No lexicon data found for Strong's number: 2722

ମାଥିଉଲିଖିତ ସୁସମାଚାର 21:38
କୃଷକମାନେ ପୁଅକୁ ଦେଖି ନିଜ ନିଜ ଭିତ ରେ କୁହା କୁହି ହେଲେ, 'ଏ ହେଉଛି ଜମିମାଲିକଙ୍କ ପୁଅ। ସେ ଏ ଜମିର ଉତ୍ତରାଧିକାରୀ। ଆମ୍ଭେ ଯଦି ତାକୁ ମାରିଦବୋ, ଏହି ସମ୍ପତ୍ତି ଆମ୍ଭର ହାଇଯେିବ।'

ଲୂକଲିଖିତ ସୁସମାଚାର 4:42
ଯୀଶୁ ଏକାକୀ ରହିବା ଉଦ୍ଦେଶ୍ଯ ରେ ତା'ପର ଦିନ ସକାଳେ ସେ ସ୍ଥାନ ଛାଡି ଅନ୍ୟତ୍ର ଚାଲିଗଲେ। କିନ୍ତୁ ଲୋକମାନେ ତାହାଙ୍କୁ ଖାଜେିଲେ। ଖାଜେି ଖାଜେି େଶଷରେ ସମାନେେ ଯୀଶୁ ଯେଉଁଠା ରେ ଥିଲେ, ସଠାେରେ ପହଞ୍ଚିଗଲେ। ଯୀଶୁ ସମାନଙ୍କେୁ ଛାଡି କରି କୁଆଡେ ନଯା'ନ୍ତୁ ବୋଲି ସମାନେେ ଚାହୁଁଥିଲେ। ତେଣୁ ସମାନେେ ଯାଶୁଙ୍କୁ ଅଟକଇବୋକୁ ଚେଷ୍ଟାକଲେ।

ଲୂକଲିଖିତ ସୁସମାଚାର 8:15
ଏବଂ ଯେଉଁ ବୀଜ ଭଲ ମାଟି ରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ଉପଦେଶ ସ୍ବଚ୍ଛ ଓ ପବିତ୍ର ହୃଦୟ ରେ ଶୁଣନ୍ତି, ତାହା ହୃଦୟ ରେ ଗ୍ରହଣ କରନ୍ତି, କାର୍ୟ୍ଯ ରେ ପାଳନ କରନ୍ତି ଓ ର୍ଧୈୟ୍ଯ ପୂର୍ବକ ଉତ୍ତମ ଫଳ ଫଳନ୍ତି।

ଲୂକଲିଖିତ ସୁସମାଚାର 14:9
ତୁମ୍ଭେ ଯଦି ସବୁଠାରୁ ମୁଖ୍ଯ ଆସନ ରେ ବସିଥିବ, ତବେେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି କହିବେ, 'ଏହି ଲୋକଙ୍କୁ ତୁମ୍ଭ ଆସନଟି ଦଇଦେିଅ।' ତା'ପରେ ତୁମ୍ଭେ ସଠାରୁେ ଉଠି ପଛ ରେ ଥିବା ଶଷେ ଆସନଟିକୁ ୟିବ। ସେତବେେଳେ ତୁମ୍ଭକୁ ବଡ ଅପମାନ ଲାଗିବ।

ଯୋହନଲିଖିତ ସୁସମାଚାର 5:4
ଏହାର କାରଣ, ଜଣେ ସ୍ବର୍ଗଦୂତ ବେଳବେଳେ ଆସି ପୋଖରୀର ପାଣିକୁ ହଲାଉଥିଲେ। ସେତବେେଳେ ଯେଉଁ ରୋଗୀ ପ୍ରଥମେ ପାଣି ଭିତରକୁ ଯାଉଥିଲା, ସେ ସୁସ୍ଥ ହାଇେ ଯାଉଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:40
ସମାନେେ ଲଙ୍ଗରଗୁଡ଼ିକ କାଟି ସମୁଦ୍ର ରେ ଫିଙ୍ଗି ଦେଲେ। ସମାନେେ ମଙ୍ଗର ଦଉଡ଼ି ଫିଟଇେ ପବନ ରେ ସାମନା ପାଲଟି ଉଠାଇଲେ। ତା'ପରେ ସମାନେେ ବାଲିତଟ ଆଡ଼କୁ ଯାତ୍ରା କଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:18
ପରମେଶ୍ବରଙ୍କ କୋର୍ଧ ସ୍ବର୍ଗରୁ ପ୍ରକାଶିତ ହାଇେଛି। ଲୋକମାନଙ୍କ ଦ୍ବାରା ପରମେଶ୍ବରଙ୍କ ବିରୁଦ୍ଧ ରେ କରାଯାଇଥିବା ପ୍ରେତ୍ୟକକ କୁକର୍ମ ଓ ମନ୍ଦକର୍ମ ପାଇଁ ପରମେଶ୍ବର କୋରଧ କରନ୍ତି। ସମାନଙ୍କେ ପାଖ ରେ ସତ୍ଯ ଅଛି, କିନ୍ତୁ ସମାନେେ ନିଜର ମନ୍ଦ ଜୀବନ ଦ୍ବାରା ତାହା ଲୁଚ଼ାନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:6
ଅତୀତର ବ୍ଯବସ୍ଥା ଆମ୍ଭକୁ ବନ୍ଦୀ ଭଳି ବାନ୍ଧି ରଖି ଥିଲା। କିନ୍ତୁ ଆମ୍ଭର ପୁରୁଣା ବ୍ଯକ୍ତିତ୍ବ ଏବେ ମରି ଯାଇଛି ଓ ଆମ୍ଭେ ବ୍ଯବସ୍ଥାରୁ ମୁକ୍ତ ହାଇେ ସାରିଛୁ। ଅତଏବ ଆମ୍ଭେ ପ୍ରାଚ଼ୀନ ପଦ୍ଧତି ଲିଖିତ ବ୍ଯବସ୍ଥା ଅନୁସାରେ ପରମେଶ୍ବରଙ୍କ ସବୋ କରୁନାହୁଁ। ଆମ୍ଭେ ପରମେଶ୍ବରଙ୍କ ନୂତନ ପଦ୍ଧତି ରେ ଆତ୍ମା ରେ ସବୋ କରୁଅଛୁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:30
ଯେଉଁମାନେ ଦୁଃଖି ସମାନେେ ଦୁଃଖି ନ ହେଲା ଭଳି ରୁହନ୍ତୁ। ଯେଉଁମାନେ ସୁଖୀ, ସମାନେେ ଏପରି ରୁହନ୍ତୁ ଯେପରି ସୁଖୀ ନୁହଁନ୍ତି। ଯେଉଁମାନେ ଜିନିଷ ପତ୍ର କିଣି ପାରନ୍ତି ସମାନେେ ନିଜ ପାଖ ରେ କିଛି ନ ଥିଲା ଭଳି ରୁହନ୍ତୁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:2
ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଛି କାରଣ ତୁମ୍ଭମାନେେ ମାେତେ ସମସ୍ତ ବିଷୟ ରେ ମନେ ପକାଉ ଅଛ। ମୁଁ ଯେଉଁ ଉପଦେଶ ଗୁଡ଼ିକ ଦଇେଥିଲି ସେ ଗୁଡ଼ିକୁ ସ୍ମରଣ ରେ ରଖି ପାଳନ କରୁଛ।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்