ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:12
କିନ୍ତୁ ପାପ ଯେପରି ତୁମ୍ଭମାନଙ୍କର ଶରୀରକୁ ରାଜତ୍ବ ନକରୁ। ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ବଭାବ ଦ୍ବାରା ତୁମ୍ଭମାନେେ ଯେପରି ଶାସିତ ନହୁଅ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:11
ପରମେଶ୍ବର ଯୀଶୁଙ୍କୁ ମୃତ୍ଯୁରୁ ପର୍ନଜୀବିତ କରିଛନ୍ତି।ଓ ଯଦି ପରମେଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତ ରେ ଅଛି, ତା' ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ଯ ସେ ତାହାଙ୍କର ଆତ୍ମାଙ୍କ ଦ୍ବରା ଜୀବନ ପ୍ରଦାନ କରିବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:53
ଏହି ବିନାଶ ଦହେ ଅନନ୍ତ ରୂପ ବସ୍ତ୍ର ଧାରଣ କରିବାକୁ ହବେ ଓ ଏହି ମର୍ତ୍ତ୍ଯ ଦହେ ଅମରରୂପ ବସ୍ତ୍ର ଧାରଣ କରିବାକୁ ହବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:54
କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଏହି ମର୍ତ୍ତ୍ଯ ଦହେ ଅମରତ୍ବ ରୂପ ବସ୍ତ୍ର ଧାରଣ କଲାପରେ ଶାସ୍ତ୍ରର ଏହି କଥା ସଫଳ ହବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:11
ଆମ୍ଭେ ଜୀବିତ, କିନ୍ତୁ ଯୀଶୁଙ୍କ ହତେୁ ଆମ୍ଭେ ସର୍ବଦା ମୃତ୍ଯୁ ସଙ୍କଟର ସମ୍ମୁଖୀନ ହେଉଛୁ। ୟଦ୍ଦ୍ବାରା ଯୀଶୁଙ୍କ ଜୀବନ ଆମ୍ଭର ମରଣଶୀଳ ଶରୀର ମଧିଅରେ ସ୍ପଷ୍ଟ ଭାବରେ ଦେଖି ପାରିବା।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:4
ଏହି ଶରୀରରୂପ ତମ୍ବୁ ରେ ରହିଲା ବେଳେ ଆମ୍ଭମାନେେ ଭାରାକ୍ରାନ୍ତ ହାଇେ ଅଭି ଯୋଗ କରୁ। ମାରେ କହିବା ଅର୍ଥ ନୁହେଁ ଯେ, ଆମ୍ଭେ ଏହି ତମ୍ବୁକୁ ଦୂର କରି ଦବୋ ପାଇଁ ଚାହୁଁ। କିନ୍ତୁ ଆମ୍ଭେ ସ୍ବର୍ଗୀୟ ଘର ଦ୍ବାରା ଆଚ୍ଛାଦିତ ହବୋକୁ ଇଚ୍ଛା କରୁ। ତା' ହେଲେ ଯାଇ ଏହି ମର ଶରୀର ସମ୍ପୂର୍ଣ୍ଣ ଭାବେ ଜୀବନ ଦ୍ବାରା ଘାଡ଼ୋଇ ହାଇେ ପାରିବ।
Occurences : 6
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்