ମାର୍କଲିଖିତ ସୁସମାଚାର 9:18
ଦୁଷ୍ଟାତ୍ମା ପୁଅକୁ ଆକ୍ରମଣ କରୁଛି। ସେ ଆକ୍ରମଣ କଲା ବେଳେ ପୁଅକୁ ତଳେ କଚାଡି ଦେଉଛି। ପୁଅ ମୁଁହଁରୁ ଫଣେ ବାହାରୁଛି ଓ ସେ ଦାନ୍ତ କଡମଡ କରୁଛି ଓ ଶୁଖିଯାଉଛି, ମୁଁ ଆପଣଙ୍କ ଶିଷ୍ଯମାନଙ୍କୁ ସହେି ଦୁଷ୍ଟାତ୍ମା କୁ ବାହାର କରି ଦବୋକୁ ଅନୁରୋଧ କଲି, କିନ୍ତୁ ସମାନେେ ତାକୁ ବାହାର କରି ପାରିଲେ ନାହିଁ।
ଯୋହନଲିଖିତ ସୁସମାଚାର 1:5
ସହେି ଆଲୋକ ଅନ୍ଧକାର ରେ ଆଲୋକିତ ହୁଏ। କିନ୍ତୁ ଅନ୍ଧକାର ଆଲୋକକୁ ଲୋପ କରି ପାରିନାହିଁ।
ଯୋହନଲିଖିତ ସୁସମାଚାର 8:3
ବ୍ଯବସ୍ଥା ଶାସ୍ତ୍ରଜ୍ଞମାନେ, ଶିକ୍ଷକମାନେ ଓ ଫାରୂଶୀମାନେ ଜଣେ ସ୍ତ୍ରୀଲୋକକୁ ସଠାେକୁ ଆଣିଲେ। ସହେି ସ୍ତ୍ରୀଲକଟି ବ୍ଯଭିଚାର କଲା ବେଳେ ଧରା ପଡିଥିଲା। ଯିହୂଦୀମାନେ ତାହାକୁ ଲୋକମାନଙ୍କ ଆଗ ରେ ଠିଆ ହବୋ ପାଇଁ ବାଧ୍ଯ କଲେ।
ଯୋହନଲିଖିତ ସୁସମାଚାର 8:4
ସମାନେେ ଯୀଶୁଙ୍କୁ କହିଲେ, ଗୁରୁ, ଏହି ସ୍ତ୍ରୀଲୋକଟି ଜଣେ ପୁରୁଷ ସହିତ ବ୍ଯଭିଚାର କଲା ବେଳେ ଧରା ପଡିଛି। ସେ ପୁରୁଷ ତା'ର ସ୍ବାମୀ ନୁହେଁ।
ଯୋହନଲିଖିତ ସୁସମାଚାର 12:35
ଯୀଶୁ କହିଲେ, ତୁମ୍ଭମାନଙ୍କ ପାଖ ରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖ ରେ ଥିବା ପର୍ୟ୍ଯନ୍ତ ଚାଲ। ତବେେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାର ରେ ଚାଲୁଥିବା ବ୍ଯକ୍ତି କେଉଁଆଡେ ଯାଉଛି ଜାଣି ପା ରେ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 4:13
ସମାନେେ ଯେତବେେଳେ ପିତର ଓ ଯୋହନଙ୍କର ଏପରି ସାହାସ ଦେଖିଲେ ଓ ଜାଣି ପାରିଲେ ଯେ ସମାନେେ ଅଶିକ୍ଷିତ ଓ ସାଧାରଣ ଲୋକ, ସମାନେେ ବହୁତ ଆଶ୍ଚର୍ୟ୍ଯ ହେଲେ। ସମାନେେ ଏହା ମଧ୍ଯ ବୁଝିପାରିଲେ ଯେ, ସମାନେେ ଯୀଶୁଙ୍କ ସାଙ୍ଗ ରେ ଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10:34
ପିତର କହିବା ଆରମ୍ଭ କଲେ, ମୁଁ ବର୍ତ୍ତମାନ ପ୍ରକୃତ ରେ ବୁଝିପାରୁଛି, ପରମେଶ୍ବରଙ୍କ ଦୃଷ୍ଟି ରେ ପ୍ରେତ୍ୟକକ ଲୋକ ସମାନ। ତାହାଙ୍କ ପାଖ ରେ କୌଣସି ଭଦଭୋବ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25:25
କିନ୍ତୁ ମୁଁ ଯେତବେେଳେ ତାହାଙ୍କର ବିଚ଼ାର କଲି ସେତବେେଳେ ତାହାଙ୍କର କିଛି ଭୁଲ୍ ଦେଖିଲି ନାହିଁ। ତାହାଙ୍କୁ ମୃତ୍ଯୁଦଣ୍ଡ ଦଲୋ ଭଳି କୌଣସି କାରଣ ଦେଖିଲି ନାହିଁ। ସେ ସମ୍ରାଟଙ୍କ ନିକଟରେ ବିଚ଼ାରିତ ହବୋ ପାଇଁ ଆବଦନେ କରିଥିବାରୁ ମୁଁ ତାହାକୁ ରୋମ୍ ପାଠାଇବା ପାଇଁ ସ୍ଥିର କଲି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:30
ତା' ହେଲେ ଏସବୁର ଅର୍ଥ କ'ଣ? ଏହାର ଅର୍ଥ ଯେ, ଅଣଯିହୂଦୀମାନେ ପରମେଶ୍ବରଙ୍କ ପାଇଁ ଧାର୍ମିକ ହବୋ ପାଇଁ ଯତ୍ନ ଶୀଳ ନୁହଁନ୍ତି। କିନ୍ତୁ ସମାନେେ ପରମେଶ୍ବରଙ୍କ ଦ୍ବାରା ନିଜ ବିଶ୍ବାସ ହତେୁ ଧାର୍ମିକ ହେଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:24
ତୁମ୍ଭମାନେେ ଜାଣ ଯେ ଦୌଡ଼ ପ୍ରତିୟୋଗିତା ରେ ସମସ୍ତେ ଦୌଡ଼ନ୍ତି, କିନ୍ତୁ ତାଙ୍କ ଭିତରୁ ମାତ୍ର ଜଣକୁ ପୁରସ୍କାର ମିଳେ। ତୁମ୍ଭମାନେେ ଯେପରି ଜିତିବ, ସେପ୍ରକାର ଦୌଡ଼।
Occurences : 15
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்