No lexicon data found for Strong's number: 2325

ମାଥିଉଲିଖିତ ସୁସମାଚାର 6:26
ଆକାଶର ପକ୍ଷୀମାନଙ୍କୁ ଦେଖ ସମାନେେ ବିହନ ବୁଣନ୍ତି ନାହିଁ, କି ଅମଳ କରନ୍ତି ନାହିଁ। ଅମାର ରେ ଖାଦ୍ୟ ଶସ୍ଯ ବି ଜମଇେ ରଖନ୍ତି ନାହିଁ। ତଥାପି ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା ସମାନଙ୍କେୁ ଖାଇବାକୁ ଦିଅନ୍ତି। ତୁମ୍ଭେ ଜାଣଛ ଯେ ତୁମ୍ଭମାନେେ ସମାନଙ୍କେ ଅପେକ୍ଷା ଅଧିକ ଶ୍ ରେଷ୍ଠ ଅଟ?

ମାଥିଉଲିଖିତ ସୁସମାଚାର 25:24
ତା'ପରେ ଗୋଟିଏ ତୋଡ଼ା ଟଙ୍କା ପାଇଥିବା ଲୋକଟି ମାଲିକଙ୍କ ପାଖକୁ ଆସିଲା। ସେ କହିଲା, 'ମାଲିକ ମୁଁ ଜାଣେ ଯେ ଆପଣ ଜଣେ କଠାେର ବ୍ଯକ୍ତି। ରୋପଣ ନକରି ମଧ୍ଯ ଆପଣ ଜମିରୁ ଫସଲ କାଟନ୍ତି। ବୀଜ ନ ବୁଣି ମଧ୍ଯ ଶସ୍ଯ ଏକାଠି କରନ୍ତି।

ମାଥିଉଲିଖିତ ସୁସମାଚାର 25:26
ତା ମାଲିକ ତାକୁ କହିଲେ, 'ତୁମ୍ଭେ ଜଣେ ଅଳସୁଆ ଓ ଦୁଷ୍ଟ ଚ଼ାକର। ତୁମ୍ଭେ ଜାଣିଛ ଯେ ମୁଁ ଯେଉଁଠି ରୋପଣ କରି ନଥାଏ ସଠାେରେ ମଧ୍ଯ ଫସଲ କାଟେ ଓ ଯେଉଁଠି ବୀଜ ବୁଣି ନଥାଏ, ସଠାେରେ ଶସ୍ଯ ଏକାଠି କରେ।

ଲୂକଲିଖିତ ସୁସମାଚାର 12:24
ପକ୍ଷୀଗୁଡିକୁ ଦେଖ। ସମାନେେ ବିହନ ବୁଣନ୍ତି ନାହିଁ, କି ଫସଲ ଅମଳ କରନ୍ତି ନାହିଁ। ସଞ୍ଚୟ କରିବା ପାଇଁ ପକ୍ଷୀମାନଙ୍କ ପାଖ ରେ ଭଣ୍ଡାର ନାହିଁ, କି ଅମାର ନାହିଁ। ତଥାପି ପରମେଶ୍ବର ସମାନଙ୍କେୁ ଖାଇବାକୁ ଦଇେଥାନ୍ତି। ତୁମ୍ଭମାନେେ ତ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ଯବାନ।

ଲୂକଲିଖିତ ସୁସମାଚାର 19:21
ଆପଣ ଜଣେ କଠାେର ବ୍ଯକ୍ତି ହାଇେଥିବାରୁ ମୁଁ ଆପଣଙ୍କୁ ଭୟ କରିଥିଲି। ଏପରିକି ଆପଣ ନିଜେ ଅର୍ଜ୍ବନ କରି ନଥିବା ଟଙ୍କା ନଇେଥା'ନ୍ତି ଓ ନିଜେ ଉତ୍ପନ୍ନ କରି ନଥିବା ଖାଦ୍ୟଶସ୍ଯ ସଂଗ୍ରହ କରିଥା'ନ୍ତି।'

ଲୂକଲିଖିତ ସୁସମାଚାର 19:22
ତା'ପରେ ରାଜା ସହେି ଚାକରକୁ କହିଲେ, 'ତୁମ୍ଭେ ଜଣେ ଦୁଷ୍ଟ ଚାକର। ତୁମ୍ଭେ ମାେ ପ୍ରତି ବ୍ଯବହାର କରିଥିବା ଭାଷା ରେ ମୁଁ ତୁମ୍ଭରି ବିଚାର କରିବି। ତୁମ୍ଭେ କହିଛ ଯେ, ମୁଁ ଜଣେ କଠାେର ବ୍ଯକ୍ତି। ପୁଣି କହିଛ ଯେ ମୁଁ ଅର୍ଜ୍ବନ ନକରି ଟଙ୍କା ନିଏ ଓ ଉତ୍ପନ୍ନ ନକରି ମଧ୍ଯ ଖାଦ୍ୟଶସ୍ଯ ସଂଗ୍ରହ କରେ।'

ଯୋହନଲିଖିତ ସୁସମାଚାର 4:36
ବର୍ତ୍ତମାନ ମଧ୍ଯ ଯେଉଁ ଲୋକ ଶସ୍ଯ କାଟେ ତାକୁ ମଜୁରି ଦିଆ ଯାଉଛି। ସେ ଅନନ୍ତ ଜୀବନ ପାଇଁ ଶସ୍ଯ ସଂଗ୍ରହ କରୁଛି। ତେଣୁ ବୁଣାଳି ଓ କଟାଳି ଉଭୟ ମିଳି ଆନନ୍ଦିତ କରିବେ।

ଯୋହନଲିଖିତ ସୁସମାଚାର 4:36
ବର୍ତ୍ତମାନ ମଧ୍ଯ ଯେଉଁ ଲୋକ ଶସ୍ଯ କାଟେ ତାକୁ ମଜୁରି ଦିଆ ଯାଉଛି। ସେ ଅନନ୍ତ ଜୀବନ ପାଇଁ ଶସ୍ଯ ସଂଗ୍ରହ କରୁଛି। ତେଣୁ ବୁଣାଳି ଓ କଟାଳି ଉଭୟ ମିଳି ଆନନ୍ଦିତ କରିବେ।

ଯୋହନଲିଖିତ ସୁସମାଚାର 4:37
କଥା ରେ ଅଛି, 'ଜଣେ ଲୋକ ବୁଣେ ଏବଂ ଅନ୍ୟ ଜଣେ ଫସଲ କାଟେ', ଏହି ଉକ୍ତିଟି ସତ୍ଯ।

ଯୋହନଲିଖିତ ସୁସମାଚାର 4:38
ତୁମ୍ଭେ ଯାହା ବୁଣି ନଥିଲ ତାହା କାଟିବା ପାଇଁ ମୁଁ ତୁମ୍ଭକୁ ପଠାଇଥିଲି ା ଅନ୍ୟ ଲୋକମାନେ କାମ କଲେ, ଆଉ ତୁମ୍ଭମାନେେ ସମାନଙ୍କେ କାମରୁ ଲାଭ ପାଇଲ।

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்