ମାଥିଉଲିଖିତ ସୁସମାଚାର 13:25
କିନ୍ତୁ ସବୁ ଲୋକ ଶାଇେଥିବା ସମୟରେ ସହେି ଲୋକର ଶତୃ ଆସିଲା। ସେ ଗହମ ମଝି ରେ ବାଳୁଙ୍ଗାବୀଜ ବୁଣି ଦଲୋ। ତା'ପରେ ସେ ଚାଲିଗଲା।
ମାଥିଉଲିଖିତ ସୁସମାଚାର 20:9
ଯେଉଁମାନେ ପାଞ୍ଚଟା ବେଳେ ଆସିଥିଲେ, ସମାନେେ ମଜୂରୀ ନବୋକୁ ଆସିଲେ। ପ୍ରେତ୍ୟକକ ଶ୍ରମିକ ଗୋଟିଏ କରି ରେ ୗପ୍ୟମୁଦ୍ରା ପାଇଲେ।
ମାଥିଉଲିଖିତ ସୁସମାଚାର 20:10
ଯେତବେେଳେ ଆଗ ଆସିଥିବା ଶ୍ରମାକମାନେ ଆସିଲେ, ସମାନେେ ଭାବିଥିଲେ ଯେ ସମାନଙ୍କେୁ କିଛି ଅଧିକ ମିଳିବ। କିନ୍ତୁ ସମାନେେ ମଧ୍ଯ ପ୍ରେତ୍ୟକକ ଗୋଟିଏ କରି ରେ ୗପ୍ୟମୁଦ୍ରା ପାଇଲେ।
ମାର୍କଲିଖିତ ସୁସମାଚାର 6:40
ଲୋକମାନେ ପ୍ରତି ଦଳ ରେ ପଚାଶ-ପଚାଶ ବା ଶ ହେ-ଶ ହେ ହାଇବେସିଗଲେ।
ମାର୍କଲିଖିତ ସୁସମାଚାର 6:40
ଲୋକମାନେ ପ୍ରତି ଦଳ ରେ ପଚାଶ-ପଚାଶ ବା ଶ ହେ-ଶ ହେ ହାଇବେସିଗଲେ।
ମାର୍କଲିଖିତ ସୁସମାଚାର 7:31
ତା'ପରେ ଯୀଶୁ ସୋର ଆଖ-ପାଖ ଅଞ୍ଚଳ ଛାଡି ଦକୋପଲି ରାସ୍ତା ରେ ସୀଦୋନ ହାଇେ ଗାଲିଲୀ ହ୍ରଦ ପାଖକୁ ଆସିଲେ।
ଲୂକଲିଖିତ ସୁସମାଚାର 9:3
ସେ ସମାନଙ୍କେୁ କହିଲେ, ଯାତ୍ରା ସମୟରେ ସାଙ୍ଗ ରେ କୌଣସି ପଦାର୍ଥ ନବେ ନାହିଁ। ଠେଙ୍ଗା, ଝୁଲା, ଖାଦ୍ୟ, ଟଙ୍କା ପଇସା କିମ୍ବା ଅଧିକ ଲୁଗାପଟା କିଛି ହେଲେ ନବେ ନାହିଁ। କବଳେ ପାନ୍ଧିଥିବା ଲୁଗା ଛଡା ଅନ୍ୟ କିଛି ନବେ ନାହିଁ।
ଲୂକଲିଖିତ ସୁସମାଚାର 9:14
ସଠାେରେ କବଳେ ପ୍ରାୟ ପାଞ୍ଚ ହଜାର ପୁରୁଷ ଲୋକ ଥିଲେ।
ଲୂକଲିଖିତ ସୁସମାଚାର 10:1
ଏହାପରେ ପ୍ରଭୁ ଆଉ ବାସ୍ତରି ଜଣ ଲୋକଙ୍କୁ ବାଛିଲେ। ଯେଉଁ ଯେଉଁ ନଗର ଓ ସ୍ଥାନମାନଙ୍କୁ ତାହାଙ୍କର ୟିବାର ଯୋଜନା ଥିଲା, ସହେି ନଗର ଓ ସ୍ଥାନମାନଙ୍କୁ ସେ ସମାନଙ୍କେୁ ଦୁଇ ଦୁଇ ଜଣ ହିସାବ ରେ ନିଜେ ୟିବା ଆଗରୁ ପଠାଇ ଦେଲେ।
ଯୋହନଲିଖିତ ସୁସମାଚାର 2:6
ସହେି ସ୍ଥାନ ରେ ଛଅଟି ପଥରର ବଡ ଜଳକୁଣ୍ଡ ଥିଲା। ଯିହୂଦୀମାନେ ତାହାଙ୍କ ଶୁଚିକରଣ ନୀତି ଅନୁସାରେ ଏହି ଜଳକୁଣ୍ଡ ବ୍ଯବହାର କରୁଥିଲେ। ପ୍ରେତ୍ୟକକ ଜଳକୁଣ୍ଡ ରେ ପ୍ରାୟ ଶ ହରେୁ ଶ ହେ ପଚାଶ ଲିଟର ପାଣି ଧରୁଥିଲା।
Occurences : 15
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்