ମାଥିଉଲିଖିତ ସୁସମାଚାର 13:32
ସେ ବୀଜ ଅନ୍ୟ ବୀଜ ତୁଳନା ରେ ସବୁଠାରୁ େଛାଟ ଥାଏ, କିନ୍ତୁ ତାହା ଯେତବେେଳେ ବଡ ହୁଏ, ସେତବେେଳେ ବଗିଚା ରେ ସମସ୍ତ ଚାରା ଅପେକ୍ଷା ବଡ ହାଇଯୋଏ। ତାହା ଗଛ ରେ ପରିଣତ ହୁଏ। ଆକାଶର ପକ୍ଷୀମାନେ ଆସି ଏହି ଗଛର ଶାଖା ରେ ବସା ବାନ୍ଧି ଆଶ୍ରୟ ନିଅନ୍ତି।
ମାର୍କଲିଖିତ ସୁସମାଚାର 4:32
କିନ୍ତୁ ତୁମ୍ଭେ ବୁଣିବା ପରେ ଏହି ବୀଜ ବଢି ତୁମ୍ଭ ବଗିଚାର ଅନ୍ୟ ଗଛମାନଙ୍କ ଭିତ ରେ ସବୁଠାରୁ ବଡ ହାଇଯୋଏ। ତା'ର ଶାଖା ଗୁଡିକ ବଡ ହାଇଯୋଏ। ପକ୍ଷୀମାନେ ଆସି ତା ଛାଇ ରେ ବସା ବାନ୍ଧି ରହନ୍ତି।
ଲୂକଲିଖିତ ସୁସମାଚାର 11:42
ହେ ଫାରୂଶୀଗଣ! ତୁମ୍ଭମାନଙ୍କୁ ଧିକ୍! ତୁମ୍ଭମାନେେ ସମସ୍ତ ବିଷୟ ରେ ଦଶମାଂଶ ପରମେଶ୍ବରଙ୍କୁ ଦଇେଥାଅ। ପୋଦିନା, ଆରୁଦ ଓ ଏପରିକି ବଗିଚାର ଅନ୍ଯାନ୍ଯ େଛାଟ ଚାରାର ମଧ୍ଯ ଦଶ ଭାଗରୁ ଭାଗେ ପରମେଶ୍ବରଙ୍କୁ ଦଇେଥାଅ। କିନ୍ତୁ ଅନ୍ୟମାନଙ୍କ ପ୍ରତି ଦୟାପୂର୍ଣ୍ଣ ବ୍ଯବହାର କରିବାକୁ ଓ ପରମେଶ୍ବରଙ୍କୁ ଭଲ ପାଇବାକୁ ତୁମ୍ଭମାନେେ ଭୁଲି ଯାଇଥାଅ। ତୁମ୍ଭମାନଙ୍କର ଏସବୁ କାର୍ୟ୍ଯ କରିବା ଉଚିତ। ତା' ସହିତ ଦଶମାଂଶ ଦବୋ ଏବଂ ଅନ୍ଯାନ୍ଯ କାର୍ୟ୍ଯ ମଧ୍ଯ ଚାଲୁ ରଖିବା ଉଚିତ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:2
ଜଣେ ଲୋକ କୌଣସି ପ୍ରକାରର ଖାଦ୍ୟ ଖାଇ ପାରିବ ବୋଲି ବିଶ୍ବାସ କରିପା ରେ। କିନ୍ତୁ ଯଦି ଅନ୍ୟ ଜଣକର ବିଶ୍ବାସ ଦୁର୍ବଳ, ସେ କବଳେ ଶାକାହାରୀ ଭୋଜନ ଖାଏ।
Occurences : 4
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்