ମାଥିଉଲିଖିତ ସୁସମାଚାର 10:3
ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଆଦାୟକାରୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୟ,
ମାର୍କଲିଖିତ ସୁସମାଚାର 3:18
ଆନ୍ଦ୍ରିୟ, ଫିଲିପ୍ପ, ବର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ବା ଉଦ୍ ଯୋଗୀ ଶିମାନେ ଜି ଲୋଟ
ଲୂକଲିଖିତ ସୁସମାଚାର 6:15
ମାଥିଉ ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଶିମାନେ ଯାହାଙ୍କୁ ଉଦ୍ ଯୋଗୀ ବୋଲି କୁହନ୍ତି।
ଯୋହନଲିଖିତ ସୁସମାଚାର 11:16
ତା'ପରେ ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା ସେ ଅନ୍ୟ ଶିଷ୍ଯଙ୍କୁ କହିଲେ, ଚାଲ ଆମ୍ଭମାନେେ ମଧ୍ଯ ଯୀବା ଓ ଯୀଶୁଙ୍କ ସହିତ ୟିହୂଦା ରେ ମରିବା।
ଯୋହନଲିଖିତ ସୁସମାଚାର 14:5
ଥୋମା କହିଲେ, ପ୍ରଭୁ, ଆପଣ କେଉଁଆଡେ ଯାଉଛନ୍ତି, ଆମ୍ଭେ ଜାଣି ନାହୁଁ। ତେଣୁ ସଠାେକୁ ୟିବାର ପଥ ଆମ୍ଭେ ଜାଣିବୁ କିପରି?
ଯୋହନଲିଖିତ ସୁସମାଚାର 20:24
ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା, ଯୀଶୁ ଆସିଲା ବେଳେ ଶିଷ୍ଯମାନଙ୍କ ସହିତ ନଥିଲା। ସେ ବାରଜଣ ଶିଷ୍ଯଙ୍କ ମଧ୍ଯରୁ ଜଣେ ଥିଲା।
ଯୋହନଲିଖିତ ସୁସମାଚାର 20:26
ଗୋଟିଏ ସପ୍ତାହ ପରେ ଶିଷ୍ଯମାନେ ପୁଣି ଘର ଭିତ ରେ ଥିଲେ। ଥୋମା ସମାନଙ୍କେ ସହିତ ଥିଲେ। କବାଟରେ ତାଲା ପଡିଥିଲା। କିନ୍ତୁ ଯୀଶୁ ଆସି ସମାନଙ୍କେ ମଧିଅରେ ଠିଆ ହେଲେ। ସେ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ।
ଯୋହନଲିଖିତ ସୁସମାଚାର 20:27
ତା'ପରେ ଯୀଶୁ ଥୋମାଙ୍କୁ କହିଲେ, ଏଠା ରେ ତୁମ୍ଭର ଆଙ୍ଗୁଳି ରଖ। ମାେ ହାତକୁ ଦେଖ। ମାେ କକ୍ଷଦେଶ ରେ ତୁମ୍ଭ ହାତ ରଖ। ଅବିଶ୍ବାସ ନକରି ବିଶ୍ବାସ କର।
ଯୋହନଲିଖିତ ସୁସମାଚାର 20:28
ଥୋମା ଯୀଶୁଙ୍କ କହିଲେ, ମାରେପ୍ରଭୁ, ମାରେ ପରମେଶ୍ବର।
ଯୋହନଲିଖିତ ସୁସମାଚାର 20:29
ଯୀଶୁ ଥୋମାଙ୍କୁ କହିଲେ, ତୁମ୍ଭେ ମାେତେ ଦେଖିବାରୁ ବିଶ୍ବାସ କରୁଛ। ମାତ୍ର ଯେଉଁ ଲୋକମାନେ ମାେତେ ନ ଦେଖି ବିଶ୍ବାସ କରନ୍ତି, ସମାନେେ ପ୍ରକୃତ ରେ ଆଶୀର୍ବାଦର ଯୋଗ୍ଯ।
Occurences : 12
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்