No lexicon data found for Strong's number: 230

ମାଥିଉଲିଖିତ ସୁସମାଚାର 14:33
ଯେଉଁମାନେ ଡଙ୍ଗା ଉପରେ ଥିଲେ, ସମାନେେ ଯୀଶୁଙ୍କୁ ପ୍ରମାମ କଲେ ଓ କହିଲେ, ପ୍ରକୃତ ରେ ତୁମ୍ଭେ ପରମେଶ୍ବରଙ୍କ ପୁତ୍ର।

ମାଥିଉଲିଖିତ ସୁସମାଚାର 26:73
କିଛି ସମୟ ପରେ ସଠାେରେ ଠିଆ ହାଇେଥିବା ଲୋକମାନେ ପିତରଙ୍କ ପାଖକୁ ଆସି ତାହାଙ୍କୁ କହିଲେ, ଆମ୍ଭେ ଜାଣୁ ତୁମ୍ଭେ ନିଶ୍ଚୟ ତାହାଙ୍କର ଶିଷ୍ଯମାନଙ୍କ ମଧ୍ଯରୁ ଜଣେ। ଏକଥା ତୁମ୍ଭ କହିବା ଢ଼ଙ୍ଗରୁ ଜଣା ପଡୁଛି।

ମାଥିଉଲିଖିତ ସୁସମାଚାର 27:54
ରୋମୀୟ ସନୋଧ୍ଯକ୍ଷ ଓ ଯୀଶୁଙ୍କୁ ଜଗି ରହିଥିବା ସୈନ୍ଯମାନେ ଭୂମିକମ୍ପ ଓ ଅନ୍ୟସବୁ ଘଟଣାମାନ ଘଟୁଥିବା ଦେଖିଲେ, ସମାନେେ ବହୁତ ଭୟ କଲେ ଓ ସମାନେେ କହିଲେ, ସେ ପ୍ରକୃତ ରେ ପରମେଶ୍ବରଙ୍କ ପୁତ୍ର ଥିଲେ।

ମାର୍କଲିଖିତ ସୁସମାଚାର 14:70
ପୁଣି ଥରେ ପିତର କହିଲେ ଯେ, ଏ କଥା ସତ୍ଯ ନୁହେଁ।

ମାର୍କଲିଖିତ ସୁସମାଚାର 15:39
କୃଶ ଆଗ ରେ ଠିଆ ହାଇେଥିବା ସନୋପତି ଯୀଶୁ କିପରି ପ୍ରାଣତ୍ଯାଗ କଲେ, ତାହା ଦେଖିଲେ। ସେ କହିଲେ, ପ୍ରକୃତ ରେ ଏହି ଲୋକ ପରମେଶ୍ବରଙ୍କ ପୁତ୍ର ଥିଲେ।

ଲୂକଲିଖିତ ସୁସମାଚାର 9:27
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ ତୁମ୍ଭମାନଙ୍କ ଭିତରୁ ଏଠା ରେ ଠିଆ ହାଇେଥିବା କେତକେ ଲୋକ ମୃତ୍ଯୁ ପୂର୍ବରୁ ପରମେଶ୍ବରଙ୍କ ରାଜ୍ଯ ଦେଖିବେ।

ଲୂକଲିଖିତ ସୁସମାଚାର 12:44
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ମାଲିକ ତାକୁ ତାହାଙ୍କ ସମସ୍ତ ସମ୍ପତ୍ତିର ଦାଯିତ୍ବ ରେ ରହିବା ପାଇଁ ବାଛିବେ।

ଲୂକଲିଖିତ ସୁସମାଚାର 21:3
ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଏହି ଗରୀବ ବିଧବାଟି କବଳେ ଦୁଇଟି ତମ୍ବାପଇସା ଦାନ ଦଲୋ। କିନ୍ତୁ ପ୍ରକୃତ ରେ ସେ ଏହି ଧନୀଲୋକମାନଙ୍କ ଠାରୁ ବହୁତ ଅଧିକ ଦଲୋ।

ଯୋହନଲିଖିତ ସୁସମାଚାର 1:47
ଯୀଶୁ ନିଥନିଯଲଙ୍କେୁ ତାହାଙ୍କ ଆଡେ ଆସିବାର ଦେଖିଲେ। ସେ କହିଲେ, ଏହି ଲୋକ ପ୍ରକୃତ ରେ ପରମେଶ୍ବରଙ୍କର ଜଣେ ବ୍ଯକ୍ତି। ତାହାଙ୍କଠା ରେ କୌଣସି ଅସାଧୁତା ନାହିଁ।

ଯୋହନଲିଖିତ ସୁସମାଚାର 4:42
ଲୋକମାନେ ସେ ସ୍ତ୍ରୀକୁ କହିଲେ, ପ୍ରଥମେ ଆମ୍ଭେ ତୁମ୍ଭ କଥା ଶୁଣି ଯୀଶୁଙ୍କୁ ବିଶ୍ବାସ କରିଥିଲୁ କିନ୍ତୁ ବର୍ତ୍ତମାନ ଆମ୍ଭେ ନିଜେ ତାହାଙ୍କ କଥା ଶୁଣି ବିଶ୍ବାସ କରୁଛୁ। ଆମ୍ଭେ ବର୍ତ୍ତମାନ ଜାଣୁଛୁ ଯେ ସେ ହେଉଛନ୍ତି ପ୍ରକୃତ ରେ ଜଗତର ତ୍ରାଣକର୍ତ୍ତା।

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்