No lexicon data found for Strong's number: 2374

ମାଥିଉଲିଖିତ ସୁସମାଚାର 6:6
କିନ୍ତୁ ତୁମ୍ଭେ ପ୍ରାର୍ଥନା କଲାବାଳେ ତୁମ୍ଭ ବଖରା ଭିତରକୁ ଯାଅ। କବାଟ ବନ୍ଦ କରି ତୁମ୍ଭର ପରମପିତାଙ୍କ ଗୋପନ ରେ ପ୍ରାର୍ଥନା କର। ତୁମ୍ଭର ପରମପିତା ଗୋପନ ରେ କରୁଥିବା ତୁମ୍ଭ କାମଗୁଡିକ ଦେଖି ପାରନ୍ତି। ସେ ତୁମ୍ଭକୁ ତାର ପ୍ରତିଫଳ ଦବେେ।

ମାଥିଉଲିଖିତ ସୁସମାଚାର 24:33
ଠିକ୍ ସହେିଭଲି ମୁଁ କହିଥିବା କଥାଗୁଡ଼ିକ ଯେତବେେଳେ ଘଟିବାର ତୁମ୍ଭେ ଦେଖିବ, ତୁମ୍ଭେ ଜାଣିବ ଯେ ଖ୍ରୀଷ୍ଟଙ୍କ ଆସିବା ସମୟ ନିକଟ ହେଲାଣି।

ମାଥିଉଲିଖିତ ସୁସମାଚାର 25:10
ତେଣୁ ପାଞ୍ଚଜଣ ଯାକ ବୋକୀ ଝୀଅ ତଲେ କିଣିବାକୁ ଚ଼ାଲିଗଲେ। ସମାନେେ ଚ଼ାଲିଗଲାପରେ ବର ଆସିଲେ। ଯେଉଁ ଚ଼ତୁର ଝିଅଯାକ ପ୍ରସ୍ତୁତ ଥିଲେ, ସମାନେେ ବର ସହିତ ବିବାହ ଭୋଜିକୁ ଗଲେ। ତା'ପରେ କବାଟରେ ତାଲା ପଡ଼ିଗଲା।

ମାଥିଉଲିଖିତ ସୁସମାଚାର 27:60
ଯୋଷଫେ ଯୀଶୁଙ୍କ ଶରୀରକୁ ତାହାଙ୍କୁ ନୂଆ କବର ମଧିଅରେ ରଖିଲେ। ସହେି କବରକୁ ୟୋ ସଫେ ପଥରର କାନ୍ଥ କାଟି ତିଆରି କରିଥିଲେ। ତାପରେ ସେ ଗୋଟିଏ ବହୁତ ବଡ ପଥର ଗଡ଼ଇେ ଆଣି ପ୍ରବେଶଦ୍ବାରକୁ ବନ୍ଦ କରି ଦେଲେ। ଏସବୁ କଲପରେେ ୟୋ ସଫେ ଚାଲିଗଲେ।

ମାଥିଉଲିଖିତ ସୁସମାଚାର 28:2
ସତେିକି ବେଳେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ସ୍ବର୍ଗରୁ ଓହ୍ଲାଇ ଆସିଲେ। ସ୍ବର୍ଗଦୂତ ଜଣକ କବର ପାଖକୁ ଗଲେ ଓ ପ୍ରବେଶଦ୍ବାର ପାଖରୁ ପଥରଟି ଗଡ଼ଇେ ବାହାର କରି ଦେଲେ। ସେ ପଥର ଉପରେ ବସିଲେ।

ମାର୍କଲିଖିତ ସୁସମାଚାର 1:33
ସହରର ଲବୁ ଲୋକେ ସହେି ଘରର ଦୁଆର ରେ ଜମା ହାଇଗେଲେ।

ମାର୍କଲିଖିତ ସୁସମାଚାର 2:2
ଅନକେ ଲୋକ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଜମା ହାଇଗେଲେ। ଘରଟି ପୁରିଗଲା। ଘ ରେ କି ବାହା ରେ କେଉଁଠି ହେଲେ ଠିଆ ହବୋକୁ ଜାଗା ନଥିଲା।ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ।

ମାର୍କଲିଖିତ ସୁସମାଚାର 11:4
ସମାନେେ ଚାଲିଗଲେ। ସମାନେେ ଗୋଟିଏ ଦ୍ବାର ପାଖ ଦାଣ୍ଡ ରେ ଏକ ଗଧଛଆକୁ ବନ୍ଧା ହାଇେଥିବାର ଦେଖିଲେ। ସମାନେେ ତାହାକୁ ଖାଲିେ ଦେଲେ।

ମାର୍କଲିଖିତ ସୁସମାଚାର 13:29
ମୁଁ ତୁମ୍ଭକୁ ଯାହା କହିଲି, ଠିକ୍ ତାହା ଏହିପରି ଘଟିବ। ତୁମ୍ଭମାନେେ ଯେତବେେଳେ ଏହିଭଳି ସବୁ ଘଟିବାର ଦେଖିବ, ସେତବେେଳେ ବୁଝ ଯେ ' ସହେି ସମୟ' ନିକଟରେ ଆସି ପହଞ୍ଚିଗଲାଣି।

ମାର୍କଲିଖିତ ସୁସମାଚାର 15:46
ୟୋ ସଫେ ଖଣ୍ଡିଏ ବସ୍ତ୍ର କିଣିଲେ। ସେ ଶବକୁ କୃଶ ଉପରୁ ତଳକୁ ଓହ୍ଲଇେ ଆଣିଲେ। ସେ ଶବକୁ ବସ୍ତ୍ର ରେ ସପୂର୍ଣ୍ଣ ଗୁଡଇେ ଦେଲେ ଓ ପଥର କଟା ହାଇେ ତିଆରି ହାଇେଥିବା ଗୋଟିଏ କବର ରେ ତାହାଙ୍କୁ ରଖି ଦେଲେ। ଖଣ୍ଡିଏ ବଡ ପଥର ଗଡଇେ ଆଣି କବରର ମୁହଁକୁ ବନ୍ଦ କରି ଦେଲେ।

Occurences : 39

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்