂର୍ଣ୍ଣ ଗୋଟିଏ ଡିମ୍ବିରି ଗଛ ଦେଖିଲେ। ଗଛ ରେ କିଛି ଡିମ୍ବିରି ଫଳ ଥିବ ଭାବି ସେ ଗଛ ମୂଳକୁ ଗଲେ। କିନ୍ତୁ ସଠାେରେ ପହଞ୍ଚି ସେ ଗଛ ରେ ଗୋଟିଏ ହେଲେ ଡିମ୍ବିରି-ଫଳ ପାଇଲେ ନାହିଁ। ଗଛ ରେ ପତ୍ର ଛଡା ଆଉ କିଛି ନଥିଲା। ଏହା ଡିମ୍ବିରି ଫଳ ଆସିବା ଋତୁ ନଥିଲା।

ମାର୍କଲିଖିତ ସୁସମାଚାର 14:54
ପିତର ଯୀଶୁଙ୍କଠାରୁ ଦୂର ରେ ରହି ତାହାଙ୍କ ପେଛ ପେଛ ଆସି ମହା ଯାଜକଙ୍କ ଅଗଣା ଭିତ ରେ ପହଞ୍ଚିଗଲେ। ସେ ସଠାେରେ ପ୍ରହରୀମାନଙ୍କ ସହିତ ବସି ଯାଇ ନିଆଁ ରେ ସକେି ହେଲେ।

ମାର୍କଲିଖିତ ସୁସମାଚାର 15:40
କେତକେ ସ୍ତ୍ରୀଲୋକ କୃଶଠାରୁ କିଛି ଦୂର ରେ ଠିଆ ହାଇେ ଦେଖୁଥିଲେ। ସମାନଙ୍କେ ମଧିଅରେ ମଗ୍ଦଲୀନ ସହରରୁ ଆସିଥିବା ମରିୟମ, ଶ ଲୋମୀ, ଯାକୁବ ଓ ୟୋସିଙ୍କ ମାଆ ମରିୟମ ଥିଲେ। ଯାକୁବ ମରିୟମଙ୍କର ସାନ ପୁଅ ଥିଲା।

ଲୂକଲିଖିତ ସୁସମାଚାର 16:23
ତାହାକୁ ନର୍କକୁ ପଠାଇ ଦିଆଗଲା। ସଠାେରେ ସେ ବହୁତ ୟନ୍ତ୍ରଣା ଭୋଗ କଲା। ଧନୀଲୋକ ଜଣକ ଉପରକୁ ଅନାଇଲା ଓ ଲାଜାରକୁ କୋଳ ରେ ଧରିଥିବା ଅବ୍ରହାମଙ୍କୁ ବହୁତ ଦୂର ରେ ଦେଖିଲା।

ଲୂକଲିଖିତ ସୁସମାଚାର 18:13
କରଆଦାୟକାରୀ ମଧ୍ଯ ଅଲଗା ଏକାକୀ ଠିଆ ହାଇେଥିଲେ। କିନ୍ତୁ ପ୍ରାର୍ଥନା କଲେ ବେଳେ ସେ ସ୍ବର୍ଗ ଆଡକୁ ମଧ୍ଯ ଚାହିଁଲନୋହିଁ। କରଆଦାୟକାରୀ ପରମେଶ୍ବରଙ୍କ ପାଖ ରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, ହେ ପରମେଶ୍ବର, ମାେ ଉପରେ ଦୟା କର। ମୁଁ ଜଣେ ପାପୀ।

ଲୂକଲିଖିତ ସୁସମାଚାର 22:54
ସମାନେେ ଯୀଶୁଙ୍କ ବନ୍ଦୀ କରି ମହାୟାଜକଙ୍କ ଘର ଭିତରକୁ ନଇଗେଲେ। ପିତର ସମାନଙ୍କେ ପେଛପେଛ ଗଲେ। କିନ୍ତୁ ସେ ଯୀଶୁଙ୍କ ପାଖାପାଖି ଆସୁ ନଥିଲେ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்