No lexicon data found for Strong's number: 290

ମାଥିଉଲିଖିତ ସୁସମାଚାର 20:1
ସ୍ବର୍ଗରାଜ୍ଯ ଜଣେ ଜମିଦାରଙ୍କ ଭଳି। ଜମିଦାରଙ୍କର କେତକେ ଦ୍ରାକ୍ଷା ବଗିଚ଼ା ଥିଲା। ଦିନେ ବଡ଼ି ସକାଳୁ ସେ ତାହାଙ୍କ ଦ୍ରାକ୍ଷା ବଗିଚ଼ା ରେ କାମ କରିବା ପାଇଁ ଅନ୍ୟ କେତକେ ଶ୍ରମାକ ଆଣିବାକୁ ବାହାରିଗଲେ।

ମାଥିଉଲିଖିତ ସୁସମାଚାର 20:2
ସେ ଶ୍ରମିକମାନଙ୍କୁ ସଦେିନ କାମ କରିବା ବାବଦ ରେ ଗୋଟିଏ ଗୋଟିଏ ରେ ୗପ୍ୟ ମୁଦ୍ରା ଦବୋ ପାଇଁ ରାଜି ହେଲେ। ତା'ପରେ ସେ ଶ୍ରମିକମାନଙ୍କୁ ବଗିଚ଼ାକୁ କାମ କରିବାକୁ ପଠାଇ ଦେଲେ।

ମାଥିଉଲିଖିତ ସୁସମାଚାର 20:4
ତେଣୁ ସେ ସମାନଙ୍କେୁ କହିଲେ, 'ତୁମ୍ଭମାନେେ ଯଦି ଯାଇ ମାେ ଦ୍ରାକ୍ଷା ବଗିଚ଼ା ରେ କାମ କରିବ, ତବେେ ତୁମ୍ଭର ଯାହା ଉଚିତ ପ୍ରାପ୍ଯ ହବେ, ମୁଁ ତୁମ୍ଭକୁ ତାହା ଦବେି।'

ମାଥିଉଲିଖିତ ସୁସମାଚାର 20:7
ସମାନେେ କହିଲେ, 'ଆମ୍ଭକୁ କହେି ମଜିରୀ ଦଇେ କାମ କରିବାକୁ ଡ଼ାକି ନାହିଁନ୍ତି।' ଜମିଦାର ଜଣକ ସମାନଙ୍କେୁ କହିଲେ, 'ତୁମ୍ଭମାନେେ ମଧ୍ଯ ଯାଇ ମାରେ ଦ୍ରାକ୍ଷା ବଗିଚ଼ା ରେ କାମ କର।'

ମାଥିଉଲିଖିତ ସୁସମାଚାର 20:8
ସନ୍ଧ୍ଯା ହବୋରୁ ଦ୍ରାକ୍ଷା ବଗିଚ଼ାର ଜମିଦାର ତାହାଙ୍କ ଗୁମାସ୍ତାଙ୍କୁ ଡ଼ାକି କହିଲେ, 'ଶ୍ରମିକମାନଙ୍କୁ ଡ଼ାକ। ମୁଁ ଯେଉଁମାନଙ୍କୁ ଶଷେ ରେ କାମ ରେ ଲଗାଇଲି ଶ୍ରମିକମାନଙ୍କଠାରୁ ପ୍ରଥମେ ମଜୁରୀ ଦବୋ ଆରମ୍ଭ କର। ସର୍ବ ଶଷେ ରେ ପ୍ରଥମେ କାମକୁ ଆସିଥିବା ଶ୍ରମିକମାନଙ୍କୁ ମଜୁରୀ ଦିଅ।'

ମାଥିଉଲିଖିତ ସୁସମାଚାର 21:28
କୁହତ ଦେଖି, ତୁମ୍ଭେ ଏବିଷୟ ରେ କ'ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲା, 'ପୁଅ ଆଜି ଯା ଓ ଅଙ୍ଗୁର ବଗିଚ଼ା ରେ କାମ କର।'

ମାଥିଉଲିଖିତ ସୁସମାଚାର 21:33
ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମିମାଲିକ ଥିଲେ। ତାହାଙ୍କ ଜମି ରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା ଚ଼ାରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥି ରେ ଦ୍ରାକ୍ଷାକୁଣ୍ଡଟିଏ ଖାେଳିଲେ। ସେ ସଠାେରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତକେ କୃଷକଙ୍କୁ ଜମିଟି ଭାଗ ଦଇେ ଦେଲେ। ତା'ପରେ ସେ ବିଦେଶ ଯାତ୍ରା ରେ ବାହାରି ଗଲେ।

ମାଥିଉଲିଖିତ ସୁସମାଚାର 21:39
କୃଷକମାନେ ପୁଅକୁ ଧରି ନଇେ ଦ୍ରାକ୍ଷା ବଗିଚ଼ା ବାହାରକୁ ଫିଙ୍ଗି ମାରି ଦେଲେ।

ମାଥିଉଲିଖିତ ସୁସମାଚାର 21:40
ଅତଏବ, ଯେତବେେଳେ ନିଜେ ଜମିମାଲିକ ଆସିବେ, ସେତବେେଳେ ଏହି କୃଷକମାନଙ୍କୁ କ'ଣ କରିବେ?

ମାଥିଉଲିଖିତ ସୁସମାଚାର 21:41
ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ କହିଲେ, ସେ ନିଶ୍ଚୟ ସହେି ନିର୍ଦ୍ଦୟ ଲୋକଙ୍କୁ ହତ୍ଯା କରିବେ ଓ ତା'ପରେ ସେ ଦ୍ରାକ୍ଷା ବଗିଚ଼ାଟିକୁ ଅନ୍ୟ କୃଷକମାନଙ୍କୁ ଭାଗ ରେ ଦଇେ ଦବେେ, ଯେଉଁମାନେ ଅମଳ ସମୟରେ ତାର ଭାଗ ତାହାଙ୍କୁ ଦବେେ।

Occurences : 23

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்