ମାଥିଉଲିଖିତ ସୁସମାଚାର 9:13
ମୁଁ ତୁମ୍ଭକୁ ଗୋଟିଏ କଥା କହିବି। ତୁମ୍ଭେ ଯାଇ ବୁଝ ଯେ ଏହି ଶାସ୍ତ୍ର ବାକ୍ଯର ଅର୍ଥ କ'ଣ: 'ମୁଁ ପଶୁବଧ ଚା ହେଁ ନାହିଁ। ମୁଁ ଲୋକମାନଙ୍କ ଭିତ ରେ ଦୟାଭାବ ଗ୍ଭ ହେଁ।' ମୁଁ ଧାର୍ମିକ ଲୋକଙ୍କୁ ଡାକିବାକୁ ଆସି ନାହିଁ। ମୁଁ ପାପୀ ଲୋକଙ୍କୁ ଡାକିବାକୁ ଆସିଛି।
ମାଥିଉଲିଖିତ ସୁସମାଚାର 12:7
ଶାସ୍ତ୍ର କ ହେ, 'ମୁଁ ଲୋକମାନଙ୍କ ମଧିଅରେ ଦୟା ଚା ହେଁ, କିନ୍ତୁ ପଶୁବଳି ଚା ହେଁନାହିଁ।' ତୁମ୍ଭେ ପ୍ରକୃତ ରେ ଏହାର ଅର୍ଥ ବୁଝିନାହଁ। ଯଦି ବୁଝି ଥାଆନ୍ତ, ତବେେ ଏହି ନିର୍ଦ୍ ଦୋଷ ଲୋକମାନଙ୍କୁ ନିନ୍ଦା କରନ୍ତନାହିଁ।
ମାର୍କଲିଖିତ ସୁସମାଚାର 9:49
ନିଆଁ ରେ ପ୍ରେତ୍ୟକକ ଲୋକକୁ ଦଣ୍ଡିତ କରାୟିବ।
ମାର୍କଲିଖିତ ସୁସମାଚାର 12:33
ପ୍ରକୃତ ରେ ଜଣେ ଲୋକକୁ ସମସ୍ତ ହୃଦୟ, ସମସ୍ତ ମନ ଓ ସମସ୍ତ ଶକ୍ତି ଦଇେ ପରମେଶ୍ବରଙ୍କୁ ପ୍ ରମେ କରିବାକୁ ହବେ। ସେ ଯେପରି ନିଜକୁ ଭଲ ପାଏ, ତାକୁ ଅନ୍ୟକୁ ମଧ୍ଯ ସପରେି ଭଲ ପାଇବାକୁ ହବେ। ଆମ୍ଭେ ପରମେଶ୍ବରଙ୍କୁ ଯେତେ ପଶୁ ବଳି ଓ ଉତ୍ସର୍ଗ ଦାନ ଅର୍ପଣ କରୁ, ସହେି ଗୁଡିକଠାରୁ ଏହି ଦୁଇଟି ଆଦେଶ ଅଧିକ ମହତ୍ବପୂର୍ଣ୍ଣ।
ଲୂକଲିଖିତ ସୁସମାଚାର 2:24
ପ୍ରଭୁଙ୍କ ନିୟମ ରେ ଆହୁରି ମଧ୍ଯ ଲଖାେଅଛି: ତୁମ୍ଭକୁ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ମଧ୍ଯ ବଳି ଦବୋକୁ ହବେ। ତେଣୁ ଏହି ବ୍ଯବସ୍ଥା ଅନୁସାରେ ବଳି ଦବୋ ନିମନ୍ତେ ୟୋ ସଫେ ଓ ମରିୟମ ୟିରୂଶାଲମକୁ ଗଲେ।
ଲୂକଲିଖିତ ସୁସମାଚାର 13:1
ସେତବେେଳେ ଯୀଶୁଙ୍କ ପାଖ ରେ କେତକେ ଲୋକ ଥିଲେ। ଗାଲିଲୀର କେତକେ ଲୋକଙ୍କର ଯାହା ଘଟିଥିଲା, ସହେି ବିଷୟ ରେ ସମାନେେ ଯୀଶୁଙ୍କୁ କହିଲେ। ସମାନେେ ଉପାସନା କରୁଥିବା ସମୟରେ ପୀଲାତ ସହେି ଲୋକମାନଙ୍କୁ ହତ୍ଯା କରିଥିଲେ, ଓ ବଳିପଶୁମାନଙ୍କ ରକ୍ତ ସହିତ ସମାନଙ୍କେ ରକ୍ତକୁ ମିଶାଇଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:41
ସହେି ସମୟରେ ସମାନେେ ଗୋଟିଏ ବାଛୁରୀର ମୂର୍ତ୍ତି ତିଆରି କରି ସହେି ମୂର୍ତ୍ତି ଆଗ ରେ ବଳି ଦେଲେ। ସମାନେେ ନିଜ ହାତ ତିଆରି ଜିନିଷ ଦେଖି ବହୁତ ଖୁସି ହେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:42
କିନ୍ତୁ ପରମେଶ୍ବର ସମାନଙ୍କେଠାରୁ ବିମୁଖ ହେଲେ। ସେ ସମାନଙ୍କେୁ ଆକାଶସ୍ଥ ଭଣ୍ଡ ଦବେତାମାନଙ୍କର ପୂଜା କରିବାପାଇଁ ଛାଡ଼ି ଦେଲେ। ଏହି ବିଷୟ ରେ ଭାବବାଦୀମାନଙ୍କର ପୁସ୍ତକରେ ଯେପରି ଲଖାେଅଛି,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:1
ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ବରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭମାନେେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ବରୂପ ପରମେଶ୍ବରଙ୍କୁ ଅର୍ପଣ କର।ଏହା କବଳେ ତାହାଙ୍କୁ ସମର୍ପିତ ହବେ। ଏହା ପରମେଶ୍ବରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ଆତ୍ମୀକ ଉପାସନା ଅଟେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:18
ଇଶ୍ରାୟେଲ ଲୋକମାନଙ୍କ କଥା ଭାବ। ସମାନେେ ବଳି ପ୍ରାପ୍ତ ପଶୁ ମାଂସ ଭୋଜନ କରି କ'ଣ ବଦେୀର ଅଂଶୀଦାର ନୁହଁନ୍ତି ?
Occurences : 29
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்