No lexicon data found for Strong's number: 3062

ମାଥିଉଲିଖିତ ସୁସମାଚାର 22:6
ଆଉ କେତକେ ଲୋକ ଚ଼ାକରମାନଙ୍କୁ ଧରି ନଇେ ପିଟାପିଟି କଲେ ଓ ସମାନଙ୍କେୁ ମାରି ଦେଲେ।

ମାଥିଉଲିଖିତ ସୁସମାଚାର 25:11
ସହେି ସମୟରେ ବାକିତକ ଝିଅ ପହନ୍ଚିଲେ। ସମାନେକହେିଲେ, 'ଆଜ୍ଞା! ଆଜ୍ଞା! କବାଟ ଖୋଲନ୍ତୁ। ଯେପରି ଆମ୍ଭେ ଭିତରକୁ ଆସି ପାରିବୁ,'

ମାଥିଉଲିଖିତ ସୁସମାଚାର 27:49
କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲିୟ ଆସି ତାହାଙ୍କୁ ରକ୍ଷା କରୁଛନ୍ତି କି ନାହିଁ ଏବେ ଦେଖିବା।

ମାର୍କଲିଖିତ ସୁସମାଚାର 4:19
କିନ୍ତୁ ତାହାଙ୍କ ମନ ରେ ଜୀବନର ଚିନ୍ତା, ଧନ-ସମ୍ପତ୍ତିର ମାହେ ଓ ଅନ୍ୟ ବସ୍ତୁ ଲାଭ କରିବାର ଲାଳସା ଆ ସେ ଓ ସଗେୁଡିକ ବାକ୍ଯକୁ ଚାପି ପକାଏ। ଫଳ ରେ ତାହା ସମାନଙ୍କେ ଜୀବନ ରେ ଫଳହୀନ ହୁଏ।

ମାର୍କଲିଖିତ ସୁସମାଚାର 16:13
ଏହି ଶିଷ୍ଯ ଦୁଇଜଣ ଫରେିଆସି ଅନ୍ୟ ଶିଷ୍ଯମାନଙ୍କୁ ଏକଥା ଜଣାଇଲେ। ତଥାପି ଶିଷ୍ଯମାନେ ତାହାଙ୍କ କଥାକୁ ମଧ୍ଯ ବିଶ୍ବାସ କଲେ ନାହିଁ।

ଲୂକଲିଖିତ ସୁସମାଚାର 8:10
ଯୀଶୁ କହିଲେ, ପରମେଶ୍ବରଙ୍କ ରାଜ୍ଯର ନିଗୁଢ ବିଷୟ ଜାଣିବା ପାଇଁ ତୁମ୍ଭେ ବଛା ହାଇେଛ। କିନ୍ତୁ ଅନ୍ୟମାନଙ୍କୁ ଏହି ରହସ୍ଯ ବିଷୟ ରେ କହିବାକୁ ମୁଁ ଦୃଷ୍ଟାନ୍ତ ବ୍ଯବହାର କରୁଛି।

ଲୂକଲିଖିତ ସୁସମାଚାର 12:26
ତବେେ ତୁମ୍ଭମାନେେ ଯଦି ଏଡିକି େଛାଟିଆ କାମଟିଏ କରି ପାରିବନାହିଁ, ତବେେ ଅନ୍ୟସବୁ ବଡବଡ କାମ ପାଇଁ କାହିଁକି ବ୍ଯସ୍ତ ହାଇେ ପଡୁଛ?

ଲୂକଲିଖିତ ସୁସମାଚାର 18:9
କେତକେ ଲୋକ ଭାବୁଥିଲେ ଯେ ସମାନେେ ବହୁତ ଭଲ ଅଟନ୍ତି। ସମାନେେ ନିଜେ ଅନ୍ୟମାନଙ୍କ ଅପେକ୍ଷା ବହୁତ ଭଲ ହାଇେଥିବା ଭଳି ବ୍ଯବହାର କରୁଥିଲେ। ଯୀଶୁ ସମାନଙ୍କେୁ ଉପଦେଶ ଦବୋପାଇଁ ଏହି ଦୃଷ୍ଟାନ୍ତ କହିଲେ:

ଲୂକଲିଖିତ ସୁସମାଚାର 18:11
ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂର ରେ ଅଲଗା ଠିଆ ହାଇେଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବାଳେ କହିଲେ, ' ହେ ପରମେଶ୍ବର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହାଇନେଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଚୋରି, ଠକାମି, ବ୍ଯଭିଚାର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ।ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହାଇେଥିବାରୁ ତୁମ୍ଭ ପାଖ ରେ କୃତଜ୍ଞତା ଜଣାଉଛି।

ଲୂକଲିଖିତ ସୁସମାଚାର 24:9
ସହେି ସ୍ତ୍ରୀଲୋକମାନେ ସମାଧି ସ୍ଥାନ ଛାଡି ଏଗାର ଜଣ ପ୍ ରରେିତ ଓ ସମସ୍ତ ଅନ୍ୟ ଶିଷ୍ଯମାନଙ୍କ ପାଖ ରେ ଯାଇ ପହନ୍ଚିଲେ। ସମାଧି ଭିତ ରେ ଯାହା ଘଟିଥିଲା, ସତକେ ଗୋଟି ଗୋଟି କରି ସମାନଙ୍କେୁ କହିଲେ।

Occurences : 41

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்