No lexicon data found for Strong's number: 2664
ରେରିତମାନଙ୍କ କାର୍ଯ୍ୟର ବିବରଣ 14:18
ଏସବୁ କଥା କହି ପାଉଲ ଓ ବର୍ଣ୍ଣବ୍ବା ଅତି କଷ୍ଟ ରେ ସମାନଙ୍କେର ଉଦ୍ଦେଶ୍ଯ ରେ ନବୈେଦ୍ଯ ଉତ୍ସର୍ଗ କରିବାରୁ ଲୋକମାନଙ୍କୁ ବନ୍ଦ କଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 4:4
ଶାସ୍ତ୍ରର କୌଣସି ସ୍ଥାନ ରେ ପରମେଶ୍ବର ସପ୍ତାହର ସପ୍ତମ ଦିନ ବିଷୟ ରେ କହିଛନ୍ତି : ସପ୍ତମ ଦିନ ରେ ପରମେଶ୍ବର ନିଜର ସମସ୍ତ କାମରୁ ବିଶ୍ରାମ ନେଲେ।304
ଏବ୍ରୀମାନଙ୍କ ନିକଟକୁ ପତ୍ର 4:8
ଆମ୍ଭେ ଜାଣି ଯେ ୟିହୋଶୂୟ ଲୋକଙ୍କୁ ଈଶ୍ବରଙ୍କ ପ୍ରତିଜ୍ଞାକୃତ ବିଶ୍ରାମସ୍ଥଳକୁ ନଇଯାେଇ ନ ଥିଲେ। ଯଦି ସେ ନଇେଥାନ୍ତେ, ତବେେ ପରମେଶ୍ବର ବିଶ୍ରାମ ପାଇଁ ଆଉ ଗୋଟିଏ ଦିନ 'ଆଜି' ବୋଲି ଘାଷେଣା କରି ନ ଥାନ୍ତେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 4:10
ପରମେଶ୍ବର ନିଜ କାମ ସମାପ୍ତ କଲା ପରେ ବିଶ୍ରାମ କଲେ। ସେପ୍ରକାର ପରମେଶ୍ବରଙ୍କ ପରି ମନୁଷ୍ଯ ଆପଣା କାର୍ୟ୍ଯ ସମାପ୍ତ କଲାପରେ ବିଶ୍ରାମ ପାଇଥାଏ।
Occurences : 4
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்