No lexicon data found for Strong's number: 2557

ଲୂକଲିଖିତ ସୁସମାଚାର 23:32
ଯୀଶୁଙ୍କ ସହିତ ମୃତ୍ଯୁ ଦଣ୍ଡ ଦିଆୟିବା ପାଇଁ ଆଉ ଦୁଇଜଣ ଅପରାଧୀଙ୍କୁ ମଧ୍ଯ ନିଆ ଯାଉଥିଲା।

ଲୂକଲିଖିତ ସୁସମାଚାର 23:33
'କପାଳ' ନାମକ ସ୍ଥାନକୁ ଯୀଶୁ ଓ ସହେି ଦୁଇଜଣ ଅପରାଧୀଙ୍କୁ ମଧ୍ଯ ନିଆଗଲା। ସଠାେରେ ସୈନ୍ଯମାନେ ଯୀଶୁଙ୍କୁ କୃଶବିଦ୍ଧ କଲେ। ସମାନେେ ସହେି ଅପରାଧୀମାନଙ୍କ ମଧ୍ଯରୁ ଜଣକୁ ଯୀଶୁଙ୍କ ଡାହାଣ ପାଖ ରେ ଓ ଅନ୍ୟ ଜଣକୁ ଯୀଶୁଙ୍କ ବାମ ପାଖ ରେ ରଖିଲେ।

ଲୂକଲିଖିତ ସୁସମାଚାର 23:39
ଝୁଲୁଥିବା ଅପରାଧୀ ଦୁହିଁଙ୍କ ଭିତରୁ ଜଣେ ଯୀଶୁଙ୍କୁ ନିନ୍ଦାକରି କହିବାକୁ ଲାଗିଲା, ତୁମ୍ଭେ କ'ଣ ଖ୍ରୀଷ୍ଟ ନୁହଁ? ତବେେ ତୁମ୍ଭେ ନିଜକୁ ରକ୍ଷା କର ଓ ଆମ୍ଭକୁ ମଧ୍ଯ ରକ୍ଷା କର।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:9
ଏହି ସୁସମାଚାର ମୁଁ ଲୋକଙ୍କୁ ଶୁଣାଏ। ସହେି ସୁସମାଚାର କହିଥିବାରୁ ମୁଁ ଯାତନା ଭୋଗ କରୁଛି। ଏପରିକି ଜଣେ ଅପରାଧୀ ଭଳି ମୁଁ ଶିକୁଳି ରେ ବନ୍ଧା ମଧ୍ଯ ହାଇେଛି।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்